୨୦୨୬ ସୁଦ୍ଧା ଉଡ଼ିପାରେ ଇ-ଏୟାର ଟ୍ୟାକ୍ସି

ଆସନ୍ତା ତିନି ବର୍ଷ ମଧ୍ୟରେ ଭାରତରେ ଚାଲିବ ଫୁଲ୍-ଇଲେକ୍ଟ୍ରିକ୍ ଏୟାର୍ ଟ୍ୟାକ୍ସି। ଇଣ୍ଟରଗ୍ଲୋବ ଏଣ୍ଟରପ୍ରାଇଜେସ୍(InterGlobe Enterprises) ୨୦୨୬ ମସିହାରେ ସାରା ଦେଶରେ ଇ-ଏୟାର ଟ୍ୟାକ୍ସି ସେବା ଆରମ୍ଭ କରିବାକୁ ଯୋଜନା କରୁଛି। ଆମେରିକା ଭିତ୍ତିକ 'ଆର୍ଚର ଏଭିଏସନ'(Archer Aviation) ସହଯୋଗରେ ଇଣ୍ଟରଗ୍ଲୋବ…

ଭାରତ-ଆମେରିକା ୨+୨ ଡାଏଲଗ୍

ବସୁଛି ଭାରତ-ଆମେରିକା ମଧ୍ୟରେ ବୈଦେଶିକ ଓ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ 'ଟୁ ପ୍ଲସ୍ ଟୁ' ବୈଠକ ବସିବାକୁ ଯାଉଛି। ପଞ୍ଚମ ଥର ପାଇଁ ଦୁଇ ଦେଶ ମଧ୍ୟରେ ବସୁଛି ଏହି ବୈଠକ। ଏଥିପାଇଁ ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଲୋୟଡ ଅଷ୍ଟିନ ଏବଂ ବୈଦେଶିକ…

ଆଇଫୋନ ତିଆରି କରୁଥିବା ଓ୍ବିଷ୍ଟ୍ରନକୁ କିଣିଲା ଟାଟା, ଚୁକ୍ତି ସ୍ବାକ୍ଷରିତ

ମୁମ୍ବାଇ : ଗତ ଅକ୍ଟୋବର ୨୭ର ହୋଇଥିବା ଘୋଷଣା ମୁତାବକ ଟାଟା ଗ୍ରୁପ କମ୍ପାନି ଟାଟା ଇଲେକ୍ଟ୍ରୋନିକ୍ସ ଭାରତରେ ଆଇଫୋନ ତିଆରି କରୁଥିବା ଓ୍ବିଷ୍ଟ୍ରନକୁ ୧୨୫ ନିୟୁତ ଡଲାର ବିନିମୟରେ କିଣିବାକୁ ଚୁକ୍ତିରେ ସ୍ବାକ୍ଷର କରିଛି । ଏହି ଚୁକ୍ତି ଟାଟା…

କତାରରେ ୮ ଭାରତୀୟଙ୍କୁ ମୃତ୍ୟୁଦଣ୍ଡ ବିରୋଧରେ ଭାରତର ଅପିଲ୍, ସୂଚନା ଦେଲା ବୈଦେଶିକ ମନ୍ତ୍ରାଳୟ

ନୂଆଦିଲ୍ଲୀ: କତାରରେ ୮ ଜଣ ପୂର୍ବତନ ଭାରତୀୟ ନାବିକଙ୍କୁ ମୃତ୍ୟୁଦଣ୍ଡାଦେଶ ମାମଲାରେ ଭାରତ ସରକାର କେତେକ ପଦକ୍ଷେପ ନେଇଛନ୍ତି । ଏହି ଦଣ୍ଡାଦେଶ ବିରୋଧରେ ଭାରତ ପକ୍ଷରୁ ଅପିଲ କରାଯାଇଛି । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ କହିଛନ୍ତି…

ଆମେରିକାରେ ଆକ୍ରମଣର ଶିକାର ହୋଇଥିବା ଭାରତୀୟ ଛାତ୍ରଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଆମେରିକାରେ ଛୁରାମାଡ ହୋଇଥିବା ଭାରତୀୟ ଛାତ୍ରଙ୍କ ମୃତ୍ୟୁ। ସପ୍ତାହେରୁ ଊର୍ଦ୍ଧ୍ୱ ସମୟ ଧରି ଡାକ୍ତରଖାନାରେ ଜୀବନ-ମରଣ ସହ ଲଢେଇ କରି ଶେଷରେ ଆଖି ବୁଜିଛନ୍ତି 24 ବର୍ଷୀୟ ଛାତ୍ର ବରୁଣ ରାଜ ପୁଚା। ଏନେଇ ବରୁଣ ପାଠ ପଢୁଥିବା…

ମହାଦେବ ବେଟିଂ ଆପ୍‌ ମାମଲା, ୩୨ ଜଣଙ୍କ ନାଁରେ FIR ରୁଜୁ

ମୁମ୍ବାଇ : ମହାଦେବ ବେଟିଂ ଆପ୍‌କୁ ନେଇ ଆକ୍ସନ ମୁଡ୍‌ରେ ପୁଲିସ। ୧୫୦୦୦ କୋଟି ଟଙ୍କା ହେର୍‌ଫେର୍‌ ଅଭିଯୋଗରେ ମହାଦେବ ବେଟିଂ ଆପ୍‌ର ପ୍ରବର୍ତ୍ତକ ସମେତ ୩୨ ଜଣଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ କରିଛି ମୁମ୍ବାଇ ପୁଲିସ। ଏନେଇ ଜଣେ ଅଧିକାରୀ…

ଧୂଆଁମୟ ଦିଲ୍ଲୀ, କୃତ୍ରିମ ବର୍ଷା କରାଇବାକୁ ଯୋଜନା

ନୂଆଦିଲ୍ଲୀ : ବିଗୁଡିଛି ଦିଲ୍ଲୀ ବାୟୁ ଗୁଣାବତ୍ତା। ଗତ ଏକ ସପ୍ତାହ ମଧ୍ୟରେ ବାୟୁ ଗୁଣବତ୍ତାର ତୀବ୍ର ହ୍ରାସ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତା 20-21ରେ ସହରରେ କୃତ୍ରିମ ବର୍ଷାର ଯୋଜନା କରୁଛନ୍ତି ଅରବିନ୍ଦ କେଜ୍ରିୱାଲ୍ ସରକାର।…

ନୀତୀଶ କୁମାରଙ୍କ ବୟାନକୁ ନିନ୍ଦା, ଇସ୍ତଫା ଦାବି କଲେ ଆମେରିକୀୟ ସିଙ୍ଗର୍‌

ନୂଆଦିଲ୍ଲୀ : ଅଡୁଆରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ବିବାଦୀୟ ବୟାନକୁ ନେଇ ସେ ଚାରିଆଡୁ ସମାଲୋଚନାର ଶିକାର ହୋଇଛନ୍ତି। କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ତାଙ୍କର ବିବାଦୀୟ ମନ୍ତବ୍ୟକୁ ନେଇ ତାଙ୍କୁ ନିନ୍ଦା କରାଯାଇଛି। ଏବେ ଜଣେ ଆମେରିକାର…

ଗାଜା ରିଲିଫ ଶିବିର: ୫୦,୦୦୦ ଲୋକଙ୍କ ପାଇଁ ୪ ପାଇଖାନା, ୪ ଘଣ୍ଟା ଦିଆଯାଉଛି ପାଣି

ନୂଆଦିଲ୍ଲୀ: ଗାଜା ଷ୍ଟ୍ରିପ୍‌ରେ ରହିଯାଇଥିବା ପାଲେଷ୍ଟାଇନ ଡାକ୍ତର ଓ ନର୍ସମାନେ ହେଉଛନ୍ତି ହିରୋ ଯେଉଁମାନେ ଜାଣନ୍ତି ଯେ ସେମାନେ ମରିବାକୁ ଯାଉଛନ୍ତି କିନ୍ତୁ ଯେକୌଣସି ପ୍ରକାରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ଯୁଦ୍ଧର ଗ୍ରାଉଣ୍ଡ ଜିରୋରୁ ଉଦ୍ଧାର ହୋଇଥିବା ଜଣେ ଆମେରିକୀୟ ନର୍ସ…

ଇସ୍ରାଏଲ-ହମାସ ଯୁଦ୍ଧ: ୮୯ ଜାତିସଂଘ କର୍ମଚାରୀ ନିହତ

ଗାଜା: ଇସ୍ରାଏଲ-ହମାସ ଯୁଦ୍ଧ ଦିନକୁ ଦିନ ଭୀଷଣ ହେଉଥିବା ବେଳେ ଗତ ମାସକ ମଧ୍ୟରେ ୮୯ ଜଣ ଜାତିସଂଘ କର୍ମଚାରୀ ଏଥିରେ ପ୍ରାଣ ହରାଇଲେଣି। ଇସ୍ରାଏଲ ବେପରୁଆ ଯୁଦ୍ଧନୀତି ପାଇଁ ଏଭଳି ସ୍ଥିତି ଆସି ଆସିଛି ବୋଲି ଜାତିସଂଘ ମୁଖ୍ୟ ଏଣ୍ଟୋନିଓ…