2023

ଭିମସାରରେ ଛାତ୍ର ହିଂସା ଘଟଣା: ତଦନ୍ତ ପାଇଁ ଗଠନ ହେଲା ୪ଜଣିଆ ଟିମ୍

ବୁର୍ଲା/ସମ୍ବଲପୁର: ଭିମସାରରେ ଗତ ୫ ତାରିଖ ଦିନ ଡାକ୍ତରୀ ଛାତ୍ରଙ୍କ ଖଣ୍ଡଯୁଦ୍ଧ ଘଟଣା ନେଇ ତଦନ୍ତ ଟିମ୍ ଗଠନ ହୋଇଛି । ଶିଶୁ ବିଭାଗ ପ୍ରଫେସର ପ୍ରକାଶ ପଣ୍ଡାଙ୍କ ନେତୃତ୍ବରେ ମେଡିସିନ ବିଭାଗର ପ୍ରଫେସର ମମତା ମର୍ମୁ, ଏସ୍‌ଏମ୍‌ଟି ବିଭାଗର ସତ୍ୟସାଇ…

ଏନଡିଏରେ ସାମିଲ ହୋଇପାରନ୍ତି ଅକାଳି ଦଳ, ଟିଡିପି ଓ ଏଲଜେପି

ନୂଆଦିଲ୍ଲୀ : ୨୦୨୪ ନିର୍ବାଚନ ପାଇଁ ବିରୋଧୀ ଦଳ ଏକାଠି ହେଉଥିବାବେଳେ ବିଜେପି ମଧ୍ୟ ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏଥପାଇଁ ବିଜେପିର ସାଂଗଠନିକ ସ୍ତରରେ କେତେକ ପରିବର୍ତ୍ତନ କରାଯାଉଥିବାବେଳେ ଏନଡିଏରୁ ଅଲଗା ହୋଇଥିବା ପୁରୁଣା ସହଯୋଗୀ ଦଳଙ୍କୁ ପୁଣି…

୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ ସୁକିନ୍ଦା ଥାନା SI

ଯାଜପୁର; ଯାଜପୁର ସୁକିନ୍ଦା ଥାନାରେ ଭିଜିଲାନ୍ସ ରେଡ। ଭିଜିଲାନ୍ସ ଜାଲରେ ଖୋଦ୍ ସୁକିନ୍ଦା ଥାନା ଏସଆଇ। ସୁକିନ୍ଦା ଥାନାର ସବ ଇନ୍ସପେକ୍ଟର ନିର୍ମଳ ଚନ୍ଦ୍ର ସେନାପତି ଜୈନେକ ଜଣେ ଗାଡି ମାଲିକଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ…

ଜମ୍ମୁର ଏହି ମନ୍ଦିରରେ ଲାଗୁ ହେଲା ଡ୍ରେସ୍ କୋଡ୍ ; ଜିନ୍ସ, ହାଫ ପ୍ୟାଣ୍ଟ, ସ୍କର୍ଟ ପିନ୍ଧି ଯାଇପାରିବେନି ଭକ୍ତ

ଜମ୍ମୁ : ପୁରୀ ଶ୍ରୀମନ୍ଦିରରେ ପ୍ରସ୍ତାବିତ ଡ୍ରେସ୍ କୋଡକୁ ନେଇ ରାଜ୍ୟରେ ବିତର୍କ ଚାଲିଥିବାବେଳେ ଜମ୍ମୁର ଏକ ମନ୍ଦିରରେ ଡ୍ରେସ କୋଡ୍ ( ପୋଷାକ ନିୟମ) ଲାଗୁ ହୋଇଛି । ମନ୍ଦିରକୁ ଜିନ୍ସ, ମିନି ସ୍କର୍ଟ ଆଦି ପିନ୍ଧି ଯିବାକୁ ବାରଣ…

ଫ୍ରାନ୍ସରେ ଶକ୍ତି ପ୍ରଦର୍ଶନ କରିବ ଭାରତୀୟ ସେନା

ନୂଆଦିଲ୍ଲୀ : ଫ୍ରାନ୍ସରେ ଶକ୍ତି ପ୍ରଦର୍ଶନ କରିବ ଭାରତୀୟ ସେନା। ବାଷ୍ଟିଲ ଡେ ସେଲିବ୍ରେସନରେ ପ୍ରଦର୍ଶିତ ହେବ ଭାରତର ଶୌର୍ଯ୍ୟ। ୧୪ ଜୁଲାଇକୁ ଫ୍ରାନ୍ସର ଜାତୀୟ ଦିବସ ଭାବେ ପାଳନ କରାଯାଏ । ଏହି ଉପଲକ୍ଷେ ହେବାକୁ ଥିବା ମିଳିତ ପରେଡରେ…

ଟ୍ୱିନସିଟି ଇନଫ୍ରାକନରେ ଆଇଟି ରେଡ୍‌

କଟକ ତ୍ରିଶୁଳିଆ ଠାରେ ଥିବା ଘରୋଇ ଗୃହ ନିର୍ମାଣକାରୀ ସଂସ୍ଥା ଟ୍ୱିନ ସିଟି ଇନ୍‌ଫ୍ରାକନ୍‌ର କାର୍ଯ୍ୟାଳୟରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟକର ବିଭାଗର ୧୫ଜଣିଆ ଟିମ୍ ଏହି ଚଢ଼ାଉ କରିଥିବା ବେଳେ ବିଭିନ୍ନ କାଗଜପତ୍ରକୁ ତନ୍ନତନ୍ନ କରି ଯାଞ୍ଚ…

ଭୁଶୁଡ଼ି ପଡ଼ିଲା ନିର୍ମାଣାଧୀନ ୪ ମହଲା କୋଠା, ଫସି ରହିଛନ୍ତି ଅନେକ

ନୂଆଦିଲ୍ଲୀ : ଭୁଶୁଡ଼ି ଗଡ଼ିଲା ନିର୍ମାଣାଧୀନ ୪ ମହଲା କୋଠା। ଏହି କୋଠା ତଳେ ବହୁ ଲୋକ ଚାପି ହୋଇ ଯାଇଛନ୍ତି। ଖବର ପାଇ ଅଗ୍ନିଶମ ବାହିନୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାମ ଆରମ୍ଭ କରିଛନ୍ତି। ଦିଲ୍ଲୀର ଆମ୍ୱେଦକର…

କ୍ୟାନସର ହସ୍ପିଟାଲରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଘେରିଲେ ଠିକା ପାରା-ମେଡିକାଲ୍ ଓ ନର୍ସିଂ ଷ୍ଟାଫ୍

କଟକ: ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ଘେରି ଗଲେ ମେଡିକାଲ କର୍ମଚାରୀ । କଟକ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ରକୁ ଯାଇଥିବା ବେଳେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଘେରି ଯାଇଥିଲେ ଠିକା ପାରା ମେଡିକାଲ୍ ଓ ନର୍ସିଂ ଷ୍ଟାଫ୍ । ଯାହାକୁ ନେଇ…

୩ ମେଡିକାଲ କଲେଜର ଅଗ୍ନି ସୁରକ୍ଷାକୁ ଫୋକସ୍, ୪୫ଟି ପଦବୀ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କଟକ, ବ୍ରହ୍ମପୁର ଓ ବୁର୍ଲା ମେଡିକାଲ କଲେଜରେ ଅଗ୍ନିସୁରକ୍ଷା ପାଇଁ ୪୫ଟି ପଦବୀ ମଂଜୁର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ, ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲ କଲେଜ ଓ ହସ୍ପିଟାଲ…

ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ କଟଅଫ ମାର୍କ; ରେଭେନ୍ସା ଆଗରେ

ଭୁବନେଶ୍ୱର: ପ୍ରକାଶ ପାଇଲା ଯୁକ୍ତଦୁଇ ପ୍ରଥମ କଟ୍ ଅଫ୍ ମାର୍କ । ଏଥର କଳା, ବିଜ୍ଞାନ ଓ ବାଣିଜ୍ୟରେ ଆଗରେ ରହିଛି ରେଭେନ୍ସା କଲେଜ । ସେହିପରି ଏଫଏମ କଲେଜ ୨ୟରେ ଥିବାବେଳେ ତୃତୀୟରେ ରହିଛି ବିଜେବି କଲେଜ । କଳା…