କୁନି ଝିଅ ସମସ୍ୟା ବଖାଣିବା ପରେ ପଦୁଗୁଡ଼ା ଗାଁ ପହଞ୍ଚିଲା ଦଶମନ୍ତପୁର ବ୍ଲକ୍ ପ୍ରଶାସନ
କୋରାପୁଟ: ସଫଳ ହେଲା କୁନି ଝିଅର ନିଆରା ଢଙ୍ଗରେ କରିଥିବା ଅଭିଯୋଗ। କୁନିଝିଅ ନିଜ ଅଞ୍ଚଳର ସମସ୍ୟା ବଖାଣିବା ପରେ ପଦୁଗୁଡ଼ା ଗାଁରେ ପହଞ୍ଚିଛି ଦଶମନ୍ତପୁର ବ୍ଲକ୍ ପ୍ରଶାସନ। ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାର ଦଶମନ୍ତପୁର ଅଞ୍ଚଳବାସୀଙ୍କ ସମସ୍ୟାକୁ ଅଗଷ୍ଟ ୧୫…
