ବିଶ୍ୱ ପ୍ରାଣୀ ଦିବସ ଅବସରରେ ରାହୁଲ ଗାନ୍ଧି ମା’ ସୋନିଆଙ୍କୁ ଦେଲେ ଏକ କୁକୁର ଛୁଆ ଉପହାର
ବିଶ୍ୱ ପ୍ରାଣୀ ଦିବସ ଅବସରରେ ଗାନ୍ଧି ପରିବାରକୁ ଆସିଛି ଏକ ନୂଆ କୁନି ଅତିଥି। କଂଗ୍ରେସ ନେତା ରାହୁଲ ଗାନ୍ଧି ମା’ ସୋନିଆ ଗାନ୍ଧିଙ୍କୁ ଜ୍ୟାକ୍ ରସେଲ୍ ଟେରିୟର୍ ବ୍ରିଡ୍ର ଏକ କୁକୁର ଛୁଆ ଉପହାର ଦେଇଛନ୍ତି। ଏହି ଉପହାର ପାଇ…
