2023

ବ୍ରାହ୍ମଣୀ ନଦୀ କୂଳରେ ମଇଁଷି ଚରାଳିକୁ ଟାଣିନେଲା କୁମ୍ଭୀର

ରାଜନଗର : ପୁଣି ଟାଣିନେଲା କୁମ୍ଭୀର। ରାଜନଗରରେ ପୁଣି କୁମ୍ଭୀର ଆତଙ୍କ । ବ୍ରାହ୍ମଣୀ ନଦୀ କୂଳରେ ମଇଁଷି ଚରାଳିକୁ ଟାଣିନେଇଛି କୁମ୍ଭୀର । ରାଜପୁର ଗାଁର ଭାସ୍କର ରାଉତ ନଦୀ କୂଳରେ ମଇଁଷି ଚରାଉଥିବାବେଳେ ପାଣି ଭିତରକୁ କୁମ୍ଭୀର ଟାଣିନେଇଛି…

ଆମେରିକାରେ ହରିକେନ ଇଡାଲିଆର ଧ୍ବଂସଲୀଳା: ଫ୍ଲୋରିଡା ଜଳମଗ୍ନ

ଆମେରିକାରେ ହରିକେନର ଧ୍ବଂସଲୀଳା । ଲ୍ୟାଣ୍ଡଫଲ୍ ପରେ ଫ୍ଲୋରିଡାରେ ତାଣ୍ଡବ ରଚିଛି ଇଡାଲିଆ । ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି । ବହୁ ଅଞ୍ଚଳ ଜଳମଗ୍ନ ହୋଇଛି । ସମୁଦ୍ରରେ ଉଠିଥିଲା ୧୫ ଫୁଟରୁ ଅଧିକ ଉଚ୍ଚର ଜୁଆର ।…

୨୧ରେ ବାଚସ୍ପତି ନିର୍ବାଚନ, ୨୨ରୁ ଆରମ୍ଭ ହେବ ବିଧାନସଭା

ଭୁବନେଶ୍ଵର: ସେପ୍ଟେମ୍ବର ୨୨ରୁ ଆରମ୍ଭ ହେବ ବିଧାନସଭା ମୌସୁମୀ ଅଧିବେଶନ । ସେପ୍ଟେମ୍ବର ୨୨ରୁ ଆରମ୍ଭ ହୋଇ ଅକ୍ଟୋବର ୪ ଯାଏଁ ଚାଲିବ ଏହି ଅଧିବେଶନ । ଏଥର ଅଧିବେସନରେ ମୋଟ ୧୩ ଦିନର କାର୍ଯ୍ୟ ଦିବସ ରହିଛି । ସେପଟେ…

ଆମେରିକା ରାଷ୍ଟ୍ରପତି ନିର୍ବାଚନ ୨୦୨୪: ଭାରତୀୟ ବଂଶୋଦ୍ଭବ ଆଶାୟୀଙ୍କୁ ଟ୍ରମ୍ପଙ୍କ ପ୍ରଶଂସା

ଆମେରିକା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି ଭାରତୀୟ ବଂଶୋଦ୍ଭବ। ବିବେକ ରାମସ୍ୱାମୀ ଆସନ୍ତା ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢିବା ନେଇ ଖବର ପ୍ରସାର ପରେ ଚର୍ଚ୍ଚା ଜୋର୍ ଧରିଛି। ଏହାରି ମଧ୍ୟରେ ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରାମସ୍ୱାମୀଙ୍କୁ ଭୂରି ଭୂରି…

ଉତକେଲା-ଭୁବନେଶ୍ୱର ମଧ୍ୟରେ ବିମାନ ଚଳାଚଳ ଆରମ୍ଭ

ଭୁବନେଶ୍ବର: କଳାହାଣ୍ଡି ବିକାଶରେ ଯୋଡି ହେବ ନୂଆ ଫର୍ଦ୍ଦ। ମାତ୍ର ୧ ଘଣ୍ଟା ୧୦ ମିନିଟରେ ଭୁବନେଶ୍ବରରୁ ପହଞ୍ଚିବେ କଳାହାଣ୍ଡି। ଉତକେଲା-ଭୁବନେଶ୍ୱର ମଧ୍ୟରେ ବିମାନ ଚଳାଚଳ ଆରମ୍ଭ । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ଯୋତିରାଦିତ୍ୟ ସିନ୍ଧିଆ ଭର୍ଚୁଆଲରେ ବିମାନ…

ହିନ୍ଦୁଧର୍ମକୁ ଧୋକା କହିଥିବା ସମାଜବାଦୀ ନେତାଙ୍କ ଜିଭ କାଟିବାକୁ ୧୦ ଲକ୍ଷ ଟଙ୍କା ଘୋଷଣା କଲେ କଂଗ୍ରେସ ନେତା

ମୋରାଦାବାଦ: ହିନ୍ଦୁଧର୍ମକୁ ଧୋକା ବୋଲି କହି ସମ୍ପ୍ରତି ବିବାଦରେ ପଡ଼ିଥିବା ‘ସମାଜବାଦୀ ପାର୍ଟି’ର ନେତା ସ୍ବାମୀପ୍ରସାଦ ମୌର୍ଯ୍ୟଙ୍କ ଜିଭ ଯିଏ କାଟି ପାରିବ ତାଙ୍କୁ ନଗଦ ୧୦ ଲକ୍ଷ ଟଙ୍କା ପୁରସ୍କାର ଦେବେ ବୋଲି ଉତ୍ତର ପ୍ରଦେଶର ଜଣେ କଂଗ୍ରେସ ନେତା…

‘ଇସ୍ରୋ’ ବୈଜ୍ଞାନିକ କହି ଚନ୍ଦ୍ରଯାନ-୩ ଲ୍ୟାଣ୍ଡର୍‌ ଡିଜାଇନ୍‌ କରିଛନ୍ତି ବୋଲି ଦାବି କରିଥିବା ଟ୍ୟୁସନ୍‌ ଶିକ୍ଷକ ଗିରଫ

ସୁରତ: ନିଜକୁ ‘ଇସ୍ରୋ’ର ବୈଜ୍ଞାନିକ ତଥା ‘ଚନ୍ଦ୍ରଯାନ-୩ର ବିକ୍ରମ୍‌ ଲ୍ୟାଣ୍ଡର୍‌’ର ଡିଜାଇନ୍‌ କରିଛନ୍ତି ବୋଲି କହି ଗଣମାଧ୍ୟମକୁ ସାକ୍ଷାତ୍‌କାର ଦେଉଥିବା ଟ୍ୟୁସନ୍‌ ଶିକ୍ଷକ ମିତୁଲ ତ୍ରିବେଦୀଙ୍କୁ ବୁଧବାର ଦିନ ସୁରତ କ୍ରାଇମ୍‌ ବ୍ରାଞ୍ଚ୍‌ ଗିରଫ କରିଛି। ନିଜ ଦାବିକୁ ସତ୍ୟ ପ୍ରମାଣିତ…

ଗଡଗଡ଼ିଆ ଘାଟରୁ ମହିଳାଙ୍କ ମୃତଦେହ ଉଦ୍ଧାର

କଟକ: ମହାନଦୀ ଗଡଗଡ଼ିଆ ଘାଟରୁ ଜଣେ ମହିଳାଙ୍କ ମୃତଦେହ ମିଳିଛି। ମୃତଦେହକୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଛନ୍ତି । ମହିଳାଙ୍କ ବୟସ ୩୫ ରୁ ୪୦ ଭିତରେ ବୋଲି ଅନୁମାନ କରାଯାଉଛି । ଘଟଣାସ୍ଥଳରେ କ୍ୟାଣ୍ଟନମେଣ୍ଟ ଥାନା ପୋଲିସ ଉପସ୍ଥିତ ଥିବାବେଳେ…

କୀଟନାଶକ ପିଇ ଯୁବକ ଗୁରୁତର

କଲମପୁର: ବନ୍ଧକନା ଠାରେ ଜଣେ ଯୁବକ ମଙ୍ଗଳବାର ରାତିରେ କୀଟନାଶକ ପାଇ ଦେଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତାଙ୍କୁ ପରିବାର ଲୋକ ଉଦ୍ଧାର କରି ବିଳମ୍ବିତ ରାତିରେ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା…

ଗାଁକୁ ଫେରିଲା ହାଇଦ୍ରାବାଦରେ ଆତ୍ମହତ୍ୟା କରିଥିବା ଶ୍ରମିକଙ୍କ ମୃତଦେହ

ଫୁଲବାଣୀ: ଫିରିଙ୍ଗିଆ ବ୍ଲକ ଅଧିନରେ ଥିବା ରତଙ୍ଗ ପଞ୍ଚାୟତ ପୋଡାପଡା ଗାଁର ମୃତ ଭୋଲେଶ୍ୱର ମୁଖୀଙ୍କ ମୃତଦେହ ନିଜ ଗାଁ ପୋଡାପଡାରେ ପହଞ୍ଚିବା ପରେ ଶୋକାକୂଳ ପରିବେଶ ମଧ୍ୟରେ ଅନ୍ତିମ ସଂସ୍କାର କରାଯାଇଛି। ତେବେ ଗତ ତିନିବର୍ଷ ହେଲା ମୃତ ଶ୍ରମିକ…