2023

ଭିଜିଲାନ୍ସ ଜାଲରେ ବଲାଙ୍ଗିର ବିଇଓ ଅଫିସ ଆକାଉଣ୍ଟାଣ୍ଟ

ବଲାଙ୍ଗିର: ଭିଜିଲାନ୍ସ ଜାଲରେ ବିଇଓ ଅଫିସ ଆକାଉଣ୍ଟାଣ୍ଟ । ପେନସନ ପାଇଁ ଲାଞ୍ଚ ନେବାବେଳେ ମାଡି ବସିଲା ଭିଜିଲାନ୍ସ ଟିମ୍ । ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଆକାଉଣ୍ଟାଣ୍ଟ ଅଜୟ ଖୁଣ୍ଟିଆ ଆଜି ଲାଞ୍ଚ ନେବା…

ମଧୁମିତା ଶୁକ୍ଳା ମର୍ଡର କେସ୍‌; ୨୦ ବର୍ଷ ପରେ ଜେଲ୍‌ରୁ ମୁକୁଳିବେ ଅମରମଣି ତ୍ରିପାଠୀ ଓ ପତ୍ନୀ

ଦୀର୍ଘ ୨୦ ବର୍ଷ କାଳ ଜେଲ୍‌ରେ ରହିବା ପରେ ଉତ୍ତରପ୍ରଦେଶର ପୂର୍ବତନ ମନ୍ତ୍ରୀ ଅମରମଣି ତ୍ରିପାଠୀ ଓ ତାଙ୍କ ପତ୍ନୀ ମଧୁମଣି ତ୍ରିପାଠୀ ଖୁବ୍‌ ଶୀଘ୍ର ମୁକ୍ତ ହେବେ। ମଧୁମିତା ଶୁକ୍ଳା ନାମ୍ନୀ କବି ମର୍ଡର କେସ୍‌ରେ ଫସିଥିବା ଏହି ଦମ୍ପତିଙ୍କ…

ଅକ୍ଟୋବରରେ ଓଡ଼ିଶା ଆସିବେ ରାହୁଲ ଓ ପ୍ରିୟଙ୍କା !

ନୂଆଦିଲ୍ଲୀ: ୨୦୨୪ ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୀତି ସେତେ ସରଗରମ ହେଉଛି। ନିର୍ବାଚନ ଜିତିବା ଲକ୍ଷରେ ସମସ୍ତ ଦଳର ନେତା। ରାଜ୍ୟରେ ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ନିଜ ଦଳ ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି। ଏହି…

ରାଗିଂ ରୋକିବ ଇସ୍ରୋ, ପଶ୍ଚିମବଙ୍ଗରେ ହେବ ଆରମ୍ଭ

କଲେଜ କ୍ୟାମ୍ପସରେ ରାଗିଂ ରୋକିବାକୁ ନିଆଯିବ ଶକ୍ତ ପଦକ୍ଷେପ । ଏଥିରେ ସାହାଯ୍ୟ କରିବ ଇସ୍ରୋ । ଇସ୍ରୋର ଅତ୍ୟାଧୁନିକ ଜ୍ଞାନ କୌଶଳ ଯୋରୁ କଲେଜ କ୍ୟାମ୍ପସରେ ରାଗିଂର ମାତ୍ରା ବହୁତ କମିଯିବ ବୋଲି ଆକଳନ କରାଯାଉଛି। ପଶ୍ଚିମବଙ୍ଗ ରାଜ୍ୟପାଳ ଓ…

ପ୍ରଦୀପ ପାଣିଗ୍ରାହୀଙ୍କୁ ଅଟକାଇ ଗାଡି ଉପରକୁ ପାଣିବୋତଲ ଓ ଅଣ୍ଡା ମାଡ

ବ୍ରହ୍ମପୁର: ବ୍ରହ୍ମପୁରରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଅଧାବାଟରେ ଅଟକାଇଲେ । ଅଣ୍ଡା, ପାଣିବୋତଲ ମାଡ କଲେ । ଏମିତି ଭାବେ ଆଜି ପ୍ରଦୀପ ସମର୍ଥକ ଓ ବିଜେଡି ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଦେଖିବାକୁ ମିଳିଛି । ପରିସ୍ଥିତି ବିଷୟରେ…

ଜି-୨୦ ପାଇଁ ଭାରତ ଆସିବେନି ପୁଟିନ

ଭାରତର ରାଜଧାନୀ ଦିଲ୍ଲୀରେ ଆସନ୍ତା ମାସରେ ଜି-୨୦ର ମୁଖ୍ୟ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଠାରୁ ଆରମ୍ଭ କରି ଅନେକ ଦେଶର ମୁଖିଆମାନେ ସାମିଲ ହେବେ। କିନ୍ତୁ ଜି-୨୦ ବୈଠକରେ ଯୋଗ ଦେବାକୁ ରୁଷ…

ପାଣ୍ଡିଆନଙ୍କ ଗସ୍ତକୁ ନେଇ ବିଜେପି ନେତାଙ୍କୁ ଉଠାଇ ନେଲା ପୋଲିସ, ପ୍ରଦୀପ ପାଣିଗ୍ରାହୀଙ୍କୁ ଅଟକାଇଲେ ବିଜେଡି କର୍ମୀ

ବ୍ରହ୍ମପୁର:୫ଟି ସଚିବଙ୍କ ୩ ଦିନିଆ ଗଞ୍ଜାମ ଗସ୍ତକୁ ନେଇ ରାଜ୍ୟ ରାଜନୀତି ପଡୁଛି ଉଠୁଛି । ୫ଟିଙ୍କ ଗସ୍ତକୁ ନେଇ ଜୋରଦାର ବିରୋଧ କରିଛନ୍ତି ଗୋପାଳ ପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ତାଙ୍କୁ ଦଳରୁ ବହିଷ୍କୃତ କରାଯାଇଥିଲେ ହେଁ ସେ…

ନିର୍ବାଚନରେ ହେରଫେର ମାମଲା; ଟ୍ରମ୍ପ ଗିରଫ, ୨୦ ମିନିଟ୍‌ରେ ମୁକୁଳିଲେ

ନିର୍ବାଚନରେ ହେରଫେର ମାମଲାରେ ଆତ୍ମସମର୍ପଣ କଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଗିରଫଦାରୀର ମାତ୍ର ୨୦ ମିନିଟ୍‌ ପରେ ଟ୍ରମ୍ପଙ୍କୁ ଜାମିନ ମିଳି ଯାଇଥିବା ଜଣାଯାଇଛି। ଆଟଲାଣ୍ଟାର ଫ୍ଲୁଟୋନ କାଉଣ୍ଟି ଜେଲ୍‌ରେ ଆତ୍ମସମର୍ପଣ କରିବାକୁ ଟ୍ରମ୍ପ ପହଞ୍ଚିବା ବେଳକୁ…

ଅଧିକ କ୍ରିୟାଶୀଳ ହେବ ବିଏମସି; ଖୋଲିବ ୪୧୬ ନୂଆ ପଦବୀ

ଭୁବନେଶ୍ୱର: ଭୁବନେଶ୍ବର ମହାନଗର ନିଗମ ବା ବିଏମସି ହେବ ଅଧିକ ଦକ୍ଷ ଓ କ୍ରିୟାଶୀଳ । ନିଗମରେ ନିଯୁକ୍ତି ପାଇବେ ଅଧିକ ବ୍ୟକ୍ତି । ଖୋଲିବ ୪୧୬ଟି ନୂତନ ପଦବୀ । ଏହି ପଦବୀକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା: ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’, ହିନ୍ଦୀରେ ‘ସର୍ଦ୍ଦାର ଉଦ୍ଧମ’

ନୂଆଦିଲ୍ଲୀ: ଶ୍ରେଷ୍ଠ ଓଡ଼ିଆ ସିନେମା ଭାବେ ଚଳଚ୍ଚିତ୍ର ‘ପ୍ରତୀକ୍ଷା’କୁ ମିଳିବ ଜାତୀୟ ପୁରସ୍କାର। ଭାରତ ସରକାର ଆଜି ୬୯ତମ ଜାତୀୟ ଫିଲ୍ମ ପୁରସ୍କାର ତାଲିକା ଘୋଷଣା କରିଛନ୍ତି। ଏହି ଫିଲ୍ମର ପ୍ରଯୋଜନା ଅମୀୟ ପଟ୍ଟନାୟକ କରିଥିବା ବେଳେ ନିର୍ଦ୍ଦେଶକ ଥିଲେ ଅନୁପମ…