ଚିନ୍ତା ପ୍ରକଟ କଲେ ସୁପ୍ରିମକୋର୍ଟ, ୫ ରାଜ୍ୟକୁ ମାଗିଲେ ବାୟୁ ପ୍ରଦୂଷଣ ମୁକାବିଲା ତଥ୍ୟ
ନୂଆଦିଲ୍ଲୀ : ବିପଜ୍ଜନକ ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ପାଞ୍ଚ ରାଜ୍ୟକୁ ଜବାବ ମାଗିଲେ ସୁପ୍ରିମକୋର୍ଟ। ପ୍ରଦୂଷଣ ମୁକାବିଲା ପାଇଁ କି କି ପଦକ୍ଷେପ ଗ୍ରହଣ କରିଛ ତାର ବିସ୍ତୃତ ବିବରଣୀ ଦେବାକୁ ପାଞ୍ଚ ରାଜ୍ୟକୁ ନୋଟିସ୍ କରିଛନ୍ତି ସର୍ବୋଚ୍ଚ ଅଦାଲତ।…
