ଗୀତର ତାଳେ ତାଳେ ଝୁମୁଥିଲେ ଯୁବକ, ହଠାତ୍‌ ଖସି ପଡ଼ିଲା ଡିଜେ

ମା’ ଦୁର୍ଗାଙ୍କ ମୂର୍ତ୍ତି ବିସର୍ଜନ ପାଇଁ ଚାଲିଥିଲା ପ୍ରୋସେସନ । ବାଜୁଥିଲା ଡିଜେ, ଦୁଲୁକୁଥିଲା ରାସ୍ତା । ଅଭି ତୋ ପାର୍ଟି ସୁର ହୋଇ ହୈ.... ଗୀତର ତାଳେ ତାଳେ ନାଚୁଥଲେ କିଛି ଯୁବକ । କିନ୍ତୁ ହଠାତ୍‌ ସବୁ କିଛି…

ଫାଶୀଦଣ୍ଡ ପାଇଥିବା ୮ ପୂର୍ବତନ ନୌସେନା ଅଧିକାରୀଙ୍କ ପରିବାରକୁ ଭେଟିଲେ ଏସ୍‌. ଜୟଶଙ୍କର

କତାରରେ ଫାଶୀ ଦଣ୍ଡ ପାଇଥିବା ଭାରତୀୟ ନୌସେନାର ୮ ଜଣ ପୂର୍ବତନ ଅଧିକାରୀଙ୍କ ପରିବାରକୁ ଭେଟିଲେ ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କର। ପୂର୍ବତନ ନୌସେନା ଅଧିକାରୀମାନଙ୍କୁ ମୁକ୍ତ ସୁନିଶ୍ଚିତ କରିବା ପାଇଁ ଭାରତ ସବୁ ପ୍ରୟାସ ଜାରି ରଖିବ ବୋଲି ସେ କହିଛନ୍ତି।…

ମନୀଷ ସିସୋଦିଆଙ୍କୁ ମିଳିଲାନି ବେଲ୍‌

ଆମ ଆଦମୀ ପାର୍ଟି ନେତା ମନୀଷ ସିସୋଦିଆଙ୍କୁ ମିଳିଲା ଝଟ୍‌କା। ଖାରଜ ହେଲା ତାଙ୍କ ବେଲ୍‌। ସୁପ୍ରିମକୋର୍ଟ ଆଜି ତାଙ୍କ ବେଲ୍‌ ଆବେଦନ ଖାରଜ କରି ଦେଇଛନ୍ତି। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ରାଜ୍ୟର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଗତ…

ଭାରତ ଫେରିବେ ଅଞ୍ଜୁ

ପ୍ରେମ ପାଇଁ ଦେଶର ସୀମା ସରହଦ ଡେଇଁ ପାକିସ୍ତାନରେ ନିଜର ନୂଆ ଘର ବସାଇଥିବା ଅଞ୍ଜୁ ପୁଣି ଥରେ ଭାରତ ଫେରିବେ। ତେବେ ଏଥର ମାତ୍ର କିଛି ଦିନ ପାଇଁ ଅତିଥି ହୋଇ ସେ ଭାରତ ଆସୁଥିବା ଜଣାଯାଇଛି। ଏହାପରେ ସେ…

କେରଳ ବିସ୍ଫୋରଣ ମାମଲା: ନିଜକୁ ଦାୟୀ କରି ବ୍ୟକ୍ତିଙ୍କ ଆତ୍ମସମର୍ପଣ, ମୃତ୍ୟୁ ସଂଖ୍ୟା ୩ ଛୁଇଁଲା

କେରଳ ଏର୍ଣ୍ଣାକୁଲମା କନ୍‌ଭେନ୍‌ସନ୍‌ ହଲ୍‌ରେ ଗତକାଲି ଖ୍ରୀଷ୍ଟଧର୍ମାବଲମ୍ବୀଙ୍କ ପ୍ରାର୍ଥନା ବେଳେ ହୋଇଥିବା ବିସ୍ଫୋରଣ ମାମଲାରେ ଜଣେ ବ୍ୟକ୍ତି ଆତ୍ମସମର୍ପଣ କରିଛନ୍ତି। ତାଙ୍କ ନାମ ଡୋମିନିକ ମାର୍ଟିନ ବୋଲି ଜଣାଯାଇଛି। ଏହି ବିସ୍ଫୋରଣ ପାଇଁ ସେ ନିଜକୁ ଦାୟୀ କରିଛନ୍ତି। ଅପରପକ୍ଷେ, ଏହି ଘଟଣାରେ…

ପୂର୍ବତନ ବିଜେପି ସାଂସଦଙ୍କ ଗମ୍ଭୀର ଆରୋପ- ମୋ’ପୁଅକୁ ଛୁଇଁଲେନି ଡାକ୍ତର, ଚାଲିଗଲା ଜୀବନ

‘ଠିକ୍‌ ସମୟରେ ମୋ’ ପୁଅକୁ ଚିକିତ୍ସା ମିଳିଲା ନାହିଁ। ଡାକ୍ତର ମୋ’ ପୁଅକୁ ଛୁଇଁଲେ ବି ନାହିଁ। ତେଣୁ ଅକାଳରେ ଚାଲିଗଲା ମୋ’ ପୁଅ । ’ ଏପରି କହି ଉତ୍ତରପ୍ରଦେଶର ପିଜିଆଇ ମେଡିକାଲ ପରିସରରେ ମୁଣ୍ଡ ପିଟି କାନ୍ଦୁଥିଲେ ଜଣେ…

ଆନ୍ଧ୍ରରେ ଟ୍ରେନ୍ ଟ୍ରାଜେଡି ଘଟଣା; ମୃତକଙ୍କ ସଂଖ୍ୟା ୧୩ ଛୁଇଁଲା, ୫୦ ଗୁରୁତର

ଆନ୍ଧ୍ରପ୍ରଦେଶର କଣ୍ଟକାପାଲୀ ଓ ଆଲମଣ୍ଡା ଷ୍ଟେସନ୍ ମଧ୍ୟରେ ଗତ ରାତିରେ ଘଟିଥିବା ମର୍ମନ୍ତୁଦ ଟ୍ରେନ୍‌ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୧୩ ଛୁଇଁଛି। ମୃତକଙ୍କ ମଧ୍ୟରେ ୨ଜଣ ରେଳ କର୍ମଚାରୀ ଅଛନ୍ତି । ସେମାନଙ୍କ ମଧ୍ୟରେ ବିଶାଖାପାଟଣା-ରାୟଗଡାର ଲୋକୋ ପାଇଲଟ୍ ଓ ବିଶାଖାପାଟଣା-ପଲାସା ପାସେଞ୍ଜର…

ଦୁଇଟି ପାସେଞ୍ଜର ଟ୍ରେନ୍ ଧକ୍କା, ହେଲ୍ପ ଲାଇନ୍ ଜାରି, ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି

ପୁଣି ଏକ ଭୟଙ୍କର ଟ୍ରେନ୍ ଦୁର୍ଘଟଣା। ଦୁଇଟି ପାସେଞ୍ଜର ଟ୍ରେନ୍ ଧକ୍କା । ପୂର୍ବତଟ ରେଳବାଇ ଅଧୀନ ୱାଲଟିଅର ଡିଭିଜନରେ ଏହି ଦୁର୍ଘଟଣା ହୋଇଛି। ବିଜୟନଗର ନିକଟ ଆଲମଣ୍ଡା- କଣ୍ଟକାପଲ୍ଲି ମଧ୍ୟରେ ଟ୍ରେନ୍ ଧକ୍କା ହୋଇଛି। ବିଶାଖପାଟଣା-ପଲାସ ପାସେଞ୍ଜରକୁ ପଛପଟୁ ପିଟିଥିଲା…

ଇଂଲଣ୍ଡକୁ ୧୦୦ ରନରେ ହରାଇଲା ଭାରତ

ଲକ୍ଷ୍ନୌ : ଲକ୍ଷ୍ନୌର ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଏକନା ଷ୍ଟାଡିୟମଠାରେ ଖେଳାଯାଉଥିବା ବିଶ୍ବକପର ଏକ ମ୍ୟାଚରେ ଇଂଲଣ୍ଡକୁ ୧୦୦ ରନରେ ପରାସ୍ତ କରିଛି ଟିମ ଇଣ୍ଡିଆ । ଏହି ବିଜୟ ସହ ଭାରତ ଚଳିତ ବିଶ୍ବକପରେ ନିଜର ଜୟଯାତ୍ରା…

ରିଭର୍ସ ଗିଅର୍‌ରେ ଦୌଡିଲା କାର୍‌, ବନ୍ଧା ହେଲେ ୩ ଯୁବକ

ହଠାତ୍‌ ରିଭର୍ସ ଗିଅର୍‌ରେ ଦୌଡିଲା କାର୍‌। ଟ୍ରାଫିକ୍ ଭିଡ ମଧ୍ୟରେ ଓଲଟା ଚଲିବାକୁ ଲାଗିଲା କାର୍‌। ରାଜରାସ୍ତାରେ ଦେଖାଇଲେ ଭୟାନକ ଷ୍ଟଣ୍ଟ। ସୋଶାଲ ମିଡିଆରେ ଫେମସ ହେବା ନିଶା କଲା ଘାଇଲା। ରିଲ୍ସ ନିଶାରେ ଉଲ୍ଲଙ୍ଘନ କଲେ ଟ୍ରାଫିକ୍‌ ନିୟମ। ଶେଷରେ…