2023

ଏଣିକି ନିଜସ୍ୱ ସାଟେଲାଇଟରେ ବଜ୍ରପାତ ସୂଚନା ଦେବ ଭାରତ

ଭୁବନେଶ୍ୱର:ଏଣିକି ବଜ୍ରପାତ ସୂଚନା ଦେବ ନିଜସ୍ୱ ସାଟେଲାଇଟ । ଆଉ ଲୋଡ଼ା ପଡିବନି ବିଦେଶୀ ସାଟେଲାଇଟର ତଥ୍ୟ । ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ଲାଗି ପଡିଛି ଇସ୍ରୋ । ଇନସାଟ-୪ ସାଟେଲାଇଟରେ ଇସ୍ରୋ ଏଭଳି ଅତ୍ୟାଧୁନିକ ବ୍ୟବସ୍ଥା ଖଞ୍ଜିବାକୁ…

ଆଜିଠୁ ରାଜଧାନୀ ଏକ୍ସପ୍ରେସ୍‌ରେ ଲାଗିବ ତେଜସ୍ କୋଚ

ଭୁବନେଶ୍ବର: ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସର ସମସ୍ତ ରେକ ତେଜସ କୋଚ ସହ ଚଳାଚଳ କରିବ ।ବୁଧବାରଠାରୁ ଏହା ଚଳାଚଳ କରିବ । ବୁଧବାର ଓ ରବିବାର ଭୁବନେଶ୍ୱରରୁ ଛାଡୁଥିବା ଏବଂ ସୋମବାର ଓ ଶୁକ୍ରବାର ନୂଆଦିଲ୍ଲୀରୁ ଛାଡୁଥିବା ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ବର ରାଜଧାନୀ ଏକ୍ସପ୍ରେସରେ…

ବିହାରରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକ ତଳେ ପଶିଗଲା ସ୍କର୍ପିଓ: ୭ ମୃତ

ବିହାରର ରୋହତାସରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ୪ ଜଣ ଗୁରୁତର ମଧ୍ୟ ରହିଛନ୍ତି । ରୋହତାସ ଜିଲ୍ଲା ଶିବସାଗର ଥାନା ଅଞ୍ଚଳ ଜାତୀୟ ରାଜପଥରେ ଭୋର ୩ଟା ସମୟରେ ଏଭଳି ଦୁର୍ଘଟଣା ଘଟିଛି…

ଗହଣା ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼ କରି ଲୁଟିନେଲେ ଦୁର୍ବୃତ୍ତ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ମଙ୍ଗଳବାର ଜଣେ ସୁନା ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼ କରି ଦୁର୍ବୃତ୍ତମାନେ ମୂଲ୍ୟବାନ ଅଳଙ୍କାର ଭର୍ତ୍ତି ବ୍ୟାଗ୍ ଲୁଟି ନେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ବାଲିଗୁଡ଼ାର ନେହରୁ ଛକ ନିକଟରେ ସୁନା ଗହଣା ଭର୍ତ୍ତି ବ୍ୟାଗ୍ ନେଇ…

ରୁଷ୍‌ର ପସ୍କୋଭ୍‌ ବିମାନ ବନ୍ଦରରେ ଡ୍ରୋନ୍‌ ଆକ୍ରମଣ; ଭୟଙ୍କର ଅଗ୍ନିକାଣ୍ଡ ଘଟି ୪ ବିମାନ ନଷ୍ଟ

ମସ୍କୋ: ୟୁକ୍ରେନ୍‌ ଡ୍ରୋନ୍‌ ଆକ୍ରମଣ ଯୋଗୁଁ ମଙ୍ଗଳବାର ରାତିରେ ଏଷ୍ଟୋନିଆ ନିକଟରେ ଥିବା ରୁଷ୍‌ର ପସ୍କୋଭ୍‌ ବିମାନ ବନ୍ଦରରେ ଭୀଷଣ ଅଗ୍ନିକାଣ୍ଡ ଘଟିଥିବା କଥା ଆଞ୍ଚଳିକ ଗଭର୍ଣ୍ଣର୍‌ ମିଖାଇଲ୍‌ ବେଦେର୍ଣ୍ଣିକୋଭ୍‌ କହିଛନ୍ତି। ଡ୍ରୋନ୍‌ ଆକ୍ରମଣଜନିତ ଅଗ୍ନିକାଣ୍ଡର ଭିଡିଓ ମଧ୍ୟ ବେଦେର୍ଣ୍ଣିକୋଭ୍‌ ‘ଟେଲିଗ୍ରାମ୍‌’ରେ…

ପ୍ରେସମିଟ୍ ପୂର୍ବରୁ ହାତ ଗୋଡ ବାନ୍ଧି ପ୍ରଫୁଲ୍ଲ ସାମନ୍ତରାଙ୍କୁ ନେଇଗଲେ

ରାୟଗଡ଼ା: ଲୋକଶକ୍ତି ଅଭିଯାନର ସଭାପତି ପ୍ରଫୁଲ୍ଲ ସାମନ୍ତରାଙ୍କୁ ଅପହରଣ କରାଯାଇଥିବା ବେଳେ ରାୟଗଡ଼ାରୁ ଏକ ବଲେରୋ ଯୋଗେ ତାଙ୍କୁ ବ୍ରହ୍ମପୁର ବାସଭବନରେ ନେଇ ଛାଡିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।। ମଙ୍ଗଳବାର ସ୍ଥାନୀୟ ହୋଟେଲ୍ ସ୍ବାଗତ ନିକଟରୁ ତାଙ୍କୁ ୩ ରୁ…

ଆଇଟିସି ମୌର୍ଯ୍ୟ ଶେରାଟନରେ ରହିବେ ବାଇଡେନ୍, ତାଜ୍‌ ପ୍ୟାଲେସ୍‌ରେ ଜିନପିଙ୍ଗ୍‌

ନୂଆଦିଲ୍ଲୀ: ଜି-୨୦ ସମ୍ମିଳନୀ ପାଇଁ ସଦସ୍ୟ ରାଷ୍ଟ୍ରର ନେତା ଏବଂ ପ୍ରତିନିଧି ଦଳ ଦିଲ୍ଲୀ ଆସିବେ। ସମ୍ମିଳନୀ ସମୟରେ ଦିଲ୍ଲୀ-ଏନ୍‌ସିଆରର ୩୦ରୁ ଅଧିକ ହୋଟେଲ୍‌ରେ ଜି-୨୦ ପ୍ରତିନିଧିମାନେ ରହିବେ। ଆମେରିକା ର‌ାଷ୍ଟ୍ରପତି ଜୋ ବାଇଡେନ୍‌ ଆଇଟିସି ମୌର୍ଯ୍ୟ ଶେରାଟନ୍‌ରେ ରହିବେ ଏବଂ…

ବେଆଇନ୍ ଭାବରେ ନାବାଳିକାଙ୍କ ଗର୍ଭ ନଷ୍ଟ କରିଥିବା ଅଭିଯୋଗ, ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ସୁନ୍ଦରଗଡ଼ : ଆୟୁଷ ଡାକ୍ତରଙ୍କ ନାଁରେ ସାଂଘାତିକ ଅଭିଯୋଗ । ବେଆଇନ୍ ଭାବରେ ନାବାଳିକାଙ୍କ ଗର୍ଭ ନଷ୍ଟ କରିଥିବା ଅଭିଯୋଗ । ଥାନାରେ ପୀଡିତାଙ୍କ ମାଆ ଲିଖିତ ଅଭିଯୋଗ କରିବା ପରେ ତନାଘନା ତଦନ୍ତ ଚାଲିଛି । ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା…

ମଣିପୁରରେ ପୁଣି ହିଂସା: ଗୁଳିରେ ୨ ମୃତ, ୭ ଆହତ

ଇମ୍ଫାଲ୍‌: ମଙ୍ଗଳବାର ଦିନ ମଣିପୁରର ବିଷ୍ଣୁପୁର ଜିଲ୍ଲା ଅନ୍ତର୍ଗତ ନରଣସୈନାରେ ଭୀଷଣ ଗୁଳିକାଣ୍ଡ ଯୋଗୁଁ ଜଣେ ୩୦ ବର୍ଷିୟ ‘ଗ୍ରାମ ପ୍ରତିରକ୍ଷା ସ୍ବେଚ୍ଛାସେବୀ’ଙ୍କ ସମେତ ୨ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟୂନ ୭ଜଣ ଆହତ ହୋଇଥିବା ଆସାମ ପୁଲିସ କହିଛି।…

ତିନି ଜଣ ଠକଙ୍କୁ ବିହାରରୁ ଗିରଫ କଲା କୋରାପୁଟ ପୋଲିସ

କୋରାପୁଟ: ଅନଲାଇନ୍ ଠକେଇ କରି ନିରୀହ ଲୋକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଅଭିଯୋଗରେ କୋରାପୁଟର ଏକ ପୁଲିସ ଟିମ୍ ବିହାରରୁ ୩ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିମାନେ ହେଲେ ବିହାରର ନାବଡା ଜିଲ୍ଲା ଚକବାଇ ଗ୍ରାମର ଭୋଳା…