2023

ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତିି ଶାନ୍ତିପୂର୍ଣ୍ଣ ରହିଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ବିଧାନସଭାରେ ଗୃହ ବିଭାଗ ଏବଂ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଖର୍ଚ୍ଚ ଦାବି ଆଲୋଚନାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିବୃତି ରଖିଛନ୍ତି। ସେ କହିଛନ୍ତି ଯେ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଓ ଓଡ଼ିଶାବାସୀଙ୍କ ସହଯୋଗ ଯୋଗୁଁ…

ଏସିଆନ ଗେମ୍ସ: ଭାରତ ପାଇଲା ଦୁଇ ସ୍ୱର୍ଣ୍ଣ, ପଦକ ସଂଖ୍ୟା ୩୦ ଛୁଇଁଲା

ନୂଆଦିଲ୍ଲୀ : ଏସୀୟ କ୍ରୀଡ଼ାରେ ଭାରତ ଆଜି ହାସଲ କରିଛି ଦୁଇଟି ସ୍ୱର୍ଣ୍ଣ ପଦକ । ୫୦ ମିଟର ଏୟାର ରାଇଫଲ ଟିମ୍ ଇଭେଣ୍ଟ ଓ ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଭାରତ ହାସଲ କରିଛି ଏହି ପଦକ…

୩୦ ଘଣ୍ଟା ପରେ ମିଳିଲା ଚନ୍ଦନଙ୍କ ମୃତଦେହ; କୁନି ଝିଅର ମିଳୁନି ପତ୍ତା

ଭଦ୍ରକ : ପ୍ରାୟ ୩୦ ଘଣ୍ଟା ପରେ ମିଳିଲା ଭଦ୍ରକ ଜିଲ୍ଲା ଵାଲିପୋଖରୀ ପଞ୍ଚାୟତ ପରମାନନ୍ଦପୁର ଗାଁର ନିଖୋଜ ଚନ୍ଦନ ସାହୁଙ୍କ ମୃତଦେହ। ଯାଜପୁର ଜିଲ୍ଲା ତ୍ରିଲୋଚନପୁର ବୁଢ଼ାନଦୀରୁ ଅଗ୍ନିଶମ ବାହିନୀ ମୃତଦେହ ଉଦ୍ଧାର କରିଛନ୍ତି। ଚନ୍ଦନଙ୍କ ବଡ଼ ଭିଣୋଇ ଏହି…

ଲୋକାର୍ପଣ ପୂର୍ବରୁ ଭାଙ୍ଗିଦେଲେ ବିଜୁ ସେତୁ ଫଳକ, ଅଧା ବାଟରୁ ଫେରିଗଲେ ମନ୍ତ୍ରୀ

କେନ୍ଦ୍ରାପଡ଼ା : ଲୋକାର୍ପଣ ପୂର୍ବରୁ ବିଜୁ ସେତୁ ଫଳକ ଭାଙ୍ଗିଦେଲେ। ଯେଉଁଥିପାଇଁ ଥାଟବାଟ ନେଇ ଯାଇଥିବା ମନ୍ତ୍ରୀ ଅଧା ବାଟରୁ ଫେରିଲେ। ଏପରି ଘଟଣା କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ନିର୍ବାଚନମଣ୍ଡଳୀରେ ଦେଖିବାକୁ ମିଳିଛି। ଏଥିପାଇଁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅତନୁ…

ମୁଖ୍ୟମନ୍ତ୍ରୀଙ୍କ ବିବୃତି ଉପରେ କଡ଼ା ପ୍ରତିକ୍ରିୟା ରଖିଲେ ବିରୋଧୀ ଦଳ ନେତା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ବିବୃତି ଉପରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର। ସେ କହିଛନ୍ତି, ନବୀନ ପଟ୍ଟନାୟକ ହେଉଛନ୍ତି ସବୁଠାରୁ ବଡ଼ ଜନ ବିରୋଧୀ। ମୁଖ୍ୟମନ୍ତ୍ରୀ ଧମକାଇବା ଲାଗି ଚେଷ୍ଟା କରୁଛନ୍ତି। ତାଙ୍କ ଦୟାରେ ଆମେ…

ଚୌଧୁରୀ ବଜାରରେ ଭୟାବହ ଅଗ୍ନିକାଣ୍ଡ: ତିନି ମହଲା କୋଠାରେ ଲାଗିଗଲା ନିଆଁ, କାରଣ ଅସ୍ପଷ୍ଟ

କଟକ: କଟକ ଚୌଧୁରୀ ବଜାରରେ ଭୟାବହ ଅଗ୍ନିକାଣ୍ଡ। ପଢିଆରି ପାଠାଗାର ସାମ୍ନାରେ ଥିବା ତିନି ମହଲା କୋଠାରେ ନିଆଁ ଲାଗିଗଲା | ହୁତୁହୁତୁ ହୋଇ ଜଳିଗଲା ଲୁଗା ଦୋକାନ। ପାଖରେ ଥିବା ଅନ୍ୟ ଦୋକାନକୁ ନିଆଁ ବ୍ୟାପି ନଥିବା ଜଣାଯାଇଛି। ତେବେ…

ସ୍କ୍ରଵ ଟାଇଫସରେ ବଲାଙ୍ଗୀରର ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ

ବଲାଙ୍ଗୀର: ସ୍କ୍ରଵ ଟାଇଫସରେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ମୃତକ ହେଲେ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ବ୍ଲକ ଭାଲେଗାଁ ପଞ୍ଚାୟତ ଅନ୍ତର୍ଗତ ଵାଗଡୋର ଗ୍ରାମର ହିମାଂଶୁ ସାହୁ। (୩୬)। ହିମାଂଶୁ ଟାଇଫସ କୀଟ ଆକ୍ରମଣରେ ଗୁରୁତର ହୋଇ ପ୍ରଥମେ ଟିଟିଲାଗଡ଼…

ଭୁଲ ଇଞ୍ଜେକସନ ନେଲା ନାବାଳିକାଙ୍କ ଜୀବନ, ମୃତଦେହ ବାହାରେ ପକାଇ ଚାଲିଗଲେ କର୍ମଚାରୀ

ମୈନପୁର : ଅବହେଳା ଓ ଅମାନବିକତାର ନିଚ୍ଛକ ଘଟଣା ଉତ୍ତର ପ୍ରଦେଶର ମୈନପୁରରେ ଘଟିଛି। ଏଠାରେ ଗୋଟିଏ ଘରୋଇ ହସ୍ପିଟାଲରେ ଘଟିଛି ଅଭାବନୀୟ ଘଟଣା। ହସ୍ପିଟାଲର ଜଣେ ଡାକ୍ତରଙ୍କ ଭୁଲ ଇଞ୍ଜେକସନ ଯୋଗୁ ଚାଲି ଯାଇଛି ୧୭ ବର୍ଷୀୟ ଝିଅଙ୍କ ଜୀବନ।…

ଆମ ଖେଳାଳିଙ୍କୁ ଗୋମାଂସ କାହିଁକି ଦଉନ? ପିସିବିର ପ୍ରଶ୍ନକୁ ନେଇ ବିବାଦ

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ୍ ୨୦୨୩ ଖେଳିବାକୁ ବାବର ଆଜମଙ୍କ ନେତୃତ୍ବରେ ପାକିସ୍ତାନ ଦଳ ଭାରତ ଆସିଛି। ଏଠାରେ ଦଳକୁ ଭବ୍ୟ ସ୍ୱାଗତ କରାଯାଇଥିଲା, କିନ୍ତୁ ଖେଳାଳିଙ୍କ ମେନ୍ୟୁରେ ଗୋମାଂସ ନଥିବାକୁ ନେଇ ପ୍ରଶ୍ନ ଉଠାଇଛି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)। କିନ୍ତୁ…

ଜାତୀୟ ରାଜପଥ ଉପରେ ବୁଲିଲା ଗୋଠଛଡ଼ା ଦନ୍ତା, ଲୋକେ ଭୟଭୀତ

ବୀରମିତ୍ରପୁର: ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ପୌରପାଳିକାର ଜାଗୃତିକଲୋନିରେ ଦନ୍ତା। ହାତୀକୁ ଦେଖି ସ୍ଥାନୀୟ ଲୋକମାନେ ଭୟଭୀତ ହୋଇଯାଇଥିଲେ। ମିଳିଥିବା ସୂଚନା ଅନୁଯାଇ ଶୁକ୍ରବାର ଭୋର ପ୍ରାୟ ତିନିଟା ସମୟରେ ବୀରମିତ୍ରପୁର ଜାଗୃତିକଲୋନିରେ ଏକ ଗୋଠଛଡା ଜଙ୍ଗଲୀ ଦନ୍ତା ପଶିଯାଇଥିଲା। କଲୋନିବାସୀ ଭୟଭୀତ…