ଗଞ୍ଜେଇ ମାଫିଆ ସର୍ଦାର ଲକ୍ଷ୍ମୀଧର ପ୍ରଧାନ ଓ ତା ସମ୍ପର୍କୀୟ ଭାଇକୁ ଓଡ଼ିଶାରୁ ଗିରଫ କଲା ମୁମ୍ବାଇ କ୍ରାଇମବ୍ରାଞ୍ଚ
ମୁମ୍ବାଇ ମାଫିଆ ଓଡ଼ିଶାରୁ ଗିରଫ। ଗଞ୍ଜେଇ ମାଫିଆ ସର୍ଦାର ଲକ୍ଷ୍ମୀଧର ପ୍ରଧାନ ଓ ତା ସମ୍ପର୍କୀୟ ଭାଇକୁ ଓଡ଼ିଶାରୁ ଗିରଫ କରିଛି ମୁମ୍ବାଇ କ୍ରାଇମବ୍ରାଞ୍ଚ। ଲକ୍ଷ୍ମୀଧର ମୁମ୍ବାଇ ପୋଲିସ ତାଲିକାରେ ମୋଷ୍ଟ ୱାଣ୍ଟେଡ ନିଶା ମାଫିଆ ଥିଲା। ୨୦୨୧ ଫେବୃୟାରୀରେ ୧୮୨୦…
