ସାଂସଦ ମହୁଆ ମୈତ୍ରଙ୍କ ବିରୋଧରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଲେ ଲୋକପାଳ

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ରଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗର ତଦନ୍ତ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଦ୍ୱାରା କରିବାକୁ ଲୋକପାଳ ନିର୍ଦ୍ଦେଶ ଦେଇଛନ୍ତି। ଏ ସଂପର୍କରେ ବିଜେପି ସାଂସଦ ଦୁବେ ଏକ୍ସ ମାଧ୍ୟମରେ ଏକ ପୋଷ୍ଟ କରି ଲେଖିଛନ୍ତି…

ବିବାଦୀୟ ଟିପ୍ପଣୀ ପାଇଁ ବନ୍ଧା ହେଲେ କଂଗ୍ରେସ ବିଧାୟକ

ଆସାମର କଂଗ୍ରେସ ବିଧାୟକ ଅଫତାବ ଉଦ୍ଦିନ ମୋଲ୍ଲାଙ୍କୁ ଆଜି ସକାଳୁ ସକାଳୁ ଗିରଫ କରିଛି ପୁଲିସ୍‌। ସେ ହିନ୍ଦୁ ସଂପ୍ରଦାୟ ଓ ପୂଜକଙ୍କ ବିରୋଧରେ ବିବାଦୀୟ ଟିପ୍ପଣୀ କରିଥିଲେ। ଏଥିପାଇଁ ତାଙ୍କ ନାଁରେ ପୁଲିସ୍‌ ମାମଲା ରୁଜୁ କରିଥିଲା।  ଏହାକୁ ଆଧାର କରି…

ଆଉ କେତେ ତଳକୁ ଖସିବ; ନୀତୀଶଙ୍କ ବୟାନକୁ ନେଇ ଏଭଳି କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଜନସଂଖ୍ୟା ନିୟନ୍ତ୍ରଣ କରିବା ଲାଗି ନାରୀଶିକ୍ଷା ଉପରେ ଗୁରୁତ୍ବାରୋପ କରି ମଙ୍ଗଳବାର ଦିନ ବିଧାନସଭାରେ କହିବା ବେଳେ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଖୁବ୍‌ ଅରୁଚିକର କଥା କହିପକାଇଥିଲେ। ସଙ୍ଗମ ସମୟରେ ଜଣେ ଶିକ୍ଷିତା ନାରୀ କିଭଳି ପୁରୁଷକୁ ପ୍ରତିରୋଧ…

ଜଙ୍ଗଲରେ ଖସି ପଳାଉଥିଲେ ନକ୍ସଲ, ଡ୍ରୋନ କ୍ୟାମେରାରେ ଧରା ପଡ଼ିଲେ

ପୁଲିସ୍‌- ନକ୍ସଲ ଗୁଳି ବିନିମୟ ପରେ ଛତ୍ରଭଙ୍ଗ ଦେଲେ ନକ୍ସଲ। ଶତାଧିକ ନକ୍ସଲ ଜଙ୍ଗଲରେ ଲୁଚି ପଳାଇଥିବା ବେଳେ ତାର ଚିତ୍ର ଡ୍ରୋନ କ୍ୟାମେରାରେ କଏଦ ହୋଇଛି। ଛତିଶଗଡ ଗଙ୍ଗାଲୁରରେ ଘଟିଛି ଏହି ଘଟଣା। ଖସି ଯାଉଥିବା ନକ୍ସଲମାନେ ୨ ଗୁରୁତର…

ଚା’ ବିସ୍କୁଟ ନମିଳିବାରୁ ଅସ୍ତ୍ରୋପଚାର ରୁମରେ ମହିଳାଙ୍କୁ ଅଚେତ ଅବସ୍ଥାରେ ଛାଡ଼ି ଚାଲିଗଲେ ଡାକ୍ତର

ନାଗପୁର: ମହାରାଷ୍ଟ୍ରର ନାଗପୁରରୁ ଡାକ୍ତରଙ୍କ ଅବହେଳାର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ସରକାରୀ ଡାକ୍ତରଖାନାରେ ଡାକ୍ତର ପରିବାର ନିୟୋଜନ (ଭାସେକ୍ଟୋମି) ଅସ୍ତ୍ରୋପଚାର ପାଇଁ ମହିଳାଙ୍କୁ ଚେତାଶୂନ୍ୟ କରିଥିବା ବେଳେ ରାଗିକି ଅସ୍ତ୍ରୋପଚାର ବିଭାଗରୁ ବାହାରି ଚାଲିଯାଇଥିଲେ। ଏହି ଘଟଣା ସାମ୍ନାକୁ…

୧୫୦ ଥର କଲ୍‌ କରିବା ପରେ ବି ଫୋନ୍‌ ନ ଧରିବାରୁ ୨୩୦ କିଲୋମିଟର୍‌ ଯାଇ ସ୍ତ୍ରୀଙ୍କୁ ହତ୍ୟା କଲେ କନେଷ୍ଟବଳ

ବେଙ୍ଗାଲୁରୁ: ୧୫୦ ଥର କଲ୍‌ କରିବା ପରେ ବି ଫୋନ୍‌ ନ ଧରିବାରୁ ୨୩୦ କିଲୋମିଟର୍‌ ଦୂରରେ ଥିବା ଶଶୁରଘରକୁ ଯାଇ କର୍ଣ୍ଣାଟକ ପୁଲିସର ଜଣେ କନେଷ୍ଟବଳ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିଥିବା ପୁଲିସ କହିଛି। ସମ୍ପ୍ରତି ବାପଘରେ ସନ୍ତାନ ପ୍ରସବ…

ଟନେଲ ଭିତରେ ହମାସ ଆତଙ୍କୀଙ୍କୁ ଖୋଜି ଖୋଜି ମାରୁଛି ଇସ୍ରାଏଲ

ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଦିନକୁ ଦିନ ଏହା ଆହୁରି ଉଗ୍ର ହବାରେ ଲାଗିଛି। ଏହାରି ଭିତରେ ଗାଜାର ପ୍ରମୁଖ ସ୍ଥାନରେ ପଶିଛି ଇସ୍ରାଏଲ ସେନା। ଗାଜା ସହରରେ ପଶି ହମାସ ଆତଙ୍କୀଙ୍କ ନାକେଦମ କରିବାକୁ ଯୋଜନା…

ହମାସ୍‌ ଆକ୍ରମଣରୁ ବଞ୍ଚିବାକୁ ମୁହଁରେ ରକ୍ତ ମାଖି ମଲା ପରି ପଡ଼ିରହିଲେ ଇସ୍ରାଏଲୀୟ ମହିଳା

ଜେରୁଜେଲମ୍‌: ପ୍ରାୟ ମାସେ ତଳେ ସଙ୍ଗୀତ ମହୋତ୍ସବସ୍ଥଳରେ କୌଶଳକ୍ରମେ ହମାସ୍‌ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଯାଇଥିବା ଜଣେ ମହିଳା ପୁଣି ଘଟଣାସ୍ଥଳକୁ ଆସି ଆଖି ଲୁହ ଛଳଛଳ କରି ଭାବପ୍ରବଣ ହୋଇପଡ଼ିଛନ୍ତି। ‘ବାର୍‌ ଆଟେଣ୍ଡର୍‌’ ଭାବେ କାମ କରୁଥିବା ୩୦ ବର୍ଷୀୟ ମେ’…

ବିଚ୍‌ ରାସ୍ତାରେ ପରିବହନ ମନ୍ତ୍ରୀଙ୍କ ଠାରୁ ଲୁଟ୍‌

ବିଚ୍‌ ରାସ୍ତାରେ ମହିଳା ମନ୍ତ୍ରୀଙ୍କ ଠାରୁ ଲୁଟ୍‌। ରାସ୍ତା ମଝିରେ ବନ୍ଧୁକ ଦେଖାଇ ପରିବହନ ମନ୍ତ୍ରୀଙ୍କ ଠାରୁ ଲୁଟି ନେଲେ ତାଙ୍କ ବ୍ୟକ୍ତିଗତ ଜିନିଷ। କେବଳ ସେତିକି ନୁହେଁ ତାଙ୍କ ବଡିଗାର୍ଡଙ୍କ ଠାରୁ ବନ୍ଧୁକ ମଧ୍ୟ ଛଡାଇ ନେଲେ। ଦକ୍ଷିଣ ଆଫ୍ରିକାର…

କ୍ଷମା ମାଗିବା ସହିତ ‘ଜନସଂଖ୍ୟା ନିୟନ୍ତ୍ରଣ ଟିପ୍ପଣୀ’ ପ୍ରତ୍ୟାହାର କଲେ ନୀତୀଶ କୁମାର

ପାଟନା: କ୍ଷମାପ୍ରାର୍ଥନା କରିବା ସହିତ ଜନସଂଖ୍ୟା ନିୟନ୍ତ୍ରଣ ବିଷୟରେ ଦେଇଥିବା ଟିପ୍ପଣୀକୁ ଆଜି ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପ୍ରତ୍ୟାହାର କରି ନେଇଥିବା କଥା ନିଉଜ୍‌ ଏଜେନ୍‌ସି ‘ଏଏନ୍‌ଆଇ’ ରିପୋର୍ଟ କରିଛି। ଆଜି ‘ବିଜେପି’ ବିଧାୟକମାନେ ନୀତୀଶଙ୍କୁ ବିଧାନସଭା ମଧ୍ୟକୁ ନ ଛାଡ଼ିବାରୁ…