ମହିଳାଙ୍କ ହାତରୁ ଫୋନ ନେଇ ସେଲଫି ଉଠାଇଲେ, ସହିଦଙ୍କ ବୃଦ୍ଧା ମା’ଙ୍କୁ ମୁଣ୍ଡିଆ ମାରିଲେ ନିର୍ମଳା
ପୁରୀ: କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ । ଯେମିତି ସରଳ ସେମିତି ନିରାଡମ୍ବର । ବେଶ ପୋଷାକଠରୁ ଆରମ୍ଭ କରି କଥାବାର୍ତ୍ତା ପର୍ଯନ୍ତ ସବୁଥିରେ ତାଙ୍କର ସରଳତା, ତାଙ୍କର ନିରାଡମ୍ବର ଜୀବନଶୈଳୀ ବେଶ ବାରି ହୋଇପଡେ । ଦୁଇଦିନିଆ ଓଡ଼ିଶା…
