ଭାରତ ବିରୋଧରେ ପୁଣି ବିଷ ଉଗାରିଲେ କାନାଡା ପ୍ରଧାନମନ୍ତ୍ରୀ

ପୁଣି ଭାରତ ବିରୋଧରେ ବିଷ ଉଗାରିଲେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ। ସେ ହିନ୍ଦୁମାନଙ୍କ ସ୍ୱସ୍ତିକ ଚିହ୍ନକୁ ନେଇ ଦେଲେ ବିବାଦୀୟ ବୟାନ। ସ୍ୱସ୍ତିକ ଚିହ୍ନକୁ ସେ ଘୃଣାର ପ୍ରତୀକ ବୋଲି କହିଛନ୍ତି। ଏହାକୁ ନେଇ ଏବେ ଦୁଇ ଦେଶ ମଧ୍ୟରେ ବିବାଦ…

ବୁଝାଇବାକୁ ଯାଇଥିଲେ ଅଫିସର, ତାଙ୍କୁ ହିଁ ନଡା ପୋଡିବାକୁ ଧରାଇଦେଲେ କୃଷକ

ଭୟଙ୍କର ଭାବେ ବଢ଼ି ଚାଲିଛି ପ୍ରଦୂଷଣ ମାତ୍ରା । କୃଷକମାନେ ନଡ଼ା ଜାଳିବା ଯୋଗୁ ଏହା ବଢ଼ୁଥିବା କୁହାଯାଉଛି। ଏଥିପାଇଁ ସରକାର ନଡା ଜାଳିବାକୁ ବାରଣ କରିଛନ୍ତି। ନଡା ନ ଜାଳିବାକୁ ଘର ଘର ବୁଲି କୃଷକମାନଙ୍କୁ ବୁଝାଉଛନ୍ତି ସରକାରୀ ଅଫିସର।…

ମତଦାନ କେନ୍ଦ୍ରକୁ ହେଲିକପ୍ଟରରେ ଗଲେ ପୁଲିଂ ପାର୍ଟି

ରାୟପୁର: ଆସନ୍ତା ୭ ତାରିଖରେ ଛତିଶଗଡ଼ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଏଥିପାଇଁ ଆଜି ରାଜ୍ୟରେ ସରୁଛି ପ୍ରଚାର। ଛତିଶଗଡ଼ର ମାଓ ପ୍ରବଣ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ମାଓ ପ୍ରବଣ ଅଞ୍ଚଳରେ ଥିବା ମତଦାନ କେନ୍ଦ୍ରକୁ ଯିବାକୁ ଥିବା…

ନେପାଳରେ ପୁଣି ଭୂମିକମ୍ପ, ଲୋକେ ଭୟଭୀତ

ପୁଣି ଦୋହଲିଆ ନେପାଲ। ଆଜି ଭୋରୁ ପୁଣି ଥରେ ଏଠି ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଏନେଇ ନ୍ୟାସନାଲ ସେଣ୍ଟର ଫର୍‌ ସିସ୍‌ମୋଲୋଜି ସୂଚନା ଦେଇଛି। ରିକ୍ଟର ଏହାର ତୀବ୍ରତା ୩.୬ ରେକର୍ଡ କରାଯାଇଛି। ରାଜଧାନୀ କାଠମାଣ୍ଡୁଠାରୁ ପ୍ରାୟ ୧୬୯ କିଲୋମିଟର୍‌…

ଭୟଙ୍କର ହେଉଛି ଦିଲ୍ଲୀରେ ବାୟୁ ପ୍ରଦୂଷଣ: ଶ୍ରୀଲଙ୍କା ଟିମ୍‌ର ଅଭ୍ୟାସ ବାତିଲ

ନୂଆଦିଲ୍ଲୀ: ବାଂଲାଦେଶ ପରେ ଶ୍ରୀଲଙ୍କା ମଧ୍ୟ ବାୟୁ ପ୍ରଦୂଷଣ କାରଣରୁ ଶନିବାର ଜାତୀୟ ରାଜଧାନୀରେ ହେବାକୁ ଥିବା ପ୍ରଥମ ଅଭ୍ୟାସ ଅଧିବେଶନକୁ ବାତିଲ କରିବାକୁ ବାଧ୍ୟ ହୋଇଛି। ଏହା ପୂର୍ବରୁ ବୁଧବାର ନୂଆଦିଲ୍ଲୀରେ ପହଞ୍ଚିଥିବା ବାଂଲାଦେଶ ସହରରେ ପ୍ରଦୂଷଣ ସ୍ତର ‘ସିଭିୟର…

ପାକିସ୍ତାନରୁ ବୋମା ବିସ୍ଫୋରଣ ହେଉଥିଲା, ମୌନ ବାବା ଚୁପ ରହୁଥିଲେ: ମନମୋହନ ସିଂଙ୍କୁ ଟାର୍ଗେଟ କଲେ ଅମିତ ଶାହା

ନୂଆଦିଲ୍ଲୀ: ୧୭ ନଭେମ୍ବରରେ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। କଂଗ୍ରେସ ଏବଂ ବିଜେପି ଏଥିପାଇଁ ଜୋରଦାର ପ୍ରଚାର କରୁଥିବାବେଳେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଗୃହମନ୍ତ୍ରୀ ଅମିତ ଶାହା ଆଜି ମଧ୍ୟପ୍ରଦେଶର ଶିବପୁରୀରେ ନିର୍ବାଚନ ରାଲିରେ ସମ୍ବୋଧିତ କରିଛନ୍ତି।…

କାର୍-ରିକ୍ସା-ବାଇକକୁ ଧକ୍କା ଦେଇ ଜଣଙ୍କ ଉପରେ ମାଡିଗଲା ବସ୍, ସିସିଟିଭିରେ ଦୃଶ୍ୟ କଏଦ

ନୂଆଦିଲ୍ଲୀ : ଦିଲ୍ଲୀ ସରକାରୀ ବସ୍ ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନା ଜଣେ ବ୍ୟକ୍ତିଙ୍କ ଜୀବନ ନେଇଯାଇଛି। କେବଳ ଜୀବନ ନେଇ ନାହିଁ ତ, ଏ ଦୁର୍ଘଟଣା ଆଖିରୁ ପଲକ ଖସାଇଦେବା ପରି! ଦ୍ରୁତ ଗତିରେ ଆସି ଏକ ବସ୍ ଅନ୍ୟ…

ଔଷଧ ଫ୍ୟାକ୍ଟ୍ରିରେ ସିରିଜ ବିସ୍ଫୋରଣ, ୭ ମୃତ

ମୁମ୍ବାଇ : ଔଷଧ ଫ୍ୟାକ୍ଟ୍ରିରେ ସିରିଜ ବିସ୍ଫୋରଣ। ହୁତୁହୁତୁ ହୋଇ ଜଳି ଉଳି ଉଠିଲା କାରଖାନା। ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାରେ ଥିବା ଏକ ଔଷଧ ଫ୍ୟାକ୍ଟ୍ରିରେ ସିରିଜ ବିସ୍ଫୋରଣ ହୋଇଛି। ଫଳରେ ସେଠାରେ ନିଆଁ ଲାଗିଯିବାରୁ ୭ ଜଣଙ୍କ ମୃତ୍ୟୁ ହୋଇଥିବା…

ମୁକେଶ ଅମ୍ବାନିଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତି ଗିରଫ

ନୂଆଦିଲ୍ଲୀ : ଧରାପଡିଲା ଦେଶର ସବୁଠୁ ଧନୀ ଓ ବିଶିଷ୍ଟ ଉଦ୍ୟୋଗପତି ମୁକେଶ ଅମ୍ବାନିଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତି। ଏହି ମାମଲାରେ ତେଲେଙ୍ଗାନାରୁ ଜଣେ ୧୯ ବର୍ଷୀୟ ଯୁବକକୁ ପୁଲିସ ଗିରଫ କରିଛି। ପୁଲିସ ଏହି ଯୁବକଙ୍କୁ କୋର୍ଟ ହାଜର…

ପାଖାପାଖି ୧୮ ହଜାର ଶ୍ରମିକଙ୍କୁ ଇସ୍ରାଏଲ ଛାଡି ଯିବାକୁ କହିଲା ଇସ୍ରାଏଲ

ଗାଜା : ଥମୁନି ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ। ତୁହାକୁ ତୁହା ଗାଜା ଷ୍ଟ୍ରିପ ଉପରେ ଆକ୍ରମଣ କରି ଚାଲିଛି ଇସ୍ରାଏଲ। ହମାସ ଆତଙ୍କୀଙ୍କ ଠିକଣା ଉପରେ ଏୟାରଷ୍ଟ୍ରାଇକ୍ କରିବା ସହ ସ୍ଥଳଭାଗରୁ ମଧ୍ୟ ଆକ୍ରମଣ କରୁଛି ଇସ୍ରାଏଲ। ଗୋଟିଏ…