ଅଘୋଷିତ ବିଦ୍ୟୁତ କାଟ୍, ଅଫିସ୍ ଭିତରେ ଛାଡ଼ିଦେଲେ କୁମ୍ଭୀର
ବିଦ୍ୟୁତ ଅଫିସ ଭିତରେ ବୁଲିଲା କୁମ୍ଭୀର। ଭୟରେ ଥରହର ହେଲେ କର୍ମଚାରୀ। ଜୀବନ ବିକଳରେ ଏଣେତେଣେ ଦୌଡିଲେ। ଅଘୋଷିତ ବିଦ୍ୟୁତ୍ କାଟ୍କୁ ବିରୋଧ କରି ଜଣେ ଚାଷୀ ବିଦ୍ୟୁତ ବିଭାଗର ଅଫିସରେ କୁମ୍ଭୀର ଛାଡି ଦେଇଛନ୍ତି। ଏଭଳି କିଛି ଅଭିନବ ପ୍ରତିବାଦ…
