ଜେଲ୍ ଗଲା ବୁଖାରୀ, ରବିବାର ଓଡ଼ିଶା ଆସିବ କଶ୍ମୀର ପୁଲିସ୍!
ଭୁବନେଶ୍ବର : ସରିଲା ରିମାଣ୍ଡ ଅବଧି। ଜେଲକୁ ଗଲା ସୟିଦ ଈଶାନ୍ ବୁଖାରୀ। ୫ ଦିନିଆ ରିମାଣ୍ଡ ଅବଧି ପରେ ସନ୍ଦିଗ୍ଧ କାଶ୍ମୀରୀ ଆତଙ୍କୀ ସୟିଦ ଈଶାନ୍ ବୁଖାରୀକୁ ଜେଲ୍ ପଠାଇଛନ୍ତି ଚଣ୍ଡିଖୋଲ କୋର୍ଟ। ବୁଖାରୀକୁ ୫ ଦିନିଆ ରିମାଣ୍ଡରେ ନେଇ…
ଭୁବନେଶ୍ବର : ସରିଲା ରିମାଣ୍ଡ ଅବଧି। ଜେଲକୁ ଗଲା ସୟିଦ ଈଶାନ୍ ବୁଖାରୀ। ୫ ଦିନିଆ ରିମାଣ୍ଡ ଅବଧି ପରେ ସନ୍ଦିଗ୍ଧ କାଶ୍ମୀରୀ ଆତଙ୍କୀ ସୟିଦ ଈଶାନ୍ ବୁଖାରୀକୁ ଜେଲ୍ ପଠାଇଛନ୍ତି ଚଣ୍ଡିଖୋଲ କୋର୍ଟ। ବୁଖାରୀକୁ ୫ ଦିନିଆ ରିମାଣ୍ଡରେ ନେଇ…
ଭୁବନେଶ୍ବର : ଆଇଆଇଟିରେ କାର୍ଯ୍ୟକାରୀ ହୋଇପାରେ ସ୍ପୋର୍ଟସ କୋଟା। ଜେଇଇ ମାଧ୍ୟମରେ ଆଇଆଇଟି ଯାଏଁ ଯାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ସ୍ପୋର୍ଟସ କୋଟା ରହିବା ସମ୍ଭାବନା ରହିଛି। ସ୍ପୋର୍ଟସ କୋଟା ନେଇ ଆଇଆଇଟି କାଉନସିଲ ନୀତିଗତ ନିଷ୍ପତ୍ତି ନେଇଛନ୍ତି ବୋଲି ସୂଚନା ଦେଇଛନ୍ତି…
ଭୁବନେଶ୍ବର : ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ୟୁଟ୍ୟୁବ ଇନଫ୍ଲୁଏନ୍ସର କାମିୟା ଜାନିଙ୍କ ପ୍ରବେଶ ଓ ମହାପ୍ରସାଦ ଖାଇବାକୁ ନେଇ ଦୁଇ ବିରୋଧୀ ଦଳ ସିଧାସଳଖ ବିଜେଡି ନେତା ଭିକେ ପାଣ୍ଡିଆନଙ୍କୁ ଟାର୍ଗେଟ୍ କରିଛନ୍ତି । ପୁରୀ ଶ୍ରୀମନ୍ଦିର ଭିତରକୁ କାମିୟା ଜାନିଙ୍କୁ…
ଖୋର୍ଦ୍ଧା: ଆଜି ଅପରାହ୍ଣରେ ଖୋର୍ଦ୍ଧା ସହର ଉପକଣ୍ଠ ଛତିପୁର ଗାଁରେ ହାତୀପଲ ପୁଣି ଗଡ଼ାଇଛନ୍ତି ମୁଣ୍ଡ। ଗ୍ରାମର ନବକିଶୋର ପଶ୍ଚିମକବାଟଙ୍କ ପୁଅ ବିଧାନ ପଶ୍ଚିମକବାଟ(୨୨)ଙ୍କୁ ହାତୀପଲ ଦଳି ଚକଟି ମାରି ଦେଇଛନ୍ତି। ୨୦ଦିନ ତଳେ ହାତୀପଲ ଦୁଇଟି ମୁଣ୍ଡ ନେଇଥିବା ବେଳେ…
ଭୁବନେଶ୍ଵର: ଭଲ ପାଠ ପଢ, ତୁମ ବାପା-ମାଙ୍କ ସ୍ବପ୍ନକୁ ସାକାର କର। ତୁମ ପ୍ରତିଭାର ସୁରଭି ସମସ୍ତେ ଅନୁଭବ କରନ୍ତୁ। ଆଜି ‘ଲୋକସେବା ଭବନ’ର ସଭାଗୃହ ଠାରେ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଅଧିନରେ ଥିବା ବିଦ୍ୟାଳୟର ପିଲାମାନଙ୍କ ପାଇଁ…
କେନ୍ଦୁଝର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୧୫ ତାରିଖରୁ ବିକଶିତ ଭାରତର ଯେଉଁ ଅଭିଯାନ ଆରମ୍ଭ କରିଛନ୍ତି ତାହା ହେଉଛି ବିକାଶର ଏକ କ୍ରାନ୍ତି । ବିପୁଳ ଜନଭାଗିଦାରୀ ସହ ଏହି ଯାତ୍ରା ଦେଶବ୍ୟାପୀ ଆଗେଇ ଚାଲିଛି। ଏହା ଦେଶକୁ ବିକାଶ…
ଭୁବନେଶ୍ବର : ଦୁଇ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଆଜି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ସହକାରୀ କୃଷି ବୈଷୟିକ ପ୍ରବନ୍ଧକ ରାଜେଶ କୁମାର ସେନାପତି। ଜଣେ ସପ୍ଲାୟରଙ୍କ ଠାରୁ ସେ ଏହି ଅର୍ଥ ନେଉଥିଲେ।…
ଭୁବନେଶ୍ବର : ପ୍ରଦେଶ କଂଗ୍ରେସ କମିଟି ପ୍ରଭାରୀ ପଦରୁ ଡଃ ଏ ଚେଲାକୁମାରଙ୍କୁ ହଟାଇ ଦିଆଯାଇଛି। ତାଙ୍କ ସ୍ଥାନରେ ଝାଡ଼ଖଣ୍ଡର ଡଃ ଅଜୟ କୁମାରଙ୍କୁ ନିଯୁକ୍ତି ମିଳିଛି। ତେବେ ରାଜ୍ୟ ବିଜେଡି ପ୍ରତି ନରମ ଆଭିମୁଖ୍ୟ ରହିଥିବା କାରଣରୁ ଚେଲାକୁମାରଙ୍କୁ ଅଚାନକ…
ଭୁବନେଶ୍ବର :ଦେଶରେ କିଛି ଦିନ ହେବ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟାରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ପରେ ତତ୍ପରତା ପ୍ରକାଶ କରିଛି ସ୍ୱାସ୍ଥ୍ୟ ବିଭାଗ। କରୋନା ପାଇଁ…
ଭୁବନେଶ୍ବର : କମିବ ଶୀତ, ଘେରିବ କୁହୁଡ଼ି। ଆଗାମୀ ୨୪ ଘଣ୍ଟା ଭିତରେ ରାଜ୍ୟର ବହୁ ସ୍ଥାନରେ ରାତି ତାପମାତ୍ରା ୨ରୁ ୩ଡିଗ୍ରୀ ବଢ଼ିବ ଓ ତା’ପରେ ଶୀତରେ ସେଭଳି ବିଶେଷ ପରିବର୍ତ୍ତନ ଆସିବ ନାହିଁ। ଏଥିସହ ଆଗାମୀ ୭ ଦିନ…