2023

ଚନ୍ଦନପୁରରେ ଆତଙ୍କ: ଦୋକାନରେ ପଶି ମହିଳାଙ୍କୁ ହାଣିଦେଲେ ଦୁର୍ବୃତ୍ତ

ପୁରୀ: ପୁରୀ ଚନ୍ଦନପୁର ଥାନା ଅନ୍ତର୍ଗତ ଭାଇଲିପୁର ରୁଆ ଗ୍ରାମରେ ବିଭତ୍ସ ହତ୍ୟାକାଣ୍ଡ। ଜଣେ ମହିଳାଙ୍କୁ କିଛି ଦୁର୍ବୁତ୍ତ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଛନ୍ତି। ମୃତ ମହିଳା ଜଣକ ହେଉଛନ୍ତି ସ୍ଥାନୀୟ ଅଞ୍ଚଳର ସସ୍ମିତା ବରାଳ। ସସ୍ମିତାଙ୍କର ଏକ…

ବିଆରଏସର ବିଧାନସଭା ପ୍ରାର୍ଥୀ ଘୋଷଣା, ୨ଟି ଆସନରୁ ଲଢ଼ିବେ କେସିଆର୍

ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଆରଏସ୍। ତେଲେଙ୍ଗାନାର ଶାସକ ଦଳ ଭାରତ ରାଷ୍ଟ୍ର ସମିତି ଆଜି ସମସ୍ତ ୧୧୯ ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଏଥର ଦୁଇଟି ଆସନରୁ ଲଢିବେ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର…

ଶ୍ରୀମନ୍ଦିର ସୁରକ୍ଷିତ ଅଛି, ମରାମତି କାମ ମଧ୍ୟ ଠିକଭାବେ ଚାଲିଛି- ଏଏସଆଇ ଅଧିକାରୀ

ପୁରୀ:ଶ୍ରୀମନ୍ଦିର ସୁରକ୍ଷିତ ଅଛି । ସମସ୍ତ ମରାମତି କାମ ମଧ୍ୟ ଠିକଭାବେ ଚାଲିଛି । କାମ ନେଇ ଆଶ୍ୱସ୍ତି ପ୍ରକାଶ କରିଛନ୍ତି ଏଏସଆଇ ଅଧିକାରୀ ।ଶ୍ରୀମନ୍ଦିର ନାଟମଣ୍ଡପ ଦୁର୍ବଳତାକୁ ନେଇ ଅମିକଶ କ୍ୱରୀଙ୍କ ସତ୍ୟପାଠ ହାଇକୋର୍ଟରେ ଦାଖଲ ପରେ ଆଜି ଶ୍ରୀମନ୍ଦିର…

୨୦୧୪ ପୂର୍ବରୁ ଠକେଇ ଓ ଦୁର୍ନୀତିର ଯୁଗ ଥିଲା: ପ୍ରଧାନମନ୍ତ୍ରୀ ମୋଦି

ପୁଣିଥରେ ବିରୋଧୀଙ୍କ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୨୦୧୪ ପୂର୍ବରୁ ବିରୋଧୀ ଗରିବଙ୍କ ଅଧିକାରକୁ ଲୁଟ କରୁଥିଲେ ବୋଲି ସେ କହିଛନ୍ତି। ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ମଧ୍ୟପ୍ରଦେଶରେ ଆୟୋଜିତ ଗୋଟିଏ କାର୍ଯ୍ୟକ୍ରମରେ ମୋଦି ଭିଡିଓ କନଫରେନ୍ସିଂ ଦ୍ୱାରା ସାମିଲ…

ରାଜ୍ୟରେ ଫସଲ ବୀମା ପଞ୍ଜିକରଣ ୨୩.୫୦ ଲକ୍ଷକୁ ବୃଦ୍ଧି

ଭୁବନେଶ୍ୱର: ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନା (ପିଏମଏଫ୍‍ବିୱାଇ) ଅନ୍ତର୍ଗତ ପଞ୍ଜିକରଣ ପୂର୍ବ ବର୍ଷଗୁଡିକରେ ପ୍ରାୟ ୧୦/୧୧ ଲକ୍ଷ ହୋଉଥିବା ବେଳେ ଚଳିତବର୍ଷ ଖରିଫରେ ଏହା ୨୩.୫୦ ଲକ୍ଷକୁ ଟପି ଯାଇଛି। ୨୦୧୬ ଖରିଫ ଠାରୁ ରାଜ୍ୟରେ ପିଏମଏଫ୍‍ବିୱାଇ କାର୍ଯ୍ୟ କରୁଛି।…

ଏନଏମସିର କଡ଼ା ନିର୍ଦ୍ଦେଶ, ଫାର୍ମା କମ୍ପାନୀ ଟଙ୍କାରେ ସଭା କରିପାରିବେନି ଡାକ୍ତର

ଏଣିକି ଆଉ ଫାର୍ମାସ୍ୟୁଟିକାଲ୍ କମ୍ପାନୀଗୁଡିକ ଦ୍ୱାରା ପ୍ରାୟୋଜିତ ବୈଠକରେ ଯୋଗ ଦେଇପାରିବେନି ଡାକ୍ତର। ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ଫାର୍ମାସ୍ୟୁଟିକାଲ୍ କମ୍ପାନୀଗୁଡ଼ିକ ଆୟୋଜନ କରୁଥିବା କର୍ମଶାଳା କିମ୍ୱା ସମ୍ମିଳନୀରେ ଡାକ୍ତରମାନଙ୍କ ଯୋଗଦାନକୁ ବାରଣ କରିଛି ନ୍ୟାସନାଲ୍ ମେଡିକାଲ୍ କମିସନ୍(ଏନଏମସି)। କକଟେଲ ରାତ୍ର…

ପୁଅକୁ ନେଇ ସ୍କୁଲ ଛାଡ଼ିବାକୁ ଯାଉଥିଲେ ବାପାମା’; ମାଡ଼ିଗଲା କାର୍

କୁଜଙ୍ଗ:କୁନି ପୁଅ ସ୍କୁଲ ଯିବ । ବାପା-ମା’ ପୁଅକୁ ନେଇ ସ୍କୁଲରେ ଛାଡିବା ପାଇଁ ତତ୍ପର ଥିଲେ । ଏକାଠି ଯାଇଥିଲେ ପୁଅକୁ ଛାଡିବା ପାଇଁ । ହେଲେ ପୁଅକୁ ସ୍କୁଲରେ ଛାଡି ଯାଇଥିବା ମା’ ଯେ ଏମିତି ଦୁନିଆ ଛାଡି…

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଲେ ରଜନୀକାନ୍ତ

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଛନ୍ତି ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତ। ୟୁପିର ଲକ୍ଷ୍ନୌରେ ପତ୍ନୀ ଲତା ରଜନୀକାନ୍ତଙ୍କ ସହ ପହଞ୍ଚିଥିଲେ ‘ଥଲାଇଭି’। ବର୍ତ୍ତମାନ ରଜନୀକାନ୍ତଙ୍କ ଫିଲ୍ମ ‘ଜେଲର୍‌’ ବକ୍ସ ଅଫିସରେ ଜବରଦସ୍ତ ଆୟ କରୁଛି। ଯେବେଠାରୁ ଏହା ରିଲିଜ୍‌ ହୋଇଛି,…

ନବ ଦାସ ହତ୍ୟା ମାମଲା: ଘୁଞ୍ଚିଲା ଗୋପାଳ ଦାସ ଡିସଚାର୍ଜ ପିଟିସନ୍ ଶୁଣାଣି

ଝାରସୁଗୁଡା: ମନ୍ତ୍ରୀ ନବଦାସ ହତ୍ୟା ମାମଲା । ଆସନ୍ତା ସେପ୍ଟେମ୍ବର ୨ ତାରିଖକୁ ଘୁଞ୍ଚିଲା ଅଭିଯୁକ୍ତ ଗୋପାଳ ଦାସର ଡିସଚାର୍ଜ ପିଟିସନ୍ ଶୁଣାଣି । ଝାରସୁଗୁଡା ଅତିରିକ୍ତ ଜିଲ୍ଲା ଦୌରା ଜଜ ଛୁଟିରେ ଥିବାରୁ ଡିସଚାର୍ଜ ପିଟିସନର ଶୁଣାଣିକୁ ଘୁଞ୍ଚାଇ ଦିଆଯାଇଛି…

ଶରଦ ଖୋଲିଲେ ଅଜିତଙ୍କ ଗୁମର

ଏନସିପି ବିରୋଧରେ ବିଦ୍ରୋହ ଘୋଷଣା କରି ରାଜ୍ୟର କ୍ଷମତାସୀନ ବିଜେପି ସରକାରକୁ ଅଜିତ ପାୱାର ସମର୍ଥନ କରିଥିବା ଘଟଣାକୁ ଦୀର୍ଘ ଦିନ ବିତି ଗଲାଣି। ମାତ୍ର ଏବେ ଶରଦ ପାୱାର ଖୋଲିଛନ୍ତି ଗୁମର। କାହିଁକି ଅଜିତ ପାୱାର ଏନସିପି ଶିବିର ଛାଡ଼ିଛନ୍ତି…