ରୋଗୀ ମୃତ୍ୟୁ ପରେ କଟକ SCBରେ ଉତ୍ତେଜନା

କଟକ: କଟକ SCBରେ ଉତ୍ତେଜନା। ରୋଗୀ ମୃତ୍ୟୁ ପରେ ମେଡିକାଲ ପରିସରରେ ଉତ୍ତେଜନା ଦେଖାଦେଇଛି। ଅଭିଯୋଗ ଅନୁୟାୟୀ ପୁରୀ ଚନ୍ଦନପୁର ଅଞ୍ଚଳର ଜଣେ ଯୁବତୀ ଙ୍କ ଦେହ ଖରାପ ହେବାରୁ ପରିବାରଲୋକେ ତାଙ୍କୁ କଟକ ବଡ଼ ମେଡିକାଲକୁ ଆଣିଥିଲେ। ହେଲେ ଡାକ୍ତର…

ସଂସଦ ସୁରକ୍ଷାରେ ତ୍ରୁଟି: ବିଜେପି ସାଂସଦ କହିଲେ- ମୁଁ ଦେଶପ୍ରେମୀ ନା’ ଦେଶଦ୍ରୋହୀ ତାହା ଲୋକେ କହିବେ

ସଂସଦ ସୁରକ୍ଷାରେ ତ୍ରୁଟି ମାମଲାରେ ବିଜେପି ସାଂସଦ ପ୍ରତାପ ସିମ୍‌ହା ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ୨୦୨୪ ଲୋକସଭା ନିର୍ବାଚନ ସମୟରେ ସେ ଦେଶପ୍ରେମୀ ନା ଦେଶଦ୍ରୋହୀ ତାହା ଲୋକମାନେ ଶେଷରେ ସ୍ଥିର କରିବେ। ଏହି ଘଟଣା ଓ…

କନ୍ଧମାଳ ଆଇଇଡି ବିସ୍ଫୋରଣ: ୨ ଏସଓଜି ଯବାନ ଗୁରୁତର

କନ୍ଧମାଳ: କନ୍ଧମାଳ ଜିଲ୍ଲାରେ ମାଓବାଦୀଙ୍କ ଦ୍ୱାରା ଲଗାଯାଇଥିବା ଆଇଇଡି ବିସ୍ଫୋରଣରେ ସ୍ପେଶାଲ ଅପରେସନ୍ ଗ୍ରୁପ୍ (ଏସ୍ଓଜି)ର ଦୁଇ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି। ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ ସିର୍ଲା ଜଙ୍ଗଲରେ ଏହି ଘଟଣା ଘଟିଛି। ଆଜି ସକାଳେ ନକ୍ସଲ ବିରୋଧୀ…

ବାକିରେ ବୁଡ଼ିଛନ୍ତି ସରକାର, ନିର୍ବାଚନ ପ୍ରତିଶ୍ରୁତି ପୂରଣ ପାଇଁ ଋଣ ମାଗିଲେ ମୁଖ୍ୟମନ୍ତ୍ରୀ

ଦାୟିତ୍ୱ ଗ୍ରହଣ କରିବାର ମାତ୍ର ଦୁଇ ସପ୍ତାହ ପରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ରୁ ୨,୦୦୦ କୋଟି ଟଙ୍କାର ଋଣ ପାଇଁ ଅନୁରୋଧ କରିଛନ୍ତି। ପାଖାପାଖି ୪ ଲକ୍ଷ କୋଟି ଟଙ୍କାର ଋଣ ବୋଝରେ ବୁଡ଼ି…

IAS ବାବା ନାମକ ଆପରେ ପୁରୀ ନାମ ଅପଭ୍ରଂଶ ଅଭିଯୋଗ ଆଣିଲେ ସେବାୟତ

ଚାଲିଛି ଶ୍ରୀମନ୍ଦିର ନାଁରେ ଅପପ୍ରଚାର । ଆପରେ ଭୁଲ ତଥ୍ୟ ଦେଖାଇ କରୁଛନ୍ତି ସନାତନ ଧର୍ମ ଉପରେ କୁଠାରଘାତ । ତେବେ ଏହିଭଳି ଅଧର୍ମ ଆଉ କେଉଁଠି ନୁହେ ପୁରୀରେ ହିଁ ହେଉଛି । ଏଭଳି ଅଭିଯୋଗ ଆଣିଛନ୍ତି ପୁରୀର ଜଣେ…

ନିଲମ୍ବନ ପରେ ରାଗିଲେ ସଞ୍ଜୟ ସଂହ, କହିଲେ- କୋର୍ଟ ଯିବି

ପଦ ରଦ୍ଦ ହେବା ପରେ ରାଗିଗଲେ କୁସ୍ତି ମହାସଂଘର ନବନିର୍ବାଚିତ ହୋଇଥିବା ଅଧ୍ୟକ୍ଷ ସଞ୍ଜୟ ସିଂହ। ସେ ରାଗିକି ନିଆଁ ବାଣ ହୋଇଯାଇଛନ୍ତି। ନିଲମ୍ବନକୁ ବିରୋଧ କରିବା ସହ ସେ ଏହା ବିରୋଧରେ କୋର୍ଟ ଯିବେ ବୋଲି କହିଛନ୍ତି। ନବ ନିର୍ବାଚିତ…

ଗୋମାଂସକୁ ନେଇ କାମିୟାଙ୍କ ସ୍ପଷ୍ଟୀକରଣ ପରେ ରାଜ୍ୟ ସରକାରକୁ ଘେରିଲେ ସୂର୍ଯବଂଶୀ ସୂରଜ

ଭୁବନେଶ୍ୱର: ପୁରୀ ଜଗନ୍ନାଥ ମନ୍ଦିରକୁ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର କାମିୟା ଜାନୀଙ୍କ ପ୍ରବେଶକୁ ନେଇ ସୃଷ୍ଟି ହୋଇଥିବା ବିବାଦକୁ ନେଇ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ବିଜେପି ବିଧାୟକ ସୁରଜ ସୂର୍ଯ୍ୟବଂଶୀ । ବିଜେଡି ନେତୃତ୍ବାଧୀନ…

‘ହିନ୍ଦୀ ଭାଷା କହୁଥିବା ଲୋକେ ତାମିଲନାଡୁରେ ଟାଏଲେଟ୍‌ ସଫା କରୁଛନ୍ତି’

ଉତ୍ତର ବନାମ ଦକ୍ଷିଣ। ହିନ୍ଦୀ ଭାଷା କହୁଥିବା ଲୋକଙ୍କୁ ଦକ୍ଷିଣ ଭାରତରେ କରାଯାଉଛି ଅପମାନ। ବିଶେଷ କରି ସେଠାକାର ସାଧାରଣ ଲୋକେ ଏଭଳି ଅପମାନ କରିଥାନ୍ତି। କିନ୍ତୁ ଏବେ ଏଥିରେ ନେତା ମନ୍ତ୍ରୀମାନେ ମଧ୍ୟ ସାମିଲ ହୋଇଥିବା ଦେଖିବାକୁ ମିଳିଛି। ତାମିଲନାଡୁରୁ…

ଓଡ଼ିଶାରେ ଆଉ ଜଣେ କୋଭିଡ୍ ପଜିଟିଭ୍ ଚିହ୍ନଟ, ସଂକ୍ରମିତଙ୍କ ସଂଖ୍ୟା ୨ରେ ପହଞ୍ଚିଲା

ଭୁବନେଶ୍ୱର : ଓଡ଼ିଶାରେ ଆଉ ଜଣେ କୋଭିଡ୍ ପଜିଟିଭ୍ ଚିହ୍ନଟ । ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ରେ ପହଞ୍ଚିଛି । କୋଭିଡର ନୂଆ ଭାରିଆଣ୍ଟ JN.1ରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।…

ନ୍ୟୁଜ୍‌ କ୍ଲିକ୍‌ ମାମଲା: ଗୌତମ ନବଲଖାଙ୍କୁ ମୁମ୍ବାଇରେ ଜେରା କରିବ ପୁଲିସ

ବହୁ ଚର୍ଚ୍ଚିତ ନ୍ୟୁଜ୍‌କ୍ଲିକ୍‌ ମାମଲାରେ ବଢ଼ିଲା ସାମାଜିକ କର୍ମୀ ଗୌତମ ନବଲଖାଙ୍କ ଅଡୁଆ। ଏବେ ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍‌ ତାଙ୍କୁ ମୁମ୍ବାଇ ଯାଇ ପଚରାଉଚରା କରିବ। ସୂଚନା ମୁତାବକ, ଗୌତମ ନବଲଖାଙ୍କୁ ମୁମ୍ବାଇ ସ୍ଥିତ ତାଙ୍କ ଘରେ ପୁଲିସ ଜେରା…