ଷୋଳପୂଜା କରିବାକୁ ଘରୁ ବାହାରିଥିଲେ ପୁରୋହିତ, ସକାଳୁ ଦୁର୍ଘଟଣାଗ୍ରସ୍ତ କାର୍ରୁ ମିଳିଲା ମୃତଦେହ
ପୁରୀ : ପୁରୀ ଜିଲ୍ଲା କଣାସ ଥାନା ଅନ୍ତର୍ଗତ ବେଣାଗାଁ ଛକ ନିକଟ କଟକଣା ରାସ୍ତାକଡ଼ ନୟନଯୋରୀରେ ଏକ କାର ପଡ଼ିଯିବାରୁ ଜଣେ ପୁରୋହିତଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାଁ ପୁରୁଷୋତ୍ତମ ତ୍ରିପାଠୀ (୩୮)। ତାଙ୍କ ଘର ରାମଚନ୍ଦ୍ରପୁରର ପାଟଳି ଗାଁରେ।…
