2023

ସତ୍ୟେନ୍ଦ୍ର ଜୈନଙ୍କୁ ଆଶ୍ୱସ୍ତି, ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ୍‌ ବଢ଼ାଇଲେ ସୁପ୍ରିମ୍‌କୋର୍ଟ

ଆମ୍‌ ଆଦମୀ ପାର୍ଟିର ନେତା ସତ୍ୟେନ୍ଦ୍ର ଜୈନଙ୍କୁ ବଡ଼ ଆଶ୍ୱସ୍ତି। ତାଙ୍କ ସ୍ୱାସ୍ଥ୍ୟ ଖରାପ ଆଧାରରେ ସୁପ୍ରିମ୍‌କୋର୍ଟ ଦେଇଥିବା ୬ ସପ୍ତାହର ଅନ୍ତରୀଣ ଜାମିନ୍‌କୁ ଏବେ ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ମନି ଲଣ୍ଡରିଂ ମାମଲାରେ କୋର୍ଟ ତାଙ୍କ ଅନ୍ତରୀଣ…

ସୌରିନ ଭଟ୍ଟଙ୍କ ଜାମିନ ଆବେଦନର ଶୁଣାଣି ଶେଷ

କଟକ: ହାଇକୋର୍ଟରେ କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଜାମିନ ଆବେଦନର ଶୁଣାଣି ଶେଷ । ରାୟ ସଂରକ୍ଷିତ। କୋର୍ଟରେ ଦାଖଲ ହେଲା କେସ ଡାଏରୀ ଓ ସିଆରପିସି ୧୬୪ ଆଧାରରେ ଵୟାନ ରେକର୍ଡ। କଣ୍ଠଶିଳ୍ପୀ ସୌରୀନଙ୍କ ନାଁରେ ବାନ୍ଧବୀଙ୍କ ସହ ଅସଦାଚରଣ ଓ…

୫ଟି ଫ୍ଲିଟ୍ ସପୋର୍ଟ ଜାହାଜ ପାଇଁ ଏଚଏସଏଲ୍ ସହ ୧୯ ହଜାର କୋଟିର ଚୁକ୍ତି

ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ପାଇଁ ପ୍ରୋତ୍ସାହନ। ପ୍ରତିରକ୍ଷା ମନ୍ତ୍ରଣାଳୟ ଆଜି (ଅଗଷ୍ଟ ୨୫, ୨୦୨୩) ଭାରତୀୟ ନୌସେନା ପାଇଁ ପାଞ୍ଚଟି ଫ୍ଲିଟ୍ ସପୋର୍ଟ ଜାହାଜ (FSS) ଅଧିଗ୍ରହଣ ପାଇଁ ବିଶାଖାପାଟନମ୍ ହିନ୍ଦୁସ୍ତାନ ସିପିୟାର୍ଡ ଲିମିଟେଡ୍ (HSL) ସହିତ ୧୯,୦୦୦ କୋଟି…

ପ୍ରଧାନମନ୍ତ୍ରୀଙ୍କୁ ଗ୍ରାଣ୍ଡ କ୍ରସ୍ ଅଫ୍ ଦି ଅର୍ଡର ଅଫ୍ ଅନରରେ ସମ୍ମାନିତ କଲେ ଗ୍ରୀସ୍ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଗ୍ରୀସ୍ ରାଷ୍ଟ୍ରପତି କାଟେରିନା ସାକେଲାରୋପୋଉଲୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗ୍ରାଣ୍ଡ କ୍ରସ୍ ଅଫ୍ ଦି ଅର୍ଡର ଅଫ୍ ଅନରରେ ସମ୍ମାନିତ କରିଛନ୍ତି। ଅର୍ଡର ଅଫ୍ ଅନର ୧୯୭୫ ମସିହାରେ ସ୍ଥାପିତ ହୋଇଥିଲା। ତାରାର ସମ୍ମୁଖ ପାର୍ଶ୍ୱରେ ଦେବୀ ଏଥେନାଙ୍କ ମୁଣ୍ଡକୁ…

ଡାକ୍ତରଖାନାରୁ ଗାଏବ ମହିଳା SI, ବିଷ ପିଇ ମେଡିକାଲ ହୋଇଥିଲେ ଭର୍ତ୍ତି

ବଲାଙ୍ଗିର: ବଏଫ୍ରେଣ୍ଡ ପାଇଁ ବିଷ ପିଇ ଚର୍ଚ୍ଚାକୁ ଆସିଥିବା ପୋଲିସ ଏସଆଇ କୁଆଡେ ଗଲେ? କୌଣସି ଏକ ମେଡିକାଲରେ ଚିକିତ୍ସିତ ହେଉଥିବା କୁହାଯାଉଛି । ଏନେଇ ବଲାଙ୍ଗିର SDPO ତୋଫାନ ବାଗ କହିଛନ୍ତି , ଏସଆଇଙ୍କ ବ୍ୟକ୍ତିଗତ ସମସ୍ୟା ନେଇ ଏପରି…

ଜି-୨୦ ଶିଖର ସମ୍ମିଳନୀ: ତିନି ଦିନ ପାଇଁ ସଟଡାଉନ ହେବ ଦିଲ୍ଲୀ

ନୂଆଦିଲ୍ଲୀ: ଜି-୨୦ ଶିଖର ସମ୍ମିଳନୀ ପାଇଁ ସଟଡାଉନ ହେବ ଦିଲ୍ଲୀ। ସେପ୍ଟେମ୍ବର ୮ରୁ ୧୦ ତାରିଖ ଯାଏ ରାଜଧାନୀ ନୂଆଦିଲ୍ଲୀର ପ୍ରଗତି ମୈଦାନସ୍ଥିତ ଭାରତ ମଣ୍ଡପମରେଜି-୨୦ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ। ସମ୍ମିଳନୀ ସମୟରେ ଯାତ୍ରା ପାଇଁ ମେଟ୍ରୋ ବ୍ୟବହାର କରିବାକୁ…

ଓଡ଼ିଶାରେ ସଡ଼କ ଦୁର୍ଘଟଣା ୭.୫୬ % ଥିବାବେଳେ ମୃତ୍ୟୁ ହାର ୬.୨୪%କୁ ହ୍ରାସ

ରାଜ୍ୟରେ ସଡକ ଦୁର୍ଘଟଣା ମୃତ୍ୟୁ ହାର ହ୍ରାସ ପାଇଛି। ୨୦୨୨ର ଦ୍ୱିତୀୟ ତିନି ମାସ ତୁଳନାରେ ୨୦୨୩ ଦ୍ୱିତୀୟାର୍ଦ୍ଧରେ ସଡକ ଦୁର୍ଘଟଣା ମୃତ୍ୟୁ କମିଛି। ୨୦୨୨ ଦ୍ୱିତୀୟ ତିନି ମାସରେ ସଡକ ଦୁର୍ଘଟଣା ୭.୫୬ ପ୍ରତିଶତ କମ ହୋଇଥିବା ବେଳେ ଏହା…

୯ ବର୍ଷ ପରେ ଆରମ୍ଭ ହେବ ରହସ୍ୟମୟ ‘ଛୋଟ ଅମରନାଥ ଯାତ୍ରା’ !

ନୂଆଦିଲ୍ଲୀ: ଛୋଟ ଅମରନାଥ ଯାତ୍ରା ୨୦୨୩ । କାଶ୍ମୀର ବାନ୍ଦୀପୋରା ଜିଲ୍ଲାରେ ପ୍ରାୟ ୯ ବର୍ଷର ବ୍ୟବଧାନ ପରେ ଆରମ୍ଭ ହେବ ଛୋଟ ଅମରନାଥ ଯାତ୍ରା । ସେଥିପାଇଁ ଚାଲିଛି ଆୟୋଜନ। ଛୋଟ ଅମରନାଥ ଯାତ୍ରା ଅଗଷ୍ଟ ୩୧ ତାରିଖରୁ ଆରମ୍ଭ…

ନାଗ ସାପ କବଳରୁ ମାଲିକକୁ ବଞ୍ଚାଇଲା ପୋଷା କୁକୁର ‘ବ୍ଲାକି’, ଶେଷରେ ନିଜେ ଆଖି ବୁଜିଦେଲା

ସମ୍ବଲପୁର: ପୋଷା କୁକୁର ସହ ନାଗ ସାପର ଲଢେଇ । ନାଗ ସାପ କବଳରୁ ମାଲିକଙ୍କୁ ବଞ୍ଚାଇଲା ପୋଷା କୁକୁର । ଘର ବାହାରେ ଲୁଚିିଥିଲା ନାଗ ସାପ । ଧିରେ ଧିରେ ପଶୁଥିଲା ଘର ଭିତରକୁ । ତାର ସଁ…

ଗୌହାଟି ହାଇକୋର୍ଟରେ ହେବ ମଣିପୁର ହିଂସା ମାମଲାର ଶୁଣାଣି, ସୁପ୍ରିମକୋର୍ଟଙ୍କ ଆଦେଶ

ଗୌହାଟି: ମଣିପୁରରେ ହୋଇଥିବା ହିଂସାକାଣ୍ଡର ପ୍ରଭାବ ସମଗ୍ର ରାଜ୍ୟରେ ଦେଖିବାକୁ ମିଳିଛି। ବିଭିନ୍ନ ସ୍ଥାନରେ ହୋଇଥିବା ହିଂସାକୁ ନେଇ ସୁପ୍ରିମକୋର୍ଟରେ ଅନେକ ପିଟିସନ ଦାୟର ମଧ୍ୟ ହୋଇଛି। ଯେଉଁଥିପାଇଁ ସୁପ୍ରିମକୋର୍ଟ ଶୁକ୍ରବାର ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ହିଂସା ସଂକ୍ରାନ୍ତ ମାମଲାର ଶୁଣାଣି…