ସେରମ୍ ଇନଷ୍ଟିଚ୍ୟୁଟ୍ ପ୍ରସ୍ତୁତ ମ୍ୟାଲେରିଆ ଟିକାକୁ ମିଳିଲା ବ୍ୟବହାର ଅନୁମତି
ଅକ୍ସଫୋର୍ଡ ୟୁନିଭରସିଟି ଏବଂ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ମିଳିତ ଭାବେ ବିକଶିତ କରିଥିବା ମ୍ୟାଲେରିଆ ଟିକାକୁ ମିଳିଛି ବ୍ୟାବହାରିକ ଅନୁମତି। ମ୍ୟାଲେରିଆ ଟିକା R21/Matrix-Mକୁ ବ୍ୟବହାର ପାଇଁ ବିଶ୍ୱ ସ୍ଥାସ୍ଥ୍ୟ ସଂଗଠନ(WHO)ର ଅନୁମତି ମିଳିଛି। ଟିକାର ଆବଶ୍ୟକୀୟ ନିରାପତ୍ତା, ଗୁଣବତ୍ତା…
