2023

ସ୍କ୍ରବ ଟାଇଫସ୍: ସୁନ୍ଦରଗଡ଼ରେ ପଜିଟିଭ ସଂଖ୍ୟା ୨୧୧କୁ ବୃଦ୍ଧି

ସୁନ୍ଦରଗଡ଼: ରାଜ୍ୟରେ ଦିନକୁ ଦିନ ଭୟ ବଢାଉଛି ସ୍କ୍ରବ୍ ଟାଇଫସ୍ । ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ସ୍କ୍ରବ ଟାଇଫସ୍ ର ହବ୍ ପାଲଟିଛି ସୁନ୍ଦରଗଡ । ଆଜି ପୁଣି ସୁନ୍ଦରଗଡ଼ରୁ ୫ ଜଣ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତଙ୍କୁ…

ଜହ୍ନରେ ଉଇଁଲା ସୂର୍ଯ୍ୟ: ପୁଣି ଆକ୍ଟିଭ ହେବ ଲ୍ୟାଣ୍ଡର ବ୍ରିକମ ଓ ରୋଭର ପ୍ରଜ୍ଞାନ

ନୂଆଦିଲ୍ଲୀ : ଜହ୍ନରେ ଉଇଁଲା ସୂର୍ଯ୍ୟ । ଚନ୍ଦ୍ରର ଦକ୍ଷିଣମେରୁରେ ସୂର୍ଯ୍ୟକିରଣ ପଡିବା ଆରମ୍ଭ ହୋଇଛି । ରୋଭର ଓ ଲ୍ୟାଣ୍ଡର ଥିବା ଶିବଶକ୍ତି ପଏଣ୍ଟରେ ସୂର୍ଯ୍ୟ ଉଇଁ ସାରିଲାଣି। ସ୍ଲିପ ମୋଡରେ ଥିବା ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନର…

ରାଜଧାନୀ ଭୁବନେଶ୍ବରରେ ଅଙ୍ଗନବାଡ଼ି କର୍ମୀଙ୍କ ବିକ୍ଷୋଭ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ବରରେ ପୁଣି ଅଙ୍ଗନବାଡ଼ି କର୍ମୀଙ୍କ ବିକ୍ଷୋଭ । ୧୦ ଦଫା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶହ ଶହ ଅଙ୍ଗନବାଡ଼ି କର୍ମୀ । ଏଥିସହ ବିଧାନସଭା ଘେରାଉ କରିବାକୁ ଉଦ୍ୟମ କରିଛନ୍ତି । ସେମାନଙ୍କ ମୁଖ୍ୟ ଦାବି ଅଙ୍ଗନୱାଡି…

ଶରଦ ପାୱାର୍‌ ବିଧାୟକଙ୍କ ବିରୋଧରେ ଅଯୋଗ୍ୟତା ପିଟିସନ୍‌ ଫାଇଲ୍‌ କଲେ ଅଜିତ ପାୱାର୍‌ ଗୋଷ୍ଠୀ

ନୂଆଦିଲ୍ଲୀ: ‘ନ୍ୟାସ୍‌ନାଲିଷ୍ଟ୍‌ କଂଗ୍ରେସ ପାର୍ଟି’ର (ଏନ୍‌ସିପି) ଅଜିତ ପାୱାର୍‌ ଗୋଷ୍ଠୀ ମହାରାଷ୍ଟ୍ର ବିଧାନସଭା ବାଚସ୍ପତିଙ୍କ କାର୍ଯ୍ୟାଳୟରେ ଶରଦ ପାୱାର୍‌ ଗୋଷ୍ଠୀର ବିଧାୟକମାନଙ୍କ ବିରୋଧରେ ଅଯୋଗ୍ୟତା ପିଟିସନ୍‌ ଫାଇଲ୍‌ କରିଥିବା କଥା ବିଶେଷସୂତ୍ରରୁ ସୂଚନା ସଂଗ୍ରହ କରି ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି।…

ପ୍ରଥମ ମହିଳା ବାଚସ୍ପତି ହେଲେ ପ୍ରମିଳା ମଲ୍ଲିକ

ଭୁବନେଶ୍ବର: ସାରା ଓଡିଶା ପାଇଁ ଆଜି ଏକ ଏୗତିହାସିକ ଦିନ । ଆଜି ଓଡିଶା ବିଧାନସଭା ପାଇଲା ପ୍ରଥମ ମହିଳା ବାଚସ୍ପତି । ପ୍ରମିଳା ମଲ୍ଲିକ ବାଚସ୍ପତି ଭାବେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି । ଉପବାଚସ୍ପତି ରଜନୀକାନ୍ତ ସିଂ ଏହା ଘୋଷଣା…

ଫତେପୁର ସିକ୍ରିରେ ଫଟୋ ଉଠାଉଥିଲେ ଫ୍ରେଞ୍ଚ ନାଗରିକ; ୯ ଫୁଟ ଉପରୁ ଖସି ପଡ଼ିଲେ

ଭାରତ ବୁଲି ଆସି ଆଖି ବୁଜିଲେ ଫ୍ରେଞ୍ଚ ନାଗରିବ । ଫତେପୁର ସିକ୍ରିଠାରେ ଫଟୋ ଉଠାଉଥିବା ବେଳେ ୯ ଫୁଟ ଉଚ୍ଚରୁ ଖସି ପଡ଼ି ଚାଲିଗଲା ମହିଳା ପର୍ଯ୍ୟଟକଙ୍କ ଜୀବନ । ଏକ କାଠ ପାହାଚରେ ଛିଡ଼ା ହୋଇ ଫଟୋ ଉଠାଉଥିବା…

ମୌସୁମୀ ଅଧିବେଶନ: ଦିବଙ୍ଗତ ନେତାଙ୍କ ଉଦ୍ଦେଶ୍ୟରେ ଶୋକ

ଭୁବନେଶ୍ୱର : ଆରମ୍ଭ ହେଲା ବିଧାନସଭାର ମୌସୁମୀ ଅଧିବେଶନ । ଦିବଙ୍ଗତ ନେତାଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ପୂର୍ବତନ ବାଚସ୍ପତି ତଥା ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ଗୃହରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ…

କାନାଡାକୁ ଟାର୍ଗେଟ କଲେ କଂଗ୍ରେସ ସାଂସଦ

‘ମୋ’ ଜେଜେଙ୍କୁ ୧୯୯୫ ମସିହାରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଖଲିସ୍ତାନୀ ଆତଙ୍କବାଦୀମାନେ ତାଙ୍କୁ ହତ୍ୟା କରିଥିଲେ। ଆଉ ଉକ୍ତ ହତ୍ୟାକାରୀଙ୍କ ଖାସ୍‌ ଲୋକ ଥିଲେ ହରଦୀପ ସିଂ ନିଜ୍ଜାର। ’ ଏପରି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି କଂଗ୍ରେସ ରବନୀତ…

ନରସିଂହପୁର ଜଙ୍ଗଲରୁ ଦନ୍ତାହାତୀର ମୃତଦେହ ଉଦ୍ଧାର

ଭୁବନେଶ୍ୱର: ନିକଟରେ କଟକ ଜିଲ୍ଲା ଆଠଗଡ଼ ଫରେଷ୍ଟ ଡିଭିଜନ ଅନ୍ତର୍ଗତ ନରସିଂହପୁର ଜଙ୍ଗଲରୁ ଏକ ଦନ୍ତାହାତୀର ମୃତଦେହ ଉଦ୍ଧାର କରାଯାଇଛି। ହେଲେ ହାତୀର ମୃତ୍ୟୁ ପଛର କାରଣ ବନ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ। ଗତ ସେପ୍ଟେମ୍ବର ୧୮ ତାରିଖରେ ଲଘୁ…

ରାଜ୍ୟସଭାରେ ମହିଳା ସଂରକ୍ଷଣ ବିଲ୍ ଗୃହୀତ ; ସପକ୍ଷରେ ୨୧୫, ବିରୋଧରେ ୦ ଭୋଟ

ନୂଆଦିଲ୍ଲୀ: ରାଜ୍ୟସଭାରେ ଗୃହୀତ ହୋଇଛି ମହିଳା ମାନଙ୍କୁ ସଂରକ୍ଷଣ ପ୍ରଦାନ କରୁଥିବା ‘ନାରୀଶକ୍ତି ବନ୍ଦନା ବିଲ୍ ୨୦୨୩’ । ବିଲର ସମର୍ଥନରେ ୨୧୫ଟି ଭୋଟ ପଡ଼ିଥିବାବେଳେ ବିପକ୍ଷରେ କୌଣସି ଭୋଟ ପଡ଼ିନଥିଲା ବୋଲି ଭୋଟିଂ ପରେ ରାଜ୍ୟସଭା ସଭାପତି ଜଗଦୀପ ଧନକର…