ୱିମ୍ବଲଡନ୍ ଟେନିସ୍ ପ୍ରତିଯୋଗିତା: ମାର୍କେଟାଙ୍କୁ ପ୍ରଥମ ଗ୍ରାଣ୍ଡସ୍ଲାମ୍ ମୁକୁଟ
ଲଣ୍ଡନ୍ : ଟୋକିଓ ଅଲିମ୍ପିକ୍ସ ରୌପ୍ୟ ବିଜୟିନୀ ଚେକ୍ ଗଣରାଜ୍ୟ ଖେଳାଳି ମାର୍କେଟା ଭନ୍ଦ୍ରୋସୋଭା ପ୍ରଥମ ଥର ଗ୍ରାଣ୍ଡସ୍ଲାମ୍ ଟ୍ରଫି ଜିତିଛନ୍ତି। ୱିମ୍ବଲଡନ୍ ଟେନିସ୍ ପ୍ରତିଯୋଗିତାର ମହିଳା ଏକକ ଫାଇନାଲ୍ରେ ଶନିବାର ବିଶ୍ବର ୪୨ ନମ୍ବର ଭନ୍ଦ୍ରୋସୋଭା ୬-୪, ୬-୪ ସିଧାସଳଖ…
