ରାଜକୁମାର ରାଓଙ୍କୁ ଜାତୀୟ ଆଇକନ୍ ନିଯୁକ୍ତ କଲେ ଭାରତୀୟ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ରାଜକୁମାର ରାଓଙ୍କୁ ଜାତୀୟ ଆଇକନ୍ ଭାବେ ନିଯୁକ୍ତ କରିବା ପାଇଁ ନିଷ୍ପତ୍ତି ନେଲେ ଭାରତୀୟ ନିର୍ବାଚନ ଆୟୋଗ। ଆୟୋଗ ଆସନ୍ତାକାଲି ରାଜକୁମାର ରାଓଙ୍କୁ ଆଇକନ୍ ଭାବରେ ନିଯୁକ୍ତ କରି ଅଧିକାରୀକ ଭାବେ ଏହାର ଘୋଷଣା କରିବେ ବୋଲି…

ହମାସ୍ ଆତଙ୍କବାଦୀ ସଂଗଠନ ନୁହେଁ, ଏକ ମୁକ୍ତି ବାହିନୀ : ଏରଡୋଗାନ୍

ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ଓ ରକେଟ୍ ମାଡ଼ କରିଥିବା ଆତଙ୍କବାଦୀ ସଂଗଠନ ହମାସ ପ୍ରତି ତୁର୍କୀର ସହାନୁଭୂତି ପ୍ରକାଶ ପାଇଛି। ତୁର୍କୀ ରାଷ୍ଟ୍ରପତି ରିସେପ୍ ତୈୟପ୍ ଏର୍ଦୋଗାନ୍ ବୁଧବାର ହାମାସକୁ ଆତଙ୍କବାଦୀ ସଂଗଠନ ଭାବେ ମାନ୍ୟତା ଦେବାକୁ ମନା କରିଦେଇଛନ୍ତି। ସଂସଦ…

ଏନସିଇଆରଟିର ବହିରେ ‘ଇଣ୍ଡିଆ’ ବଦଳରେ ଲେଖାଯିବ ‘ଭାରତ’

ନୂଆଦିଲ୍ଲୀ: ଏବେ ଜାତୀୟ ଶିକ୍ଷା ଅନୁସନ୍ଧାନ ଏବଂ ପ୍ରଶିକ୍ଷଣ ପରିଷଦ (ଏନସିଇଆରଟି)ର ବହିରେ ‘ଇଣ୍ଡିଆ’ ବଦଳରେ ଲେଖାଯିବ ‘ଭାରତ’। କିଛି ଦିନ ପୂର୍ବରୁ ପରବର୍ତ୍ତୀ ପୁସ୍ତକରେ ‘ଇଣ୍ଡିଆ’ ବଦଳରେ ‘ଭାରତ’ ଲେଖାଯିବା ନେଇ ଏନସିଇଆରଟି ପ୍ୟାନେଲ ପ୍ରସ୍ତାବ ଦେଇଥିବା ବେଳେ ଆଜି…

ନର୍ମାନ ଇ ବୋର୍ଲାଗ ପୁରସ୍କାର ପାଇଲେ ଓଡ଼ିଆ ଝିଅ ସ୍ବାତୀ ନାୟକ

ନୂଆଦିଲ୍ଲୀ: କୃଷି ଓ କୃଷି କ୍ଷେତ୍ରର ବିକାଶରେ ଉଲ୍ଲେଖନୀୟ ଅବଦାନ ପାଇଁ ଫିଲିପାଇନସ୍ଥିତ ସିଜିଆଇଆର- ଆନ୍ତର୍ଜାତିକ ଧାନ ଗବେଷଣା ସଂସ୍ଥାନରେ କାର୍ଯ୍ୟରତ ଓଡ଼ିଶାର ଯୁବ ବୈଜ୍ଞାନିକ ଡ.ସ୍ବାତୀ ନାୟକଙ୍କୁ ଆଜି ଆମେରିକାର ଲୋୱା ସହରରେ ବିଶ୍ବ ଖାଦ୍ୟ ପୁରସ୍କାର ସଂସ୍ଥାନ ପକ୍ଷରୁ…

ହମାସ୍‌ ଆକ୍ରମଣ ପ୍ରତି ସମର୍ଥନ ଜଣାଇ ଗିରଫ ହେଲେ ଅଭିନେତ୍ରୀ

ମୁମ୍ବାଇ: ସାମାଜିକ ଗଣମାଧ୍ୟମରେ ଇସ୍ରାଏଲ୍‌ରେ ହମାସ୍‌ର ଅକ୍ଟୋବର ୭ ଆକ୍ରମଣକୁ ସମର୍ଥନ କରୁଥିବା ସନ୍ଦେହରେ ଅଗ୍ରଣୀ ଆରବ-ଇସ୍ରାଏଲୀୟ ଅଭିନେତ୍ରୀ ମୈସା ଅବ୍‌ଦେଲ୍‌ ହାଦୀଙ୍କୁ ସୋମବାର ଦିନ ଗିରଫ କରାଯାଇଥିବା କଥା ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ଏ କଥା ପୁଲିସ ଓ…

ପ୍ରତିରକ୍ଷା ମନ୍ତ୍ରୀଙ୍କ ପରେ ଏବେ ଅର୍ଥ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀଙ୍କୁ ହଟାଇଲା ଚୀନ୍‌

ବେଜିଙ୍ଗ୍‌: ପ୍ରାୟ ୨ ମାସ ନିରବ ରହିବା ପରେ ମଙ୍ଗଳବାର ଦିନ ଚୀନ୍‌ ତା’ର ନିରୁଦ୍ଦିଷ୍ଟ ପ୍ରତିରକ୍ଷା ମନ୍ତ୍ରୀ ଜେନେରାଲ୍‌ ଲି ଶାଙ୍ଗ୍‌ଫୁଙ୍କୁ ଔପଚାରିକ ଭାବେ ବହିଷ୍କାର କରିଛି। ଲି’ଙ୍କ ପୂର୍ବରୁ ତାଙ୍କର ପୂର୍ବତନ କ୍ୟାବିନେଟ୍‌ ସହଯୋଗ ତଥା ବୈଦେଶିକ ମନ୍ତ୍ରୀ କ୍ବିନ୍‌…

ବିଜେପି ଛାଡ଼ି ପୁଣି କଂଗ୍ରେସକୁ ଫେରିବେ କୋମାତିରେଡ୍ଡୀ

ପ୍ରଥମେ କଂଗ୍ରେସ ଟିକେଟରୁ ବିଧାୟକ ହୋଇଥିଲେ। କିନ୍ତୁ ଗତବର୍ଷ ହଠାତ୍‌ ସେ କଂଗ୍ରେସ ଛାଡ଼ି ବିଜେପିରେ ମିଶି ଯାଇଥିଲେ। ଏବେ ସେ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପୁଣି କଂଗ୍ରେସକୁ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି। ଏବେ କଂଗ୍ରେସ ସପକ୍ଷରେ ଜନମତ ରହିବ…

ଚାକରାଣୀ ଆଣିଲେ ଦୁଷ୍କର୍ମ ଅଭିଯୋଗ: ସ୍କୁଲ ଅଧ୍ୟକ୍ଷ ଗିରଫ, ପୁଅ ଫେରାର୍‌

ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଛନ୍ତି ତେଲେଙ୍ଗାନାର ଜୁବଲୀ ହିଲ୍ସରେ ଥିବା ଗୋଟିଏ ପ୍ରସିଦ୍ଧ ସ୍କୁଲର ଅଧ୍ୟକ୍ଷ। ତାଙ୍କ ନାଁରେ ତାଙ୍କ ଚାକରାଣୀ ହିଁ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ପୁଲିସ୍‌ ଶେଷରେ ସ୍କୁଲ ଅଧ୍ୟକ୍ଷଙ୍କୁ ଦଶହରାରେ ଗିରଫ କରିଛି। ଗିରଫ ପରେ ୫୫ ବର୍ଷୀୟ…

‘ଶ୍ରେଷ୍ଠ ଗର୍‌ବା’ ପୁରସ୍କାର ଜିତିଲା ଝିଅ, ବାପାକୁ ପିଟିପିଟି ମାରିଦେଲେ ଆୟୋଜକ

ଗର୍‌ବା ପୁରସ୍କାର ଜିତିବାର ଖୁସି ମାତ୍ର କିଛି ମିନିଟ୍‌ ମଧ୍ୟରେ ଜଣେ ୧୧ ବର୍ଷୀୟ ଝିଅ ପାଇଁ ଦୁଃଖର ପାହାଡ଼ ଆଣି ଦେଇଛି। ପୁରସ୍କାର ଜିତିବା ପରେ ଝିଅଟିର ବାପାଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ୬ ଜଣ ଲୋକ ହତ୍ୟା କରିଛନ୍ତି।…

ଟ୍ରାକ୍ଟର ଚକା ତଳେ ଯୁବକଙ୍କୁ ୮ଥର ଦଳି ହତ୍ୟା

ମଣିଷରୁ ପାଲଟି ଗଲେ ପଶୁ। ଅତି ନିର୍ମମ ଭାବେ ଯୁବକଙ୍କୁ କଲେ ହତ୍ୟା। ଜଣେ ଯୁବକଙ୍କୁ ଟ୍ରାକ୍ଟର ଚକା ତଳେ ବାରମ୍ବାର ଦଳି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ରାଜସ୍ଥାନ ଭରତପୁରର ବାଇନା ଅଞ୍ଚଳରୁ ଏକ ହୃଦୟ ବିଦାରକ ମାମଲା ସାମ୍ନାକୁ…