ଗାଜାରୁ ବାହାରିଲେ ବିଦେଶୀ ନାଗରିକ

ଇସ୍ରାଏଲର ଘନ ଘନ ଆକ୍ରମଣ ଯୋଗୁ ଗାଜାରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ଲଗାତର ବୋମା ବର୍ଷା ଓ ରକେଟ୍‌ ମାଡ଼ ଯୋଗୁ ଅନେକ ଲୋକେ ପ୍ରାଣ ହରାଉଛନ୍ତି। ଏଥିସହ ଶହ ଶହ ଲୋକେ ଆହତ ମଧ୍ୟ ହୋଇଛନ୍ତି। ଏଭଳି ସ୍ଥିତିରେ…

ଆମେରିକାରେ ୨୪ ବର୍ଷୀୟ ଭାରତୀୟ ଛାତ୍ର ଉପରେ ଆକ୍ରମଣ

ଆମେରିକୀୟ ରାଜ୍ୟ ଇଣ୍ଡିଆନାରେ ୨୪ ବର୍ଷୀୟ ଭାରତୀୟ ଛାତ୍ରଙ୍କ ଉପରେ ଆକ୍ରମଣ । ତାଙ୍କୁ ଛୁରୀ ଦ୍ୱାରା ଆକ୍ରମଣ କରାଯିବା ପରେ ତାଙ୍କ ଅବସ୍ଥା ଗୁରୁତର ରହିଛି । ରିପୋର୍ଟ ଅନୁସାରେ, ରବିବାର ସକାଳ ଇଣ୍ଡିଆନାର ବାଲପରାଇସା ସହର ନିକଟରେ ଥିବା…

ରାମ ଲଲ୍ଲାଙ୍କ ପାଇଁ ଆସିବ ମାର୍ବଲ୍‌ ପଥରରେ ନିର୍ମିତ ସୁନାଛାଉଣି ହୋଇଥିବା ୮ ଫୁଟ୍‌ ଉଚ୍ଚ ସିଂହାସନ

ଅଯୋଧ୍ୟା: ଅଯୋଧ୍ୟାରେ ନିର୍ମାଣ କରାଯାଉଥିବା ରାମ ମନ୍ଦିରରେ ରାମ ଲଲ୍ଲାଙ୍କ ନିମନ୍ତେ ମାର୍ବଲ୍‌ ପଥରରେ ଖୋଦେଇ କରାଯାଇ ସୁନାଛାଉଣି କରାଯାଇଥିବା ଗୋଟାଏ ୮ ଫୁଟ୍‌ ଉଚ୍ଚର ସିଂହାସନ ଆସିବ ବୋଲି ‘ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ୍‌’ ଘୋଷଣା କରିଛି। ରାଜସ୍ଥାନର କୁଶଳୀ…

ଜିଏସ୍‌ଟିରୁ ମିଳିଲା ୧.୭୨ ଲକ୍ଷ କୋଟି

ପାର୍ବଣ ଋତୁରେ ସରକାରଙ୍କୁ ମିଳିଛି ବଡ଼ ଫାଇଦା। ଦୀପାବଳି ପୂର୍ବରୁ ସରକାରଙ୍କୁ ମିଳିଛି ଭେଟି। ଦେଶରେ ଜିଏସଟି ରାଜସ୍ୱ ବାବଦରେ ସଂଗ୍ରହ ହୋଇଛି ରେକର୍ଡ ୧.୭୨ ଲକ୍ଷ କୋଟି ଟଙ୍କା। ଗତବର୍ଷ ଅକ୍ଟୋବର ତୁଳନାରେ ଜିଏସ୍‌ଟି ରାଜସ୍ୱ ୧୩% ଅଧିକ ରହିଛି।…

ଉତ୍ତର ଗାଜାରେ ଇସ୍ରାଏଲ ସେନାର ଆକ୍ରମଣ, ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଉତ୍ତର ଗାଜାରେ ଇସ୍ରାଏଲ ସେନାର ପ୍ରଚଣ୍ଡ ଆକ୍ରମଣ । ଜାବାଲିଆ ଅଞ୍ଚଳରେ ଜେଟ୍ ରୁ ଘନ ଘନ ଆକ୍ରମଣ । ଏଥିରେ ହମାସର ଭୂତଳ ଭିତ୍ତିଭୂମି ଛାରଖାର । ହମାସର ଅନେକ ବରିଷ୍ଠ କମାଣ୍ଡରର ମୃତ୍ୟୁ ହୋଇଥିବା ଇସ୍ରାଏଲୀ ସେନା…

ରାଷ୍ଟ୍ରର ଏକତା, ଅଖଣ୍ଡତା ଓ ସୁରକ୍ଷାକୁ ବଜାୟ ରଖିବା ପାଇଁ ନିଜକୁ ସମର୍ପିତ କରିବାକୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଆହ୍ବାନ

କଟକ: ରାଷ୍ଟ୍ରର ଏକତା, ଅଖଣ୍ଡତା ଓ ସୁରକ୍ଷାକୁ ବଜାୟ ରଖିବା ପାଇଁ ନିଜକୁ ସମର୍ପି ଦେବାକୁ ଐତିହାସିକ କଟକ ସହରରେ ‘ଏକତା ପାଇଁ ଦୌଡ଼’ କାର୍ଯ୍ୟକ୍ରମରେ ସାମିଲ ହେବା ଅବସରରେ ଶପଥ ପାଠ କରାଇବା ସହ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା,…

ହ୍ୟାକ୍‌ ଆଲର୍ଟ ଆସିବା ପରେ ସଫେଇ ଦେଲେ ସରକାର

ନୂଆଦିଲ୍ଲୀ : ହଠାତ୍‌ ଥରି ଉଠିଲା ଫୋନ୍। କିଛି ନିର୍ଦ୍ଧିଷ୍ଟ ଲୋକଙ୍କ ଆଇ ଫୋନ୍‌କୁ ଆସିଲା ହ୍ୟାକ୍‌ ଆଲର୍ଟ। କଂଗ୍ରେସ ନେତା ରାହୁଲ ଗାନ୍ଧି, ଶଶି ଥରୁର, ଶିବସେନା ସାଂସଦ ପ୍ରିୟଙ୍କା ଚର୍ତୁବେଦୀ, ମହୁଆ ମୋଇତ୍ରା ଓ ଏଆଇଏମ୍‌ଆଇଏମ୍‌ ନେତା ଅସଦୁଦ୍ଦିନ…

ଯୁଦ୍ଧ ପ୍ରସ୍ତୁତି କରୁଛି ଇରାନ୍ ! କଲା ହାଇଦର କ୍ରୁଜ୍ କ୍ଷେପଣାସ୍ତ୍ର ପରୀକ୍ଷା

ତେହେରାନ : ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଦିନକୁ ଦିନ ଅଧିକ ବିପଜ୍ଜନକ ହେବାରେ ଲାଗିଛି। ଇସ୍ରାଏଲ ଏବେ ଗାଜା ଉପତ୍ୟକାରେ ସ୍ଥଳ ଆକ୍ରମଣ ଆରମ୍ଭ କରିଛି। ସେପଟେ ଇରାନ ଖୋଲାଖୋଲି ଭାବେ ଇସ୍ରାଏଲକୁ ଗାଜା ଉପରେ ଆକ୍ରମଣର…

ଗାଜା ସହରରେ ପଶିଲା ଇସ୍ରାଏଲ ଟ୍ୟାଙ୍କ୍‌: ୨୪ ଘଣ୍ଟାରେ ୬୦୦ ହମାସ୍‌ ଆଡ଼ାରେ ଆକ୍ରମଣ

ନୂଆଦିଲ୍ଲୀ : ଉତ୍ତର ଏବଂ କେନ୍ଦ୍ରୀୟ ଗାଜାରେ ଇସ୍ରାଏଲୀ ସେନା ଏହାର ସ୍ଥଳ ଅଭିଯାନକୁ ଜୋରଦାର କରିଛି। ଗାଜାର ପ୍ରମୁଖ ରାସ୍ତାରେ ଇସ୍ରାଏଲୀ ଟ୍ୟାଙ୍କ୍‌ରୁ ଗୁଳିଗୋଳା ମାଡ଼ ହେଉଛି। ଇସ୍ରାଏଲୀ ଟ୍ୟାଙ୍କ୍‌ ଏବଂ ବୁଲଡୋଜର ଗାଜାର ମୁଖ୍ୟ ଉତ୍ତର-ଦକ୍ଷିଣ ରାଜପଥ ଅବରୋଧ…

ସୁପ୍ରିମ କୋର୍ଟଙ୍କ କ୍ଷୋଭ, ଆରଟିଆଇ ଆଇନ ଏବେ ‘ମୃତ’

ନୂଆଦିଲ୍ଲୀ : ୨୦୦୫ରେ ଲାଗୁ ହୋଇଥିବା ସୂଚନା ଅଧିକାର ଆଇନ ଅତି ଶୀଘ୍ର ଏକ 'ମୃତ ଆଇନ'ରେ ପରିଣତ ହୋଇଯାଇଛି। ଶାସନ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ପାଇଁ ସରକାରୀ କର୍ତ୍ତୃପକ୍ଷଙ୍କୁ ନାଗରିକଙ୍କୁ ସୂଚନା ବାଣ୍ଟିବାକୁ ନିର୍ଦ୍ଦେଶ ଦେବା ଉଦ୍ଦେଶ୍ୟରେ ଆସିଥିବା ଏହି…