2023

ଏସ୍‌ସିବିର ପ୍ରଫେସର ଡାକ୍ତର ପୂର୍ଣ୍ଣଚନ୍ଦ୍ର ଦାସଙ୍କୁ ଫେଲୋସିପ ପ୍ରଦାନ

କଟକ : କଟକ ଏସ୍‌ସିବି ମେଡିକାଲ ମେଡିସିନ ବିଭାଗ ପ୍ରଫେସର ଡାକ୍ତର ପୂର୍ଣ୍ଣଚନ୍ଦ୍ର ଦାସଙ୍କୁ ଫେଲୋସିପ ପ୍ରଦାନ କରାଯାଇଛି। କର୍ଣ୍ଣାଟକ ମାଙ୍ଗାଲୋର ଠାରେ ଜେରିଆଟ୍ରିକ ସୋସାଇଟି ଅଫ ଇଣ୍ଡିଆର ୩୬ତମ ଜାତୀୟ ସମ୍ମିଳନୀରେ ତାଙ୍କୁ ସମ୍ମାନିତ କରାଯାଇଛି । ଜେରିଆଟ୍ରିକ ରୋଗୀ…

୫ ଡିଗ୍ରୀ କୁ ଖସିଲା ପାରଦ, ଜାଡରେ ଥରହର ରାଜ୍ୟବାସୀ

ଭୁବନେଶ୍ବର: ସାରା ରାଜ୍ୟରେ ଜାରି ରହିଛି ଅସହ୍ୟ ଜାଡ । ୫ ଡିଗ୍ରୀ କୁ ଖସିଛି ପାରଦ । ଶୀତରେ ଥରହର ସମଗ୍ର ରାଜ୍ୟବାସୀ । ଗତକାଲି ରାତିରେ ରାଜ୍ୟର ୧୩ ଟି ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ…

କିଡନୀ ଦେବା ନାମରେ ୯.୫ଲକ୍ଷ ଟଙ୍କା ଠକେଇ ଅଭିଯୋଗ

କଟକ: କିଡନୀ ଦେବା ନାମରେ ଟଙ୍କା ଠକିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଲେ ସ୍ଥାନୀୟ ବାସିନ୍ଦା। ଏମିତି ଏକ ଅଭାବନୀୟ ଘଟଣା ଘଟିଛି କଟକ ରାଣୀହାଟ ଅଞ୍ଚଳରେ। କେନ୍ଦୁଝର ଅଞ୍ଚଳର ଜଣେ ରୋଗୀଙ୍କ ଠାରୁ ୯, ୫୦,୦୦୦ ଟଙ୍କା ଠକିଥିବା…

କେନ୍ଦ୍ରାପଡା କେରେଡାଗଡରେ ଜଳଯୋଗାଣର ସୁବ୍ୟବସ୍ଥା ପାଇଁ ୨୦ ଲକ୍ଷ ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା କେରେଡାଗଡରେ ଜଳଯୋଗାଣର ସୁବ୍ୟବସ୍ଥା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୨୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ଏହି ଅର୍ଥରେ କେରେଡାଗଡ ପ୍ରାଥମିକ ବିଦ୍ୟାଳୟ ଏବଂ କେରେଡାଗଡ ଗ୍ରାମ ପଞ୍ଚାୟତରେ ୨ଟି ପାଣି ଟାଙ୍କି ସ୍ଥାପନ କରାଯିବ।…

ମନ୍ଦିର ପାହାଚରୁ ଶିଶୁକନ୍ୟା ଉଦ୍ଧାର

ସମ୍ବଲପୁର : ସମ୍ବଲପୁରରେ ପୁଣି ଅଲୋଡା ହେଲା ଶିଶୁ କନ୍ୟା । ନବଜାତ ଶିଶୁକୁ ମନ୍ଦିର ପାହାଡରେ ଛାଡି ଫେରାର ହୋଇଗଲା ନୃଶଂସ ମାଆ । ଏହିଭଳି ଅଭାବନୀୟ ଖବର ଦେଖିବାକୁ ମିଳିଛି ଗୋଡଭଗା ଅଞ୍ଚଳର ଶିବ ମନ୍ଦିରରେ । ତେବେ…

ରାଉରକେଲାରେ ସୁନା ଭର୍ତ୍ତି ବ୍ୟାଗ୍‌ ଲୁଟ୍‌ ଘଟଣା: ବନ୍ଧା ହେଲେ ୨ ଅଭିଯୁକ୍ତ, ୫୧୨ ଗ୍ରାମ୍‌ ଅଳଙ୍କାର ଜବତ

ରାଉରକେଲା: ଗତ ୧୫ ତାରିଖରେ ଉଦିତନଗର ଥାନା ବାସନ୍ତୀ କଲୋନିର ମାଲଗୋଦାମ କାଳୀମନ୍ଦିର ନିକଟରେ ଲୁଟ୍‌ କରିଥିବା ଲୁଟେରାମାନେ ପୁଲିସ ହାତରେ ଧରା ପଡ଼ିଛନ୍ତି। ଅଭିଯୁକ୍ତମାନେ ହେଲେ ଉଦିତନଗର ଥାନା ବାସନ୍ତୀ କଲୋନିର ଏଫ୍‌ସିଇ/୧୩୨ ନିବାସୀ ଉମାନାଥ ପ୍ରସାଦଙ୍କ ଦୁଇ ପୁଅ…

ବାପା ରଚିଥିଲା ପୁଅ ଅପହରଣ ନାଟକ

ଭୁବନେଶ୍ୱର : ବାପାକୁ ଭଲ ଲାଗୁନଥିଲା ସ୍ତ୍ରୀ । ନିଜ ଠୁ ଦୂରେଇ ଦେବାକୁ ଚାହୁଁଥିଲା । ସେଇଥିପାଇଁ ସ୍ତ୍ରୀ ରାଗ ସୁଝାଇଲା ପୁଅ ଉପରେ । ଏ କେମିତିକା ବାପା । ସ୍ତ୍ରୀକୁ ରାସ୍ତାରୁ ହଟାଇବା ପାଇଁ ନିଜେ ନିଜ…

କଂଗ୍ରେସକୁ ଲକ୍ଷେ ୩୮ ହଜାର ଟଙ୍କା ଦାନ କଲେ ନିରଞ୍ଜନ ପଟ୍ଟନାୟକ

କଂଗ୍ରେସକୁ ୧.୩୮ ଲକ୍ଷ ଟଙ୍କା ଚେକ୍ ଦେଲେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଚେକ ଦେଇଥିବା ନେଇ ସୋଶାଲ ମିଡିଆ ‘X’ରେ ସୂଚନା ଦେଇଛନ୍ତି। ଦଳ ପାଇଁ ପାଣ୍ଠି ସଂଗ୍ରହ ନିମନ୍ତେ ଅଭିଯାନ ଚଳାଇଛି କଂଗ୍ରେସ। ଟଙ୍କା ଦାନ ନେଇ…

ନାବାଳିକା ଦୁଷ୍କର୍ମୀକୁ ୨୦ ବର୍ଷ ଜେଲ୍‌ ଦଣ୍ଡାଦେଶ, ପୀଡିତାକୁ ୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦେବାକୁ ନିର୍ଦ୍ଦେଶ

କଟକ : ଜନୈକା ନାବାଳିକାକୁ ଦୁଷ୍କର୍ମ ଘଟଣାରେ ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ନିର୍ଦ୍ଦେଶ ଦେଇଛନ୍ତି କଟକ ସ୍ୱତନ୍ତ୍ର ଆଡ଼ହକ ପୋକସୋ କୋର୍ଟ। ଏହି କୋର୍ଟରେ ଦୁଷ୍କର୍ମକାରୀ ପାକୂଲ ସମତ ଦୋଷୀ ସାବ୍ୟସ୍ତ ହୋଇଛି। ଦୋଷୀକୁ ୨୦ ବର୍ଷର ସଶ୍ରମ…

ଭୁବନେଶ୍ୱରର ମଠ, ମନ୍ଦିର ଓ ସଂଖ୍ୟାଲଘୁ ପୂଜାସ୍ଥଳୀର ହେବ ରୂପାନ୍ତରଣ: ୧୫ କୋଟି ୨୦ଲକ୍ଷ ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଭୁବନେଶ୍ୱରର ମଠ, ମନ୍ଦିର ଓ ସଂଖ୍ୟାଲଘୁ ପୂଜାସ୍ଥଳୀର ହେବ ରୂପାନ୍ତର। ମନ୍ଦିର ମାଳିନୀ ଭୁବନେଶ୍ବରର ୫୦୭ଟି ଧାର୍ମିକ ଓ ଗୋଷ୍ଠୀ ପ୍ରକଳ୍ପ ପାଇଁ ୧୫କୋଟି ୨୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅର୍ଥରେ…