ଆଇପିଏଲ ଇତିହାସରେ ସବୁଠାରୁ ମହଙ୍ଗା ଖେଳାଳି ମିଚେଲ ଷ୍ଟାର୍କ, ୨୪.୭୫ କୋଟିରେ ବିକ୍ରି ହେଲେ

ନୂଆଦିଲ୍ଲୀ: ଆଇପିଏଲ ଇତିହାସରେ ନୂଆ ତଥା ଐତିହାସିକ ରେକର୍ଡ କରିଛନ୍ତି ଅଷ୍ଟ୍ରେଲିଆର ଦ୍ରୁତ ବୋଲର ମିଚେଲ ଷ୍ଟାର୍କ। ତାଙ୍କୁ କୋଲକାତା ନାଇଟ ରାଇଡର୍ସ ୨୪.୭୫ କୋଟି ଟଙ୍କାରେ କିଣିଛି। ଷ୍ଟାର୍କ ଆଇପିଏଲ ଇତିହାସରେ ସବୁଠାରୁ ମହଙ୍ଗା ଖେଳାଳି ବନିଛନ୍ତି। ତାଙ୍କ ପୂର୍ବରୁ…

ଶାହରୁଖ ଖାଁଙ୍କ ପତ୍ନୀ ଗୌରୀଙ୍କୁ ଇଡି ନୋଟିସ୍

ନୂଆଦିଲ୍ଲୀ: ଶାହରୁଖ ଖାଁଙ୍କ ପତ୍ନୀ ଗୌରୀ ଖାଁ ଅଡ଼ୁଆରେ ପଡ଼ିଯାଇଛନ୍ତି । ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅର୍ଥାତ୍ ଇଡି ପକ୍ଷରୁ ଏକ ନୋଟିସ୍ ପଠାଯାଇଛି। ଗୌରୀ ଖାଁ ହେଉଛନ୍ତି ରିଅଲ୍ ଇଷ୍ଟେଟ୍ କମ୍ପାନି ତୁଳସୀନୀ ଗ୍ରୁପ୍ ର ବ୍ରାଣ୍ଡ ଆମ୍ବାସାଡର। ୨୦୧୫ରେ…

ବହୁତ ଭଲ କାମ କରିଛନ୍ତି, ଜାମିନ ମିଳିବା କଥା: ଦୁଇ ଛାତ୍ରଙ୍କୁ ଜାମିନ ଦେଇ ଏଭଳି କହିଲେ ହାଇକୋର୍ଟ

ଭୋପାଳ: ଜଣେ ବିଚାରପତିଙ୍କ କାର ଛଡ଼ାଇ ନେବା ଅଭିଯୋଗରେ ଜେଲରେ ଥିବା ଦୁଇ ଛାତ୍ରଙ୍କୁ ଜାମିନ ମିଳିଛି। ଡିସେମ୍ବର ୧୨ରୁ ଉଭୟ ଛାତ୍ର ଜେଲରେ ଥିଲେ। ନିମ୍ନ ଅଦାଲତରେ ଜାମିନ ଆବେଦନ ଖାରଜ ହେବା ପରେ ଉଭୟ ଛାତ୍ର ମଧ୍ୟପ୍ରଦେଶ ହାଇକୋର୍ଟରେ…

ବିଜେପିର ଚିନ୍ତନ ବୈଠକ ପରି ହୋଇଯାଇଛି ସଂସଦ : ଓଓ୍ବୈସି

ନୂଆଦିଲ୍ଲୀ: ଲୋକସଭା ଓ ରାଜ୍ୟସଭାରୁ ୧୪୧ ବିରୋଧୀ ସାଂସଦଙ୍କୁ ନିଲମ୍ବିତ କରାଯିବା ଘଟଣାକୁ ନେଇ ଏଆଇଏମଆଇଏମ୍ ସାଂସଦ ଅସଦୁଦ୍ଦିନ ଓଓ୍ବୈସି ମୋଦି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ନିଲମ୍ବନ ପ୍ରତ୍ୟାହାର କରାଯାଉ ବୋଲି ସେ ଦାବି କରିଛନ୍ତି। ସଂସଦ ବିଜେପିର ଚିନ୍ତନ…

ଲୋକଙ୍କ ହୃଦୟରେ ମୋଦୀ ଅଛନ୍ତି, ଉପାଡି ଫୋଫାଡ଼ିବା ସମ୍ଭବ ନୁହେଁ: ମନୋଜ ତିୱାରୀ

ନୂଆଦିଲ୍ଲୀ:ଲୋକଙ୍କ ହୃଦୟରେ ପ୍ରଧାନମନ୍ତ୍ରୀ ମୋଦୀ ଅଛନ୍ତି, ତାଙ୍କୁ ଉପାଡି ଫୋଫାଡ଼ିବା ସମ୍ଭବ ନୁହେଁ | ବିଜେପି ସାଂସଦ ମନୋଜ ତିୱାରୀ ଆଜି ଏଭଳି କିଛି ବୟାନ ଦେଇ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ଟାର୍ଗେଟ କରିଛନ୍ତି | ମୋଦୀଙ୍କୁ ଉପାଡି…

ଚେଇଁ ଶୋଇଥିବ ଯିଏ ତାକୁ ଉଠାଇବ କିଏ : ପାଣ୍ଡିଆନ

ଭୁବନେଶ୍ୱର: ଯେଉଁମାନେ ପ୍ରକୃତରେ ଶୋଇଛନ୍ତି, ତାଙ୍କୁ ନିଦରୁ ଉଠାଇହେବ । କିନ୍ତୁ ଯେଉଁମାନେ ଚେଇଁ ଶୋଇଛନ୍ତି ବା ଶୋଇବାର ଅଭିନୟ କରୁଛନ୍ତି ସେମାନଙ୍କ ପାଇଁ କିଛି କରିହେବ ନାହିଁ । ଆଜି କେନ୍ଦ୍ରାପଡ଼ାର ବିକାଶ ସମୀକ୍ଷା ସମୟରେ ବିକାଶ ବିରୋଧୀଙ୍କ ଆଡ଼କୁ…

ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ଆସନ୍ତା ୨୨ରେ ହେବ ଶୁଭ ଖୁଣ୍ଟି ସ୍ଥାପନ

ବରଗଡ଼: ଆସନ୍ତା ଡ଼ିସେମ୍ବର ୨୨ ତାରିଖ ଦିନ ଅପରାହ୍ନରେ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ଶୁଭ ଖୁଣ୍ଟି ସ୍ଥାପନ ହେବ। ଅପରାହ୍ନ ସମୟରେ ତଳିପଡା ସ୍ଥିତ ମାଁ ସମଲେଶ୍ଵରୀ ମନ୍ଦିର ଠାରେ ପୂଜାର୍ଚ୍ଚନା ପରେ ହାଟପଦା ଠାରେ ହେବ ଶୁଭ…

ପୁଣିଥରେ କେଜ୍ରିୱାଲଙ୍କୁ ସମନ କଲା ଇଡି

ପ୍ରତ୍ୟାହୃତ ହୋଇ ସାରିଥିବା ତଥାକତିଥ ଦିଲ୍ଲୀ ଅବାକାରୀ ନୀତି ଦୁର୍ନୀତି ଘଟଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣି ସମନ କରିଛି। ତାଙ୍କୁ ଗୁରୁବାର ଇଡି ମୁଖ୍ୟାଳୟରେ ହାଜର ହେବାକୁ ଇଡି କହିଛି। ଏହାପୂର୍ବରୁ ସମାନ ମାମଲାରେ…

ଆସନ୍ତାକାଲି ଦିଲ୍ଲୀ ଯିବେ କଂଗ୍ରେସ ଓ ବିଜେପି ନେତା

ଆଗାମୀ ସାଧାରଣ ନିର୍ବାଚନ ପାଇଁ ରାଜ୍ୟର ଦୁଇ ପ୍ରମୁଖ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ନିଜର ନିର୍ବାଚନୀ ରଣନୀତି ଚୂଡ଼ାନ୍ତ କରିବେ । ଏଥିପାଇଁ ରାଜ୍ୟରେ ଦୁଇ ଦଳର ବରିଷ୍ଠ ନେତା ଓ ବିଧାୟକମାନେ ଭିନ୍ନ ଭିନ୍ନ ଭାବେ ଦିଲ୍ଲୀ…

ଫେରିଲା କରୋନା! ସବୁ ରାଜ୍ୟକୁ ସତର୍କ କରାଇଲା କେନ୍ଦ୍ର

ପୁଣି ଥରେ ଡରାଇବା ଆରମ୍ଭ କଲାଣି ମହାମାରୀ କରୋନା। କରୋନାର ସବଭ୍ୟାରିଏଣ୍ଟ ଜେଏନ ୧ ଭାରତରୁ ଠାବ ହେବା ପରେ ସମସ୍ତଙ୍କ ମନରେ ଛନକା ପଶିଛି। ଏହାକୁ ଦୃଷ୍ଟିରେ ରଖି ସବୁ ରାଜ୍ୟ ପାଇଁ ସତର୍କ ସୂଚନା ଜାରି କରିଛନ୍ତି କେନ୍ଦ୍ର…