ମୁଖ୍ୟମନ୍ତ୍ରୀ ଏସ୍ଆର୍ଆଇଏମ୍ ଯୋଜନା ଆରମ୍ଭ
ଭୁବନେଶ୍ୱର: ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ) କ୍ଷେତ୍ରର ଆହୁରି ସମୃଦ୍ଧି ଆଣିବା ଲକ୍ଷ୍ୟରେ ରାଜ୍ୟ ସରକାର ଆରମ୍ଭ କରିଛନ୍ତି, ‘ଚିଫ୍ ମିନିଷ୍ଟର୍ସ ସ୍କିମ୍ ଫର୍ ରିମ୍ବର୍ସମେଣ୍ଟ ଅଫ୍ ଇଣ୍ଟ୍ରେଷ୍ଟ ଟୁ ଏମ୍ଏସ୍ଏମଇ (ସିଏମ୍-ଏସ୍ଆରଆଇଏମ୍) ଯୋଜନା। କାର୍ଯ୍ୟଶୈଳୀ ପୁଞ୍ଜିଋଣ ଉପରେ…
