2023

ମହିଳା ଏସଏଚଜିଙ୍କ ସଂକ୍ରାନ୍ତରେ ବିଧାୟକମାନେ ପଚାରିଥିବା ପ୍ରଶ୍ନର ଉତ୍ତରରେ ତାଳମେଳ ନାହିଁ

ଭୁବନେଶ୍ବର : ମହିଳା ଏସଏଚଜିଙ୍କ ସଂକ୍ରାନ୍ତରେ ଆଜି ଗୋଟିଏ ଦିନରେ ବିଧାନସଭାରେ ବିଧାୟକମାନେ ଯେତିକି ଲିଖିତ ପ୍ରଶ୍ନ ପଚାରିଛନ୍ତି, ସେଥିରୁ ଅଧିକାଂଶର ପ୍ରଶ୍ନ ଓ ଉତ୍ତର ମଧ୍ୟରେ ତାଳମେଳ ନାହିଁ । ଏପରିକି ମିଶନଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମଙ୍କ ଉତ୍ତର କେବଳ…

ଖୁବ୍ ଶିଘ୍ର ଓଡ଼ିଶା ହେବ ନିଶାଡ଼ିଙ୍କ ଚରାଭୂଇଁ

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ଅବକାରୀ ରାଜସ୍ୱ ସଂଗ୍ରହ କରିବାର ନିଶା ଏବେ ଓଡ଼ିଶାକୁ ଖୁବକମ୍ ଦିନରେ ନିଶାଡ଼ିଙ୍କ ଚରାଭୂଇଁ କରାଇବ । ପ୍ରତିବର୍ଷ ସ୍ୱତନ୍ତ୍ର ଅବକାରୀ ନୀତି ଆଣି ମଦ କାରବାରକୁ ପ୍ରୋତ୍ସାହିତ କରୁଥିବା ରାଜ୍ୟ ସରକାରଙ୍କ ବେପରୁୱା ନୀତି…

ବ୍ରିଜ୍‌ରେ ବାଇକ୍‌ ରଖି ଦେବୀ ନଦୀକୁ ଡେଇଁ ପଡ଼ିଲେ ଯୁବକ

ଜଗତସିଂହପୁର : ଘରକୁ ଫେରୁଥିଲେ। ହେଲେ ଘରକୁ ଯିବା ପରିବର୍ତ୍ତେ ବ୍ରିଜ୍‌ ଉପରେ ବାଇକ୍‌ ରଖି ଦେବୀ ନଦୀକୁ ଡେଇଁ ପଡ଼ିଲେ ଯୁବକ। ଆଜି ଏପରି ହୃଦୟବିଦାରକ ଘଟଣା ଜଗତସିଂହପୁର ଜିଲ୍ଲା ଦେଇ ପ୍ରବାହିତ ହୋଇଥିବା ଦେବୀ ନଦୀରେ ଘଟିଛି। ତେବେ…

ହାତ ଓ ଗୁପ୍ତାଙ୍ଗ କାଟିଲେ ବିଚାରାଧୀନ ବନ୍ଦୀ

ଭଦ୍ରକ : ପତ୍ନୀ ନିର୍ଯାତନା ଅଭିଯୋଗରେ ଜେଲ୍‌ ଯାଇଥିଲେ। ହେଲେ ଆଜି ସେ ଜେଲ୍‌ ଭିତରେ ନିଜ ହାତ, ଗୋଡ଼ ଓ ଗୁପ୍ତାଙ୍ଗ କାଟି ଦେଇଛନ୍ତି। ଏପରି ଘଟଣା ଭଦ୍ରକ ଜିଲ୍ଲା କାରାଗାରରେ ଘଟିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଭଦ୍ରକ ପରେ…

ସୁନ୍ଦରଗଡ଼ରେ ସ୍କ୍ରବ୍ ଟାଇଫସର ସ୍ଥିତି ଅନୁଧ୍ୟାନ ପାଇଁ ପହଞ୍ଚିଲେ ୬ ଜଣିଆ କେନ୍ଦ୍ରୀୟ ଟିମ୍

ସୁନ୍ଦରଗଡ଼:, ସୁନ୍ଦରଗଡ଼ରେ ସ୍କ୍ରବ୍ ଟାଇଫସର ସ୍ଥିତି ଅନୁଧ୍ୟାନ ପାଇଁ ୬ ଜଣିଆ କେନ୍ଦ୍ରୀୟ ଟିମ୍ ପହଞ୍ଚିଛନ୍ତି।। ତାଙ୍କ ସହ ରାଜ୍ଯର ୨ ଜଣ ସଦସ୍ଯ ରହିଛନ୍ତି। ଟିମ୍ ପ୍ରଥମେ ଜିଲ୍ଲା ମୁଖ୍ଯ ଚିକିତ୍ସାଧିକାରୀଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ସମୀକ୍ଷା ବୈଠକରେ ଯୋଗ…

ଗୃହ ଅଚଳକୁ ନେଇ ବିଜେପି-ବିଜେଡି ଦୋଷ ଲଦାଲଦି

ଭୁବନେଶ୍ୱର: ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ ପାଇଁ ବାଚସ୍ପତି ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି | ମିଳିଥିବା ସୂଚନା ମୁତାବକ ବିଧାନସଭା ଆରମ୍ଭରୁ ବିରୋଧୀ ପ୍ରବଳ ହଟ୍ଟଗୋଳ କରିଥିଲେ | ୨ ବିଧାୟକଙ୍କ ନିଲମ୍ବନକୁ ବିରୋଧ କରି ପ୍ରଶ୍ନକାଳ…

ସକ୍ରିୟ ହେଲା ଲଘୁଚାପ, ଆଜିଠୁ ୫ଦିନ ଯାଏ ବର୍ଷାରେ ଭିଜିବ ଓଡ଼ିଶା

ଭୁବନେଶ୍ବର: ସକ୍ରିୟ ହେଲା ଲଘୁଚାପ। ଆଜିଠୁ ୫ଦିନ ଯାଏ ବର୍ଷାରେ ଭିଜିବ ଓଡ଼ିଶା। ଗତକାଲିର ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର-ପୂର୍ବ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ‌କ୍ଷେତ୍ର ଆଜି ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଘନୀଭୂତ ହୋଇ ଏକ ସୁଦୃଶ ଲଘୁଚାପରେ…

ବ୍ରହ୍ମପୁରରେ କସ୍‌ମେଟିକ୍‌ ଦେକାନରେ ଚଢ଼ଉ; ୧୦ ଲକ୍ଷରୁ ଊର୍ଦ୍ଧ୍ବ ସାମଗ୍ରୀ ଜବତ

ବ୍ରହ୍ମପୁର: ବଜାରରେ ନକଲି ଜିନିଷର ପ୍ରାଦୂର୍ଭାବ ବଢ଼ିବାରେ ଲାଗିଛି। ଅସଲି ଜିନିଷ କିଣିବାକୁ ଚାହୁଁଥିବା ଲୋକଙ୍କ ମନରେ ଅନେକ ସନ୍ଦେହ ଆସୁଛି। ଭଲ ବ୍ରାଣ୍ଡର ଜିନିଷ ଭିତରେ ନକଲି ଜିନିଷ ରହୁଥିବା ଦୃଷ୍ଟିଗୋଚର ହେଉଛି। ଗୁଟଖା, ସିମେଣ୍ଟ, ଆଚାର, ପାମ୍ପଡ଼, ଘିଅ,…

ସଂସ୍କୃତି ବିଭାଗର ସ୍ମୃତି ସମ୍ମାନଗୁଡ଼ିକୁ ନେଇ ବିବାଦ

ଭୁବନେଶ୍ବର: ବିଭିନ୍ନ ସମୟରେ ସଂସ୍କୃତି ବିଭାଗର ବହୁ ପୁରସ୍କାର ବିବାଦରେ ଛନ୍ଦି ହୋଇପଡ଼ୁଛି। କେତେବେଳେ ସାହିତ୍ୟ ଏକ‌ାଡେମିର ପୁରସ୍କାର ତ କେ‌ତେବେଳେ ଚଳଚ୍ଚିତ୍ର ପୁରସ୍କାର। ପୁଣି ଲୁଚେଇ ଛପେଇ ଶେଷ ମୂହୁର୍ତ୍ତରେ ପୁରସ୍କାର ଘୋଷଣା କରି ପୂଜ୍ୟପୂଜାରେ ଏକ ବିଡ଼ମ୍ବନା ସୃଷ୍ଟି…

କଂଗ୍ରେସ ଗରିବ ଲୋକଙ୍କୁ ଘୃଣା କରେ: ପ୍ରଧାନମନ୍ତ୍ରୀ ମୋଦୀ

ବିଲାସପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୫ ଦିନ ଭିତରେ ଦ୍ୱିତୀୟ ଥର ପାଇଁ ଆଜି ପୁଣି ଛତିଶଗଡ଼ ଗସ୍ତରେ ଅଛନ୍ତି। ଆଜି ବିଲାସପୁରର ସିପାଟ ରୋଡରେ ଥିବା ସାଇନ୍ସ କଲେଜ ପଡ଼ିଆରେ ପ୍ରଧାନମନ୍ତ୍ରୀ ମୋଦୀ ଏକ ନିର୍ବାଚନ ରାଲି (ପରିବର୍ତ୍ତନ ଯାତ୍ରା)ରେ…