ରାଜ୍ୟରେ ଆଉ ୨୫ଟି ଜିଲ୍ଲା ଗଠନ ପାଇଁ ସରକାର ପାଇଛନ୍ତି ଦାବିପତ୍ର
ଭୁବନେଶ୍ବର : ରାଜ୍ୟରେ ଆଉ ୨୫ଟି ନୂଆ ଜିଲ୍ଲା ଗଠନ କରିବା ପାଇଁ ସରକାରଙ୍କ ପାଖକୁ ଆସିଛି ଦାବିପତ୍ର। ଆଜି ବିଧାନସଭାରେ ବିଜେପି ବିଧାୟକ ମୋହନ ଚରଣ ମାଝୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ତଥ୍ୟ ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ…
ଭୁବନେଶ୍ବର : ରାଜ୍ୟରେ ଆଉ ୨୫ଟି ନୂଆ ଜିଲ୍ଲା ଗଠନ କରିବା ପାଇଁ ସରକାରଙ୍କ ପାଖକୁ ଆସିଛି ଦାବିପତ୍ର। ଆଜି ବିଧାନସଭାରେ ବିଜେପି ବିଧାୟକ ମୋହନ ଚରଣ ମାଝୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ତଥ୍ୟ ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ…
ମଥୁରା : ସାମ୍ନାକୁ ଆସିଲା ମଥୁରା ଟ୍ରେନ ଦୁର୍ଘଟଣାର କାରଣ। ଇଞ୍ଜିନରେ ଥିବା ସିସିଟିଭି ଭିଡିଓ ଦୁର୍ଘଟଣାର କାରଣକୁ ସ୍ପଷ୍ଟ କରୁଛି। ଲୋକପାଇଲଟଙ୍କ ଖାମଖିଆଲି ପାଇଁ ଏପରି ଏକ ବଡ ଧରଣର ଦୁର୍ଘାଟଣା ଘଟିଛି। ସୌଭାଗ୍ୟବଶତଃ ଲୋକମାନେ ଟ୍ରେନରୁ ଓହ୍ଲାଇ ଯାଇଥିବାରୁ…
ନୂଆଦିଲ୍ଲୀ : କାନାଡାର ଆର୍ମଡ ଫୋର୍ସ ୱେବସାଇଟ ବୁଧବାର ବେଶ କିଛି ସମୟ ପାଇଁ ଅଚଳ ହୋଇଯାଇଥିଲା। ଦି ଟେଲିଗ୍ରାଫରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଇଣ୍ତିଆନ ସାଇବର ଫୋର୍ସ ନାମକ ଗୋଟିଏ ଗ୍ରୁପ୍ ୱେବସାଇଟକୁ ହ୍ୟାକ କରିଥିଲେ। ଗ୍ରୁପ ପକ୍ଷରୁ ସୋଶାଲ…
ଚଣ୍ଡୀଗଡ଼ : ପଞ୍ଜାବ କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ସୁଖପାଲ ସିଂହ ଖଇରାଙ୍କ ଗିରଫଦାରୀ ପରେ ବିରୋଧୀ ମେଣ୍ଟ ଇଣ୍ଡିଆରେ ସଙ୍କଟ ଦେଖାଯାଇଛି। ଡ୍ରଗ୍ସ ଓ ମନିଲଣ୍ଡରିଂ ମାମଲାରେ ସୁଖପାଲଙ୍କୁ ପଞ୍ଜାବ ପୁଲିସ୍ ଗିରଫ କରିଛି। ପଞ୍ଜାବରେ ଏବେ ଅରବିନ୍ଦ…
ଢେଙ୍କିକୋଟ: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ୨୨୦ ନମ୍ବର ଜାତୀୟ ରାଜପଥର କପାସପଡା ବାଙ୍କ ନିକଟରେ ଏକ ବୋଲେରୋ ସହ ଏକ ବାଇକର ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତ ବାଇକ…
ବେଙ୍ଗାଲୁରୁ : ଚର୍ଚ୍ଚାରେ କର୍ଣ୍ଣାଟକା ବିଜେପି ବିଧାୟକ ବାସନଗୌଡ଼ା ପାଟିଲ ୟାତନାଲ। ଜବାହରଲାଲ ନେହରୁ ଦେଶର ପ୍ରଧାନମନ୍ତ୍ରୀ ନୁହନ୍ତି ବୋଲି ସେ କହିବା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସେ ଗୋଟିଏ ଜନସଭାକୁ ସମ୍ବୋଧନ କରି କହିଛନ୍ତି ଯେ…
ମୁମ୍ବାଇ : ମା’ ଅପରାଧିକ ମାମଲାରେ ଜେଲରେ। ତାଙ୍କର ଜାମିନ ପାଇଁ ପୁଅ ପାଖରେ ଟଙ୍କା ନାହିଁ। ଦୀର୍ଘ ୬ ମାସ ହେଲା ଚାକିରି ଖଣ୍ଡେ ବି ମିଳୁନି। ଖାଇବାକୁ ଠିକ ଭାବେ କେହି ଦେଉ ନାହାନ୍ତି। ଏମିତି ଜୀବନ ରଖିବାର…
ଭୁବନେଶ୍ବର: ବ୍ୟାଙ୍କ ମ୍ୟାନେଜର ତପନ କୁମାର ସାହୁଙ୍କ ନିଖୋଜ ଘଟଣାରୁ ପରଦା ହଟିଛି। ମାନସିକ ଚାପ କାରଣରୁ ଏଭଳି ଭୁଲ ନିଷ୍ପତ୍ତି ନେଇଥିବା ଶ୍ରୀ ସାହୁ ସ୍ୱୀକାର କରିଛନ୍ତି। ପରେ ନିଜେ ହୃଦୟଙ୍ଗମ କଲା ପରେ ଫୋନ କରି ପରିବାର ଲୋକଙ୍କୁ…
ରାଉରକେଲା: ବହୁଚର୍ଚ୍ଚିତ ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାର ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ (୩୫)ଙ୍କ ସନ୍ଦେହଜନକ ମୃତ୍ୟ ଘଟଣାର ତଦନ୍ତ ଦାୟିତ୍ୱ ପୁଲିସ୍ ବିଭାଗର ମାନବଧିକାର ସୁରକ୍ଷା ସେଲ୍(ଏଚ୍ଆରପିସି)କୁ ହସ୍ତାନ୍ତର କରାଯାଇଛି। ମୃତ୍ୟୁ ଘଟଣାର ତଦନ୍ତ ପାଇଁ ରାଉରକେଲା ଏସପି ମିତ୍ରଭାନୁ ମହାପାତ୍ର…
ବରଗଡ଼: ନକଲି ଜାତିଗତ, ନିବାସ ଓ ଚରିତ୍ର ପ୍ରମାଣପତ୍ର ପ୍ରସ୍ତୁତ କରିବା ଅଭିଯୋଗରେ ବରଗଡ଼ ପୁଲିସ ଜଣେ ରାଜସ୍ବ ନିରୀକ୍ଷକ ଓ ସରପଞ୍ଚଙ୍କ ସମେତ ୫ ଅଭିଯୁକ୍ତଙ୍କୁ ବରଗଡ଼ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରୁ ୩ ଜଣ ଉତ୍ତରପ୍ରଦେଶର…