ଦେଶର ୪୦୦୧ ବିଧାୟକଙ୍କ ସମ୍ପତ୍ତି ମୂଲ୍ୟ ତିନିଟି ରାଜ୍ୟର ମୋଟ ବଜେଟ୍ ଠାରୁ ବି ଅଧିକ
ନୂଆଦିଲ୍ଲୀ : ଆମ ଦେଶର ବିଧାୟକଙ୍କ ସମ୍ପତ୍ତି ୩ଟି ରାଜ୍ୟର ବାର୍ଷିକ ବଜେଟଠାରୁ ବି ଅଧିକା। ଆଜ୍ଞା ହଁ… ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏକଥା ସତ। ମଙ୍ଗଳବାର ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁସାରେ, ଦେଶରେ କାର୍ଯ୍ୟରତ ୪,୦୦୧ ବିଧାୟକଙ୍କ ନିକଟରେ…
