କେଦାରନାଥରେ ସାଂସଦ ବରୁଣ ଗାନ୍ଧୀଙ୍କୁ ଭେଟିଲେ ରାହୁଲ୍ ଗାନ୍ଧୀ
ନୂଆଦିଲ୍ଲୀ: ମଙ୍ଗଳବାର ଦିନ କେଦାରନାଥ ମନ୍ଦିରରେ କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ ଓ ତାଙ୍କ ଦାଦାପୁଅ ଭାଇ ତଥା ‘ବିଜେପି’ ସାଂସଦ ବରୁଣ ଗାନ୍ଧୀଙ୍କ ମଧ୍ୟରେ ସ୍ବଳ୍ପ ସମୟ ପାଇଁ କଥାବାର୍ତ୍ତା ହୋଇଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି। ଦୁହେଁ ପ୍ରାର୍ଥନା କରିବା…
