ବାୟୁ ପ୍ରଦୂଷଣ ବୃଦ୍ଧି କରୁଛି ଟାଇପ୍-୨ ଡାଇବେଟିସ୍

ନୂଆଦିଲ୍ଲୀ : ଉଦବେଗଜନକ ସ୍ଥିତିରେ ପହଞ୍ଚିଲାଣି ବାୟୁ ପ୍ରଦୂଷଣ। ଏହା କେବଳ ଯେ ନିଶ୍ୱାସ ନେବାରେ ସମସ୍ୟା ସୃଷ୍ଟି କରେ ତାହା ନୁହେଁ, ଅନେକ ପ୍ରକାର ରୋଗ କାରକ ମଧ୍ୟ ସାଜୁଛି। ବାୟୁ ପ୍ରଦୂଷଣ ଆଲର୍ଜି, ଆଜମା ଏବଂ ବ୍ରୋଙ୍କାଇଟିସ୍ ଭଳି…

ପ୍ରଶ୍ନପତ୍ର ଲିକ୍‌ ମାମଲାରେ ରାଜସ୍ଥାନ କଂଗ୍ରେସ ମୁଖ୍ୟଙ୍କ ଦୁଇ ପୁଅଙ୍କୁ ‘ଇଡି’ ସମନ୍‌

ଜୟପୁର: ଗତବର୍ଷ ସରକାରୀ ସ୍କୁଲ୍‌ ଶିକ୍ଷକ ଚୟନ ନିମନ୍ତେ ଅନୁଷ୍ଠିତ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ସହିତ ଜଡ଼ିତ ଥିବା ଆର୍ଥିକ ଅପରାଧ ଅଭିଯୋଗରେ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ରାଜସ୍ଥାନ କଂଗ୍ରେସ ମୁଖ୍ୟ ଗୋବିନ୍ଦ ସିଂହ ଡୋଟାସରାଙ୍କ ଦୁଇ ପୁଅଙ୍କୁ ସମନ୍‌ ଜାରି କରିଛି।…

ଏଥିକ୍ସ କମିଟିରେ ହଙ୍ଗାମା, ମହୁଆଙ୍କୁ ସାଙ୍ଗରେ ଧରି ବାହାରିଗଲେ ବିରୋଧୀ ସଦସ୍ୟ

ନୂଆଦିଲ୍ଲୀ : ସଂସଦର ଏଥିକ୍ସ କମିଟିର ବୈଠକରେ ହଙ୍ଗାମା। ତ୍ରୁଣମୂଳ କଂଗ୍ରେସ ସାଂସଦ ମହଆ ମୋଇତ୍ରାଙ୍କୁ ସାଙ୍ଗରେ ଧରି ବୈଠରୁ ବହାରି ଗଲେ ବିରୋଧୀ ସଦସ୍ୟ। ଜଣେ ମହିଳାଙ୍କୁ ବ୍ୟକ୍ତିଗତ ପ୍ରଶ୍ନ ପଚରାଯିବାରୁ ବିରୋଧୀମାନେ ଏଭଳି ଓ୍ୱାକ୍ ଆଉଟ୍‌ କରିଥିବା କହିଛନ୍ତି।…

କେତେ ଚାନ୍ଦା ଆଦାୟ କରିଛନ୍ତି ରାଜନୈତିକ ଦଳ? ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଳିତ ବର୍ଷ ସେପ୍ଟେମ୍ବର ୩୦ ସୁଦ୍ଧା କେତେ ଚାନ୍ଦା ଆଦାୟ କରିଛନ୍ତି ରାଜନୈତିକ ଦଳ। ନିର୍ବାଚନ କମିଶନ ଏହାର ସମସ୍ତ ତଥ୍ୟ ଦିଅନ୍ତୁ। ଇଲେକ୍ଟୋରାଲ ବଣ୍ଡ ସ୍କିମ ମାମଲାର ଶୁଣାଣି କରି ଏଭଳି କିଛି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଇଲେକ୍ଟୋରାଲ…

ପାଣିଟାଙ୍କି ପାଇଁ ମାଟି ଖୋଳା କାମ ଚାଲିଥିବା ବେଳେ ଉଦ୍ଧାର ହେଲା ଭଗବାନ ଶ୍ରୀକୃଷ୍ଣଙ୍କ ସୁନାର ପ୍ରତିମା

ନୂଆଦିଲ୍ଲୀ: ମାଟି ତଳୁ ଭଗବାନ ବିଷ୍ଣୁଙ୍କ ପ୍ରତିମା ମିଳିବାର ଖବର ଆଖି ପିଛୁଳାକେ ସାରା ଅଞ୍ଚଳରେ ବ୍ୟାପି ଯାଇଥିଲା। ଫଳରେ ଭଗବାନ ବିଷ୍ଣୁଙ୍କ ସୁନାର ପ୍ରତିମା ଦେଖିବା ପାଇଁ ଘଟଣାସ୍ଥଳରେ ଲୋକଙ୍କ ପ୍ରବଳମାତ୍ରାରେ ଭିଡ ଜମିଛି। ଏଥିସହିତ ଲୋକେ ସେଠ‌ାରେ ହୁଳହୁଳି,…

ଆଇଆଇଟି-ବିଏଚୟୁରେ ଛାତ୍ରୀଙ୍କୁ ଅସଦାଚରଣ ଘଟଣାକୁ ନେଇ ରାସ୍ତାକୁ ଓହ୍ଲାଇଲେ ଛାତ୍ରଛାତ୍ରୀ

ଲକ୍ଷ୍ନୌ: ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ (ବିଏଚୟୁୁ)ର ଆଇଆଇଟି କ୍ୟାମ୍ପସରେ ବୁଧବାର ବିଳମ୍ବିତ ରାତିରେ ଜଣେ ଛାତ୍ରୀ ତାଙ୍କର ଜଣେ ପୁରୁଷ ବନ୍ଧୁଙ୍କ ସହ ବୁଲୁଥିବା ବେଳେ କେତେକ ଅଜ୍ଞାତ ବାଇକ୍‌ ଆରୋହୀ ତାଙ୍କୁ ଅସଦାଚରଣ କରିବା ସହ ନଗ୍ନ କରିଥିବା ଅଭିଯୋଗ…

ୟୁଟ୍ୟୁବରୁ ସୀମା ହାଇଦର ପାଇଥିବା ପ୍ରଥମ ପାରିଶ୍ରମିକରେ ସ୍ବାମୀଙ୍କ ପାଇଁ କିଣିଲେ ଏଭଳି ଉପହାର

ଲକ୍ଷ୍ନୌ: ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦର ୟୁଟ୍ୟୁବରୁ ପ୍ରଥମ ପାରିଶ୍ରମିକ ପାଇଛନ୍ତି। ପ୍ରଥମଥର ଏହି ପାରିଶ୍ରମିକ ଟଙ୍କା ପାଇବା ପରେ ସୀମା ବହୁତ ଖୁସି ହୋଇଯାଇଛନ୍ତି। ଏହି ଖୁସିର ମୂହୂର୍ତ୍ତକୁ ସୀମା ସମସ୍ତଙ୍କ ସହ ସେୟାର କରି କହିଛନ୍ତି, ‘ଯେବେଠାରୁ…

କଂଗ୍ରେସକୁ ଉଠାଇବାକୁ ଆମେ ଚେଷ୍ଟା କରୁଛୁ, ସେମାନେ ଅଲଗା କାମରେ ମାତିଛନ୍ତି: ନୀତୀଶ କୁମାର

ନୂଆଦିଲ୍ଲୀ: ଇଣ୍ଡିଆ ମେଣ୍ଟରେ ସବୁକିଛି ଠିକ ଚାଲିନାହିଁ | ଏକଥା ଆମେ କହୁନାହୁଁ | ବରଂ ସିପିଆଇ ରାଲିରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କଂଗ୍ରେସ ଉପରେ ନାରାଜ ଥିବାର ଦେଖିବାକୁ ମିଳିଥିଲା | ବାସ୍ତବରେ ବିହାରର ପାଟନାରେ ସିପିଆଇ ଦ୍ୱାରା ଆୟୋଜିତ…

କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟ ଉପରେ ବି ଭରସା ନାହିଁ କି ? – ସମ୍ବିତ

ନୂଆଦିଲ୍ଲୀ:ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟପ୍ରଦେଶ ଅଭିମୁଖେ ଯାଇଥିବାବେଳେ ଇଡି ନିକଟରେ ହାଜର ହୋଇନାହାନ୍ତି | ଅନ୍ୟପକ୍ଷରେ ସେ ଇଡି ସମ୍ମୁଖରେ ହାଜର ହୋଇନଥିବାରୁ ବିଜେପି ସାମ୍ବାଦିକ ସମ୍ମିଳନୀ କରି ଆକ୍ଷେପ କରିଛି | ବିଜେପି ଜାତୀୟ ମୁଖପାତ୍ର ସମ୍ବିତ…

Jet Airwaysର ୫୩୮ କୋଟି ଟଙ୍କାର ସମ୍ପତ୍ତି ଜବତ କଲା ଇଡି

ବ୍ୟାଙ୍କ ଋଣ ଠକେଇ ମାମଲାରେ ଜେଟ୍‌ ଏୟାରୱେଜର ପ୍ରତିଷ୍ଠାତା ନରେଶ ଗୋୟଲ ଏବଂ ଅନ୍ୟ ୫ ଜଣଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଇଡି ଏହି ମାମଲାରେ ୫୩୮ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। ଆଟାଚ୍‌…