ମଧ୍ୟାହ୍ନ ଭୋଜନ ବେଳେ ଜଳିଗଲା ଗ୍ୟାସ୍ ସିଲିଣ୍ଡର; ଅଘଟଣରୁ ବର୍ତ୍ତିଗଲେ ଛାତ୍ରଛାତ୍ରୀ
ନିମାପଡ଼ା: ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ସମୟରେ ଗ୍ୟାସ୍ ସିଲିଣ୍ଡରରେ ନିଆଁ ଲାଗିଛି। ଅଗ୍ନିକାଣ୍ଡ କାରଣରୁ ବଡ଼ଧରଣର ଅଘଟଣ ଘଟି ନାହିଁ। କିନ୍ତୁ ଖୁସିର ବିଷୟ ହେଲା ଯେ, ଏହି ଅଘଟଣରେ କୌଣସି ଛାତ୍ରଛାତ୍ରୀଙ୍କର କ୍ଷୟକ୍ଷତି ହୋଇ ନାହିଁ। ପୁରୀ ଜିଲ୍ଲା ନିମାପଡ଼ା…
