2023

କୃଷିମନ୍ତ୍ରୀଙ୍କ ଘର ସାମ୍ନାରେ ଶସ୍ତାରେ ପରିବା ବିକ୍ରି କଲା ଛାତ୍ର କଂଗ୍ରେସ

ଭୁବନେଶ୍ୱର:ପନିପରିବାର ଦର ଆକାଶଛୁଆଁ ହୋଇଥିବାବେଳେ ଏହାର ପ୍ରତିବାଦ କରି ରାସ୍ତାକୁ ଓହ୍ଲାଇଛି ଚାତ୍ର କଂଗ୍ରେସ । ଛାତ୍ର କଂଗ୍ରେସ ପକ୍ଷରୁ ଆଜି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଘର ଗେଟ୍ ଆଗରେ ଛାତ୍ର କଂଗ୍ରେସ କର୍ମୀ ପରିବା ବିକ୍ରି କରୁଥିବା…

ଭାରତ ଓଡିଆଇ ବିଶ୍ବକପ ପାଇଁ ନଆସିଲେ ଆମେ ଏସିଆ କପ୍ ପାଇଁ ଯିବୁନି: ପାକ୍ କ୍ରୀଡା ମନ୍ତ୍ରୀ

ନୂଆଦିଲ୍ଲୀ: ଅଗଷ୍ଟ ୩୧ରୁ ଆରମ୍ଭ ହେବ ଏସିୟା କପ୍ ୨୦୨୩। କିଛି ଦିନ ତଳେ ମ୍ୟାଚ୍ ଆରମ୍ଭ ହେବା ସମ୍ବନ୍ଧୀୟ ସୂଚନା ଦେଇଥିଲା ଏସିୟାନ କ୍ରିକେଟ କାଉନସିଲ(ଏସିସି)। ମ୍ୟାଚ୍ ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୧୭ ପର୍ଯ୍ୟନ୍ତ ଚାଲିବା ସହ ପାକିସ୍ତାନରେ ମାତ୍ର…

ଆସନ୍ତାକାଲି ଶ୍ରାବଣ ମାସର ପ୍ରଥମ ସୋମବାର, ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା ପାଇଁ ସଜାଗ ପୋଲିସ୍

ଭୁବନେଶ୍ୱର: ଆସନ୍ତାକାଲି ପ୍ରଥମ ସୋମବାର ପାଇଁ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିବ । ଏନେଇ ସ୍ୱତନ୍ତ୍ର ନୀତି କାନ୍ତି ପାଇଁ ବ୍ୟବସ୍ଥା କରାଯାଇଛି । ଚଳିତ ବର୍ଷ ଯୋଡା ଶ୍ରବଣ ହୋଇ ଥିବାରୁ ପୂର୍ବରୁ ନୀତି ର୍ନିଘଣ୍ଟ କରାଯାଇଛି…

ପୁଣି ସାମନାକୁ ଆସିଲା ଆଦିବାସୀ ନିର୍ଯାତନା ଘଟଣା; ମଧ୍ୟପ୍ରଦେଶରେ ୨ ଭାଇଙ୍କୁ ବାନ୍ଧି ପିଟିଲେ ୩ ଯୁବକ

ଭୋପାଳ : ମଧ୍ୟପ୍ରଦେଶରେ ଦଳିତଙ୍କ ଉପରେ ଆକ୍ରମଣ ଘଟଣା ଥମିବା ନାଁ ଧରୁନି। ସିଧି ଜିଲ୍ଲାରେ ଜଣେ ଆଦିବାସୀଙ୍କ ଉପରେ ଜଣେ ଯୁବକ ପରିସ୍ରା କରିବା ଘଟଣା ସମଗ୍ର ଦେଶରେ ଚର୍ଚ୍ଚାର କାରଣ ପାଲଟିଥିବା ବେଳେ ଏବେ ଇନ୍ଦୋରରେ ଆଦିବାସୀ ସମ୍ପ୍ରଦାୟର…

ବଙ୍ଗ ନିର୍ବାଚନୀ ହିଂସାରେ ପୁଣି ୨ଜଣ ‘ତୃଣମୂଳ କଂଗ୍ରେସ’ କର୍ମୀଙ୍କୁ ହତ୍ୟା; ୨୦ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

କୋଲ୍‌କାତା: ଆଉ ୨ଜଣ ‘ତୃଣମୂଳ କଂଗ୍ରେସ କର୍ମୀ’ଙ୍କୁ ହତ୍ୟା କରାଯିବା ପରେ ଆଜି ସକାଳସୁଦ୍ଧା ପଶ୍ଚିମବଙ୍ଗ ନିର୍ବାଚନୀ ହିଂସାକାଣ୍ଡଜନିତ ମୃତ୍ୟୁସଂଖ୍ୟା ୨୦କୁ ବୃଦ୍ଧି ପାଇଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି। ବିଶେଷସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ଶନିବାର ରାତିରେ ମାଲ୍‌ଦାର…

ଶାରଳା ମନ୍ଦିରରେ ଜାରି ହେଲା କଟକଣା, ମନ୍ଦିର ଭିତରକୁ ମୋବାଇଲ ଫୋନ ଓ ପଲିଥିନ୍ ମନା

ଜଗତସିଂହପୁର: ଜଗତସିଂହପୁର ମା’ ଶାରଳା ମନ୍ଦିରରେ ନୂଆ ନିୟମ ଲାଗୁ ହୋଇଛି । ମନ୍ଦିର ପରିଚାଳନା କମିଟି ବୈଠକରେ ନୂଆ ନିୟମ ନେଇ ନିଷ୍ପତ୍ତି ନିଆଯାଇଛି । ମନ୍ଦିର ଭିତରକୁ ମୋବାଇଲ ଫୋନ ଓ ପଲିଥିନ ନେବା ଉପରେ କଟକଣା ଲାଗିଛି…

‘ଆଞ୍ଚଳିକ ଦଳ ଗୁଡ଼ିକୁ ମାଟିରେ ମିଶାଇବାକୁ ବିଜେପି ଷଡଯନ୍ତ୍ର କରୁଛି

ମୁମ୍ବାଇ : ଆସନ୍ତା ଲୋକସଭା ନିର୍ବାଚନରେ କ୍ଷମତା ହାତେଇବାକୁ ବିଜେପି ରଚୁଛି ଚକ୍ରାନ୍ତ । ବିରୋଧୀ ଦଳକୁ ଭାଗ ଭାଗ କରିଦେଲେ କ୍ଷମତା ଅକ୍ତିଆର କରିବାରେ ଅସୁବିଧା ହେବନି ବୋଲି ବୁଝି ନେଇଥିବା ବିଜେପି ସେହି ଅନୁଯାୟୀ ଚଳାଇଛି ଯୋଜନା। ଏନସିପିରେ…

ସାଂସଦଙ୍କ ଟାର୍ଗେଟରେ ୫ଟି ସଚିବ

ଭୁବନେଶ୍ୱର: ପୁଣି 5T ସଚିବଙ୍କ ଉପରେ ବର୍ଷିଲେ ସାଂସଦ ଅପରାଜିତା ଷଡଙ୍ଗୀ । ସଚିବଙ୍କ ନାଁ ନ ନେଇ ପୁଣି ଟାର୍ଗେଟ କଲେ ସାସଂଦ । ଭୁବନେଶ୍ୱରରେ ସାମ୍ବାଦିକମାନଙ୍କ ଉତ୍ତର ଦେଇ କହିଛନ୍ତି, ଯଦି ହୁଳହୁଳି, ଚନ୍ଦନ ଏବଂ ଜିନ୍ଦାବାଦ ଦରକାର…

‘ଏନ୍‌ଡିଏ’ରେ ମିଶିବ କି ‘ଏଲ୍‌ଜେପି’: କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ‌ରାୟଙ୍କୁ ଭେଟିଲେ ଚିରାଗ ପାସ୍‌ୱାନ୍‌

ନୂଆଦିଲ୍ଲୀ: ‘ଲୋକ ଜନଶକ୍ତି ପାର୍ଟି’ର (ରାମ ବିଳାସ) ଅଧ୍ୟକ୍ଷ ଚିରାଗ ପାସ୍‌ୱାନ୍‌ ‘ଏନ୍‌ଡିଏ’ ସହିତ ଯୋଗ ଦେବ ବୋଲି କଳ୍ପନାଜଳ୍ପନା ଚାଲିଥିବା ବେଳେ ଆଜି ଚିରାଗ କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କୁ ଭେଟିଛନ୍ତି। ଚିରାଗଙ୍କୁ ଭେଟିବା ପରେ ନିତ୍ୟାନନ୍ଦ ରାୟ କହିଛନ୍ତି, ଏ…

ଅପରେଶନ White Spider: ୧୧୦୦ ଗ୍ରାମର ବ୍ରାଉନସୁଗାର ଜବତ କଲା ଏସଟିଏଫ

ଭୁବନେଶ୍ୱର: କ୍ରାଇମବ୍ରାଞ୍ଚ ଏସଟିଏଫ୍ ଓ ଖୋର୍ଦ୍ଧା ଜିଲ୍ଲା ପୋଲିସକୁ ବଡ଼ ସଫଳତା । ଖୋର୍ଦ୍ଧା ଜିଲ୍ଲା ସିମର-ବାଙ୍କି ରୋଡ଼ ଓସ୍ତପୁର ଗାଁ ନିକଟରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ କରିଛି ଏସଟିଏଫ ଓ ଖୋର୍ଦ୍ଧା ପୋଲିସର ମିଳିତ ଟିମ । ଏହାସହ…