2023

5T ସଚିବଙ୍କ ଆଜି ଯାଜପୁର ଗସ୍ତର ଶେଷ ଦିନ

ଯାଜପୁର : 5T ସଚିବ ଭି. କେ ପାଣ୍ଡିଆନଙ୍କ ଯାଜପୁର ଜିଲ୍ଲା ଗସ୍ତର ଆଜି ଶେଷ ଦିନ । ମାଆ ବିରଜାଙ୍କ ଦର୍ଶନ କରି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏବେ ବରି ନିର୍ବାଚନ ମଣ୍ଡଳୀର ବ୍ରହ୍ମବରଦା ହାଇସ୍କୁଲ ପଡ଼ିଆରେ ପହଞ୍ଚିଛନ୍ତି…

ଇଣ୍ତିଆ ବୈଠକରେ ହଠାତ୍‌ ପହଞ୍ଚିଲେ କପିଲ ଶିବଲ, ବିରୋଧ କଲେ କଂଗ୍ରେସ ନେତା

ମୁମ୍ବାଇରେ ଅନୁଷ୍ଠିତ ବିରୋଧ ମେଣ୍ଟ ଇଣ୍ଡିଆର ବୈଠକରେ ହଠାତ୍‌ ରାଜ୍ୟସଭା ସାଂସଦ କପିଲ ଶିବଲ ପହଞ୍ଚିବା ସମସ୍ତଙ୍କୁ ଚକିତ କରିଛି। ସେ କଂଗ୍ରେସ ଛାଡ଼ି ସମାଜବାଦୀ ପାର୍ଟିର ସମର୍ଥନରେ ରାଜ୍ୟସଭାକୁ ଯାଇଛନ୍ତି। ତେଣୁ ଆଜି ବିରୋଧୀ ବୈଠକରେ ତାଙ୍କ ଉପସ୍ଥିତିକୁ କଂଗ୍ରେସ…

ଅଟୋ-ଟ୍ରକ ମୁହାଁମୁହିଁ ଧକ୍କା; ୮ ମାସର ଶିଶୁ ସମେତ ୨ ମୃତ, ୪ ଗୁରୁତର

କଟକ: ଅଟୋ-ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା। ଏଥିରେ ୮ ମାସର ଶିଶୁ ସମେତ ୨ ମୃତ୍ୟୁ ଘଟିଥିବା ବେଳେ ୪ ଗୁରୁତର ହୋଇଛନ୍ତି। ଏହି ଘଟଣା ଘଟିଛି ଆଜି ସକାଳେ କଟକ ଜିଲ୍ଲା ତିଗିରିଆ ଥାନା ଖୁଣ୍ଟୁଣୀ ନରସିଂହପୁର ଠାରେ। ଘଟଣାସ୍ଥଳରୁ…

ଆସନ୍ତାକାଲି ଉତ୍‌କ୍ଷେପଣ ହେବ ଆଦିତ୍ୟ L1

ଚନ୍ଦଯାନ-୩ର ସଫଳତା ପରେ ଆସନ୍ତାକାଲି ଇସ୍ରୋ ଆରମ୍ଭ କରିବ ସୌର ମିଶନ । ଶନିବାର ଦିନ ୧୧.୫୦ରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାରୁ ଉତକ୍ଷେପଣ କରାଯିବ ଆଦିତ୍ୟ L1 । ଏଥିପାଇଁ ଶେଷ ହୋଇଛି ସମସ୍ତ ପ୍ରସ୍ତୁତି ତଥା ରିହର୍ସଅଲ । ଏବେ ଆରମ୍ଭ…

ପୁଣି ଥରେ ଶ୍ରୀମନ୍ଦିରରେ ଆରମ୍ଭ ହେବ ପାରମାଣିକ ଦର୍ଶନ

ପୁରୀ: ଜଗା ଦର୍ଶନ ପାଇଁ ଟଙ୍କା ଗଣିବେ ଭକ୍ତ । ଶ୍ରୀମନ୍ଦିରରେ ପୁଣି ଥରେ ଆରମ୍ଭ ହେବ ପାରମାଣିକ ଦର୍ଶନ । ବିଭିନ୍ନ ନିଯୋଗ ସହ ଆଲୋଚନା ପରେ ଏସଓପି ଜାରି କରିବ ଶ୍ରୀମନ୍ଦିର ପ୍ରଶାସନ । ଗତକାଲି ବସିଥିବା ଶ୍ରୀମନ୍ଦିର…

ଅଗଷ୍ଟରେ ଜିଏସଟି ସଂଗ୍ରହ ୧୧% ବଢ଼ିଲା, ଆଦାୟ ହେଲା ୧.୬ ଲକ୍ଷ କୋଟି

ଜିଏସ୍‌ଟି ରାଜସ୍ୱ ଗତବର୍ଷ ଅଗଷ୍ଟ ତୁଳନାରେ ଏଥର ୧୧% ବୃଦ୍ଧି ପାଇଛି। କ୍ରମାଗତ ଭାବେ ଜିଏସ୍‌ଟି ସଂଗ୍ରହ ୧.୬ ଲକ୍ଷ କୋଟି ଉପରେ ରହୁଥିବାରୁ ଏହା ଅର୍ଥନୀତି ପାଇଁ ଭଲ ଖବର ଆଣି ଦେଇଛି। କ୍ରମାଗତ ତୃତୀୟ ଥର ପାଇଁ ମାସିକ…

୨୪ ଘଣ୍ଟା ପରେ ମାଣିଆ ଘାଟରୁ ମିଳିଲା ମୃତଦେହ: ମଇଁଷି ଚରାଉଥିବାବେଳେ ଟାଣିନେଇଥିଲା କୁମ୍ଭୀର

କେନ୍ଦ୍ରାପଡା: ରାଜନଗର ବ୍ଳକ ରାଜପୁର ଗାଁରେ କୁମ୍ଭୀର ଟାଣି ନେବା ଘଟଣା । ଦୀର୍ଘ ୨୪ ଘଣ୍ଟା ପରେ ଉଦ୍ଧାର ହେଲା ମଇଁଷି ଚରାଳି ଅଭୟ ରାଉତଙ୍କ ମୃତଦେହ । ବ୍ରାହ୍ମଣୀ ନଦୀର ତଳମୁଣ୍ଡ ମାଣିଆ ଘାଟରୁ ମୃତଦେହ ଉଦ୍ଧାର ହୋଇଛି…

୧୩ ଜଣିଆ ସମନ୍ୱୟ କମିଟି ଗଠନ କଲା ଇଣ୍ଡିଆ ମେଣ୍ଟ

ବିଜେପି ବିରୋଧରେ ଲଢ଼ିବାକୁ ୨୬ଟି ବିରୋଧୀ ଦଳ ଗଠନ କରିଥିବା ଇଣ୍ଡିଆ ମେଣ୍ଟ ନିଜର ରଣନୀତିକୁ ଆଉ ପାଦେ ଆଗକୁ ବଢ଼ାଇଛି। ମୁମ୍ବାଇରେ ଇଣ୍ଡିଆ ମେଣ୍ଟର ଦୁଇ ଦିନିଆ ମେଗା ବୈଠକରେ ୧୩ ଜଣିଆ ସମନ୍ୱୟ କମିଟି ଗଠନ କରାଯାଇଛି। ସବୁ…

ବାଙ୍କୀରେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଉନ୍ମତ୍ତ କାଣ୍ଡ

ବାଙ୍କୀ: ଖଣ୍ଡା ବୁଲାଇ ପୋଲିସକୁ ଆକ୍ରମଣ । ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଉନ୍ମତ୍ତକାଣ୍ଡ। ହାତରେ ଖଣ୍ଡା, ହାତୁଡି ଧରି ରାସ୍ତାରେ ବୁଲୁଛନ୍ତି । ଲୋକଙ୍କୁ ଭୟଭୀତ କରୁଛନ୍ତି । କଟକ ଜିଲ୍ଲା ବାଙ୍କୀ ବଜାରରେ ଆତଙ୍କରାଜ ଚଳାଇଛନ୍ତି ଅବସରପ୍ରାପ୍ତ ସେନା କର୍ମଚାରୀ…

ଅବୈଧ ବିବାହରୁ ଜନ୍ମିତ ପିଲା ସମ୍ପତ୍ତିର ଭାଗ ପାଇବେ: ସୁପ୍ରିମକୋର୍ଟ

ଯେଉଁ ପିଲାମାନେ ଅବୈଧ ବା ମାନ୍ୟତା ପାଇ ନଥିବା ବିବାହରୁ ଜନ୍ମ ହୋଇଛନ୍ତି, ସେମାନେ ମଧ୍ୟ ବାପା ମା’ଙ୍କ ସମ୍ପତ୍ତିର ଭାଗ ପାଇବାକୁ ହକଦାର ବୋଲି ଆଜି ସୁପ୍ରିମକୋର୍ଟ କହିଛନ୍ତି। ଏପରି ବିବାହରୁ ଜନ୍ମିତ ପିଲାମାନଙ୍କୁ ଆଜି ସୁପ୍ରିମକୋର୍ଟ ବୈଧତା ପ୍ରଦାନ…