2023

ଡିଏନ୍‌ ହୋମ୍ସ ଗ୍ରୁପରେ ଇନ୍‌କମ୍‌ ଟ୍ୟାକ୍ସ ରେଡ୍, ନଗଦ ୩୦ କୋଟି ଜବତ

ଭୁବନେଶ୍ୱର: ଟିକସ ଫାଙ୍କିବା ଅଭିଯୋଗରେ ଭୁବନେଶ୍ୱରରେ ଆୟକର ବିଭାଗର ବଡ଼ ଚଢ଼ାଉ । ଡିଏନ୍‌ ହୋମ୍‌ସରେ ଆଇଟି ରେଡ୍‌ । ଭୁବନେଶ୍ୱର ସ୍ଥିତ ପୋଷ୍ଟାଲ କଲୋନୀ ସମେତ ୨୦ ସ୍ଥାନରେ ରେଡ୍ କରାଯାଉଛି। ଆଇଟି ବିଭାଗର ୭ ଜଣିଆ ସଦସ୍ୟ ଏଥିରେ…

ପୂଜାର୍ଚ୍ଚନା ପରେ ଖୋଲିଲାଧବଳେଶ୍ୱରଙ୍କ ପୀଠକୁ ଯିବାକୁ କଂକ୍ରିଟ ସେତୁ

ଆଠଗଡ଼: ଧବଳେଶ୍ୱରକୁ କଂକ୍ରିଟ ସେତୁ। ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରୁ ପୀଠକୁ ଯାତାୟତ ପାଇଁ ଏହି କଂକ୍ରିଟ ସେତୁ ନିର୍ମାଣ କରାଯାଇଛି। ପୂଜା ପାଠ ପରେ ସେତୁ ସର୍ବସାଧାରଣଙ୍କ ପାଇଁ ଖୋଲାଯାଇଛି। ଫଳରେ ପୀଠକୁ ଯିବା ଆସିବା ନେଇ ଦୀର୍ଘ ଦିନ ଧରି…

ଭୀମସାରରେ ଦୁଇ ଛାତ୍ର ଗୋଷ୍ଠୀ ଗଣ୍ଡଗୋଳ ଘଟଣା: ଥାନାରେ ମାମଲା ରୁଜୁ

ସମ୍ବଲପୁର : ବୁର୍ଲା ଭୀମସାର ମେଡିକାଲ କଲେଜରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ଯରେ ଗଣ୍ଡଗୋଳ ଘଟଣାରେ ବୁର୍ଲା ଥାନାରେ ରୁଜୁ ହେଲା ମାମଲା । ବିଳମ୍ବିତ ରାତିରେ ରୁଜୁ ହେଲା ମାମଲା। ଭୀମସାର ଡିନ୍‌ଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରିଛି…

ଜାତୀୟ ବାଳିକା ହକି: କ୍ବାର୍ଟରଫାଇନାଲରେ ଓଡ଼ିଶା

ରାଉରକେଲା: ଏଠାରେ ଚାଲିଥିବା ଜାତୀୟ କନିଷ୍ଠ ବାଳିକା ହକି ପ୍ରତିଯୋଗିତାର କ୍ବାର୍ଟରଫାଇନାଲ ସୂଚୀ ଚୂଡ଼ାନ୍ତ ହୋଇଛି। ପୂର୍ବରୁ ମଧ୍ୟପ୍ରଦେଶ, ଛତିଶଗଡ଼, ମିଜୋରାମ ଓ ପଞ୍ଜାବ କ୍ବାର୍ଟର ଫାଇନାଲ ପ୍ରବେଶ କରିଥିଲେ। ସୋମବାର ନିଜର ଶେଷ ଲିଗ୍‌ ମ୍ୟାଚ୍‌ ଜିତି ଓଡ଼ିଶା, ହରିୟାଣା,…

ଦୁର୍ବୃତ୍ତଙ୍କ ଉନ୍ମତ କାଣ୍ଡ; ସାନ ଫ୍ରାନସିକୋସ୍ଥିତି ଭାରତୀୟ ଦୂତାବାସ ଜାଳିଦେଲେ

ନୂଆଦିଲ୍ଲୀ:ଯୁକ୍ତରାଷ୍ଟ୍ର ଆମେରିକାର ସାନ ଫ୍ରାନସିକୋସ୍ଥିତି ଭାରତୀୟ ଦୂତାବାସରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ। ଗତ ୫ ମାସ ମଧ୍ୟରେ ଏପରି ଆକ୍ରମଣ ଦ୍ୱିତୀୟ ଥର ପାଇଁ ହୋଇଥିବା ବେଳେ ଖଲିସ୍ତାନୀ ସମର୍ଥକ ଏପରି କରିଥିବା ଜଣାଯାଇଛି। ଏହି ଅଗ୍ନିକାଣ୍ଡରେ ଦୂତାବାସ ଜଳି…

ବିସିସିଆଇ ପରେ ଏବେ ବାଇଜୁସ୍‌ ସହିତ ସମସ୍ତ ସମ୍ପର୍କ କାଟିବେ ଶାହରୁଖ !

ନୂଆଦିଲ୍ଲୀ: ବାଇଜୁସ୍‌ ରବିଚନ୍ଦ୍ରନଙ୍କ ଏଡ୍‌ଟେକ୍ କମ୍ପାନି ବାଇଜୁସ୍‌ ସଙ୍କଟ ମଧ୍ୟ ଦେଇ ଗତି କରୁଛି। କରୋନା ମହାମାରୀ ସମୟରେ ବିପୁଳ ଲୋକପ୍ରିୟତା ଓ ପାଣ୍ଠି ହାସଲ କରିଥିବା ଏହି ସଂସ୍ଥା ଅଭିବୃଦ୍ଧି ଧାରା ବଜାୟ ରଖିବାକୁ ସଂଘର୍ଷ କରୁଛି। କମ୍ପାନି ପାଇଁ…

ଲୋକଙ୍କ ପାଖକୁ ଯାଇ ସମସ୍ୟା ସମାଧାନକୁ ବିରୋଧ କାହିଁକି: ବିଜେଡି

ଭୁବନେଶ୍ୱର : ଭୁବନେଶ୍ୱରର ଶୀତତାପ ନିୟନ୍ତ୍ରିତ ଚାମ୍ବରରେ ବସି ଲୋକଙ୍କ ସମସ୍ୟା ବୁଝିବାକୁ ଚେଷ୍ଟା କରିବା ପରିବର୍ତ୍ତେ, ଗାଁ ଗହଳିରେ ରହୁଥିବା ଲୋକଙ୍କ ପାଖକୁ ଯାଇ ସେମାନଙ୍କ ସମସ୍ୟା ଶୁଣିବା ଏବଂ ସମାଧାନ କରିବା ଭଲ ନୁହେଁ କି? କାହିଁକି କିଛି…

୪ ରାଜ୍ୟରେ ନୂଆ ବିଜେପି ସଭାପତି, ପୁରନ୍ଦେଶ୍ୱରୀଙ୍କୁ ମିଳିଲା ଆନ୍ଧ୍ର ଦାୟିତ୍ୱ

ନୂଆଦିଲ୍ଲୀ: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଚାରୋଟି ରାଜ୍ୟରେ ଦଳର ନୂଆ ସଭାପତି ନିଯୁକ୍ତ କରିଛି ଭାରତୀୟ ଜନତା ପାର୍ଟି (ବିଜେପି)। ପଞ୍ଜାବ,ତେଲେଙ୍ଗାନା, ଝାଡ଼ଖଣ୍ଡ ଓ ଆନ୍ଧ୍ର ପ୍ରଦେଶରେ ଦଳ ନୂଆ ସଭାପତି ନିଯୁକ୍ତ କରିଛି। ପଞ୍ଜାବ ବିଜେପି ସଭାପତି ଭାବେ…

ବୁର୍ଲା ଭୀମସାର୍‌ରେ ଛାତ୍ର ଗୋଷ୍ଠୀ ମୁହାଁମୁହିଁ

ଦୁଇ ମେଡ଼ିକାଲ୍‌ ଛାତ୍ର ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ବୁର୍ଲା ଭୀମସାର୍‌ରେ ଗଣ୍ଡଗୋଳ ଘଟିଛି। ଭୀମସାର ଓ ବ୍ରହ୍ମପୁର ଏମ୍‌କେସିଜି ଛାତ୍ର ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ୫ରୁ ୬ ଜଣ ମେଡ଼ିକାଲ୍‌ ଛାତ୍ର ଆହତ ହୋଇ ମେଡ଼ିକାଲ୍‌ରେ ଭର୍ତ୍ତି ହୋଇଛନ୍ତି। ମିଳିଥିବା…

ହାଟେଲରେ ବସି ଖାଉଥିବା ବେଳେ ମାଡ଼ିଗଲା ଟ୍ରକ;୧୦ମୃତ,୨୦ଗୁରୁତର

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଧୁଲେ ଜିଲ୍ଲାର ଶିରପୁର ଅଞ୍ଚଳରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଥିବାର ଖବର ଆସିଛି। ଏହି ଦୁର୍ଘଟଣାରେ ଏକ ଟ୍ରକ ଚାରିଟି ଗାଡ଼ିକୁ ଧକ୍କା ଦେବାପରେ ଜାତୀୟରାଜପଥ‌ରେ ଥିବା ଏକ ହୋଟେଲ ଭିତରେ ପଶି ଯାଇଥିଲା। ପ୍ରକାଶିତ ରିପୋର୍ଟ…