ଦୀପାବଳି ଉପହାର: କର୍ମଚାରୀଙ୍କୁ ରୋୟାଲ ଏନ୍ଫିଲ୍ଡ ବାଇକ୍ ବାଣ୍ଟିଲା ଚା’ କମ୍ପାନୀ
ନୂଆଦିଲ୍ଲୀ : ଆଉ ସପ୍ତାହେ ପରେ ପଡ଼ୁଛି ଆଲୋକର ପର୍ବ ଦୀପାବଳି। ସେଥିପାଇଁ ବିଭିନ୍ନ କଂପାନୀ ସେମାନଙ୍କ କର୍ମଚାରୀଙ୍କୁ ବୋନସ ଓ ଉପହାର ଆଦି ପ୍ରଦାନ କରୁଛନ୍ତି। ଉପହାରରେ କିଏ ଗିଫ୍ଟ ଭାଉଚର ଦେଉଛି ତ ଆଉ କିଏ ମିଠା ବା…
