2023

ରାଜ୍ୟ ଯୁବମୋର୍ଚ୍ଚା ଗଣମାଧ୍ୟମ କର୍ମଶାଳା

ଭୁବନେଶ୍ୱର : ଦେଶ ସ୍ୱାଧୀନତା ପରବର୍ତୀ ସମୟରେ ଯାହା ସମ୍ଭବ ହୋଇନଥିଲା, ତାହା ଗତ ୯ ବର୍ଷର ମୋଦି ସରକାରରେ ସମ୍ଭବ ହୋଇଛି । କେନ୍ଦ୍ରରେ ମୋଦି ସରକାର ଶାସନ କ୍ଷମତାକୁ ଆସିବା ପରେ ଅନେକ କଲ୍ୟାଣକାରୀ ଯୋଜନାର ଶୁଭାରମ୍ଭ କରାଯାଇଛି…

ମର୍ଣ୍ଣିଂ ୱାକ୍‌ରେ ଯାଉଥିଲେ ୩ ଜଣ, ମାଡ଼ିଗଲା ଦ୍ରୁତଗାମୀ କାର୍‌

ହାଇଦ୍ରାବାଦ : ସାମ୍ନାକୁ ଆସିଛି ଅତ୍ୟନ୍ତ ବିଚଳିତ କରିବା ଭଳି ଭିଡିଓ। ମର୍ଣ୍ଣିଂ ୱାକ୍‌ରେ ଯାଉଥିବା ୨ ଜଣ ମହିଳା ଓ ଜଣେ ଛୋଟ ପିଲା ଉପରେ ପଛ ପଟୁ କେମିତି ଗୋଟିଏ ଦ୍ରୁତଗାମୀ କାର୍‌ ନିୟନ୍ତ୍ରଣ ହରାଇ ମାଡ଼ି ଯାଉଛି,…

ଜେଜେ ମା’ଙ୍କ ଅଭିଯୋଗ, ଦେଢ଼ବର୍ଷର ଶିଶୁକନ୍ୟାକୁ ତଣ୍ଟିଚିପି ଦେଲା ମା

ଆଜି: ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଲାଉଗୁଡ଼ା ଗ୍ରାମରେ ରବିବାର-ସୋମବାର ରାତିରେ ୩ ଛୁଆଙ୍କ ସହିତ ମା’ କୂଅକୁ ଡେଇଁବା ଘଟଣାକୁ ରାଜ୍ୟବାସୀ ଭୁଲି ନାହାନ୍ତି। ଏହି ଘଟଣାର ୨୪ ଘଣ୍ଟା ନପୂରୁଣୁ କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି।…

ମହିଳାମାନେ ଯାଇପାରିବେନି ବ୍ୟୁଟି ପାର୍ଲର : ତାଲିବାନର କଡ଼ା ନିର୍ଦ୍ଦେଶ

କାବୁଲ : ଆଫଗାନିସ୍ତାନରେ ତାଲିବାନ ସରକାର ଆସିବା ପରେ ମହିଳାମାନଙ୍କ ଅବସ୍ଥା ଦିନକୁ ଦିନ ଶୋଚନୀୟ ହୋଇପଡ଼ୁଛି । ବର୍ତ୍ତମାନ ସୁଦ୍ଧା ତାଲିବାନ ପକ୍ଷରୁ ମହିଳାମାନଙ୍କୁ କାମ କରିବା, ପଢ଼ିବା ଏବଂ ପୋଷାକ ପିନ୍ଧିବା ଉପରେ ପ୍ରତିବନ୍ଧକ ଲଗାଇଥିଲା। କିନ୍ତୁ ଏବେ…

ଶିବସେନା ପରେ ଏନସପି ଦି’ ଫାଳ, ଏବେ କଂଗ୍ରେସ ପାଳି!

ମୁମ୍ବାଇ : ମହାରାଷ୍ଟ୍ର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟିବାରେ ଲାଗିଛି। ଗତବର୍ଷ ସରକାରରେ ଥିବା ଶିବସେନା ଦି’ ଭାଗ ହୋଇଥିବା ବେଳେ ରବିବାର ଅଜିତ ପାୱାରଙ୍କ ବିଦ୍ରୋହ ଯୋଗୁ ଏନସିପି ସମ ଦଶା ଭୋଗିଛି। ଶିବସେନାର ବିଦ୍ରୋହ ଯୋଗୁ ଉଦ୍ଧବ ଠାକରେ…

ବାହାନଗା ଟ୍ରେନ୍‌ ଟ୍ରାଜେଡି: ଷ୍ଟେସନ୍‌ ମାଷ୍ଟରଙ୍କ ଅବହେଳା ହିଁ ଦୁର୍ଘଟଣାର କାରଣ

ବାଲେଶ୍ବର: ବାହାନଗା ରେଳ ଦୁର୍ଘଟଣା ପାଇଁ ଷ୍ଟେସନ୍‌ ମାଷ୍ଟର ହିଁ ଦାୟୀ । ଏଭଳି ସାଂଘାତିକ ତଥ୍ୟ ଆସିଛି ସିଆରଏସ୍‌ ରିପୋର୍ଟରୁ । ସିଗନାଲିଂ ତ୍ରୁଟିରୁ ଦୁର୍ଘଟଣା ଘଟିଥିବା ସ୍ପଷ୍ଟ ହୋଇଛି । ରେଲୱେ ସେଫଟି କମିଶନର ରିପୋର୍ଟରେ ଏହା କୁହାଯାଇଛି…

ସ୍ୱାମୀର କୋଦାଳ ମାଡରେ ସ୍ତ୍ରୀ ମୃତ

ବଲାଙ୍ଗୀର: ପାରିବାରିକ କଲହରୁ ସ୍ବୀ କୁ ହତ୍ୟା କଲା ଜହ୍ଲାଦ ସ୍ୱାମୀ.. ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ଟିକ୍ରାପଡା ଫାଣ୍ଡି ଝରବାହାଲି ଗାଁରେ…. ସ୍ୱାମୀର ଫାଉଡ଼ା ମାଡ଼ରେ ସ୍ତ୍ରୀ ମୃତ..ସୂଚନା ଅନୁଯାଇ ଆଜି ସକାଳୁ…

ଏସସିଓ ମଞ୍ଚରେ କଶ୍ମୀର ପ୍ରସଙ୍ଗ ଉଠାଇଲେ ଶେହବାଜ୍ ସରିଫ

ନୂଆଦିଲ୍ଲୀ : ଭାରତ ପକ୍ଷରୁ ମଙ୍ଗଳବାର ଭର୍ଚୁଆଲ ମାଧ୍ୟମରେ ସାଂଘାଇ ସହଯୋଗ ସଂଗଠନ (ଏସସିଓ)ର ଆୟୋଜନ କରାଯାଇଛି । ଏହି ବୈଠକରେ ଭାରତ, ପାକିସ୍ତାନ, ଚୀନ, ରୁଷିଆ ଏବଂ ଅନ୍ୟାନ୍ୟ ଦେଶର ରାଷ୍ଟ୍ରପତିମାନେ ଯୋଗ ଦେଇଥିଲେ । କିନ୍ତୁ ଏହି ମଞ୍ଚରେ…

ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ୟୁସିସି ବୟାନ ପରେ ଆପ୍‌ର ଆଭିମୁଖ୍ୟକୁ ନେଇ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ : ୟୁନିଫର୍ମ ସିଭିଲ କୋର୍ଡ(ୟୁସିସି) ପ୍ରସଙ୍ଗରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ବୟାନ ଦେବା ପରେ ନୂଆ ଟ୍ୱିଷ୍ଟ ଆସିଛି। ଦିଲ୍ଲୀ ଓ ପଞ୍ଜାବରେ କ୍ଷମତାସୀନ ଆପ୍‌ର ଆଭିମୁଖ୍ୟ ୟୁସିସିକୁ ନେଇ କ’ଣ, ତା’ ଉପରେ ପ୍ରଶ୍ନ ବି ଉଠିବାକ…

ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ବିଦ୍ୟାଭାରତୀଙ୍କୁ ସାମୟିକ ଆଶ୍ୱସ୍ତି

ବିଦ୍ୟାଭାରତୀଙ୍କୁ ସାମୟିକ ଆଶ୍ୱସ୍ତି। ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀଙ୍କୁ ଆଶ୍ୱସ୍ତି। ଗିରଫ ପାଇଁ ହାଇକୋର୍ଟରେ ଜାରି NBW ଉପରେ ରୋକ୍‌। ଜାମିନ୍‌ ବିହୀନ ଗିରଫ ପରୱାନା କାର୍ଯ୍ୟକାରୀ ନକରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଆସନ୍ତା…