ଥାନାଧିକାରୀଙ୍କୁ ଗୋଡେଇ ଗୋଡେଇ ପିଟିଲେ ଗାଁ ଲୋକେ
ସୁବର୍ଣ୍ଣପୁର : ଦୁଇ ଭାଇଙ୍କ କଳିର ସମାଧାନ କରିବାକୁ ଯାଇ ପୋଲିସ ହଟହଟା । ସୁବର୍ଣ୍ଣପୁର ସୁବଳୟା ଥାନାର ଏଏସଆଇ ଗୌରହରି ମେହେରଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଗ୍ରାମବାସୀ । ଏହା ହେଉଛି ସୋମବାର ଦିନର ଘଟଣା । ତିଲେଇମାଲ ଗାଁର…
ସୁବର୍ଣ୍ଣପୁର : ଦୁଇ ଭାଇଙ୍କ କଳିର ସମାଧାନ କରିବାକୁ ଯାଇ ପୋଲିସ ହଟହଟା । ସୁବର୍ଣ୍ଣପୁର ସୁବଳୟା ଥାନାର ଏଏସଆଇ ଗୌରହରି ମେହେରଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଗ୍ରାମବାସୀ । ଏହା ହେଉଛି ସୋମବାର ଦିନର ଘଟଣା । ତିଲେଇମାଲ ଗାଁର…
କରମଣ୍ଡଳ ଏକ୍ସପ୍ରେସ୍ ଦୁର୍ଘଟଣା ନେଇଛି ଶତାଧିକ ଜୀବନ । ହଜାର ହଜାର ଯାତ୍ରୀ ଆହତ ହୋଇଛନ୍ତି । ବଡ଼ ଦୁର୍ଘଟଣାରୁ ବଞ୍ଚିଗଲେ ନେପାଳର ଯୁବକ । ଖୋଜି ଖୋଜି ୫ ଦିନ ପରେ ପୁଅ ପାଖରେ ପହଞ୍ଚିଛନ୍ତି ପରିବାର ଲୋକ ।…
ବାଲେଶ୍ୱର: ବାହାନଗା ଟ୍ରେନ ଟ୍ରାଜେଡି ନେଇଛି ୨୮୮ ଜୀବନ । ବର୍ତ୍ତମାନ ସୁଦ୍ଧା ୨୦୫ ମୃତଦେହ ଚିହ୍ନଟ ହୋଇ ହସ୍ତାନ୍ତର କରାଯାଇଛି । ବାକି ୮୩ ମୃତଦେହ ହସ୍ତାନ୍ତର ହୋଇନାହିଁ । ସମସ୍ତ ମରଶରୀର ଏବେ ଭୁବନେଶ୍ୱର ଏମ୍ସରେ ସଂରକ୍ଷିତ କରି…
ଲକ୍ଷ୍ନୌ : କୋର୍ଟ ରୁମ ବାହାରେ ଫୁଟିଛି ଗୁଳି। ଓକିଲ ବେଶରେ ଆସି ପୁଲିସ୍ ହେପାଜତରେ ଥିବା ଜଣେ ଗ୍ୟାଙ୍ଗଷ୍ଟରକୁ ଗୁଳି କରି ହତ୍ୟା କରିଛି ଜଣେ ବ୍ୟକ୍ତି। ଏହି ଗୁଳି ମାଡ଼ରେ କିଛି ପୁଲିସ୍ କର୍ମଚାରୀ ଓ ଜଣେ ଯୁବତୀ…
ନୂଆଦିଲ୍ଲୀ : ଦୀର୍ଘ ଦିନ ହେଲା ଭାରତୀୟ କୁସ୍ତି ମହାସଂଘ(WFI)ର ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଆନ୍ଦୋଳନ କରୁଥିବା ରେସଲରମାନେ ଆଜି କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଭେଟିଛନ୍ତି। ମଙ୍ଗଳବାର ବିଳମ୍ବିତ ରାତିରେ ମନ୍ତ୍ରୀ ଠାକୁର…
ଇମ୍ଫାଲ : ହିଂସାଗ୍ରସ୍ତ ମଣିପୁରରେ ଘଟିଛି ସାଂଘାତିକ ଘଟଣା। ଆମ୍ବୁଲାନ୍ସରେ ନିଆଁ ଲଗାଇ ଦେଇଛନ୍ତି ବିକ୍ଷୋଭକାରୀ। ଏଥିଯୋଗୁ ଆମ୍ବୁଲାନ୍ସରେ ଥିବା ୮ ବର୍ଷର ବାଳକ, ତାଙ୍କ ମା’ ଓ ଆଉ ଜଣେ ସମ୍ପର୍କୀୟ ଜୀବନ୍ତ ଦଗ୍ଧ ହୋଇଛନ୍ତି। ମଣିପୁରରେ ଆଦିବାସୀ ଓ…
ଭୁବନେଶ୍ବର : ‘ପ୍ରତ୍ୟେକ ଜୀବନ ମୂଲ୍ୟବାନ’ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ମନ୍ତ୍ର ରାଜ୍ୟର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ନୂଆ ଅଧ୍ୟାୟ ସୃଷ୍ଟି କରିଛି। ରାଜ୍ୟରେ ନୂଆ ମେଡିକାଲ କଲେଜ ଖୋଲିବା ଠୁ ନେଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ଜିଲ୍ଲା…
ଭୁବନେଶ୍ବର: ବାଲେଶ୍ବର ଜିଲ୍ଲା ବାହାନଗାରେ ଗତ ୨ ତାରିଖରେ ଦୁର୍ଘଟଣାର ଶିକାର ହୋଇଥିବା ୨୮୮ ଜଣ ଯାତ୍ରୀଙ୍କ ଏଯାଏଁ ମୃତ୍ୟୁ ହୋଇସାରିଛି। ଏମାନଙ୍କର ମଧ୍ୟର ଏମ୍ସ ଭୁବନେଶ୍ବରକୁ ଏପର୍ଯ୍ୟନ୍ତ ୧୨୩ଟି ମୃତଦେହ ଆସିସାରିଛି। କିନ୍ତୁ ଆହୁରି ୩୯ଟି ମୃତଦେହ ଆସିବ ବୋଲି…
ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ଆଜି ହାତୀ ଆକ୍ରମଣରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଦୁଇ ଜଣ ମହିଳା ଅଛନ୍ତି। ଅନୁଗୋଳ ବନଖଣ୍ଡ ବନ୍ତଳା ବନାଞ୍ଚଳ ହମାମୀରା ଗାଁ ନିକଟରେ ହାତୀ ଆକ୍ରମଣରେ…
ବାହାନଗା ଟ୍ରେନ୍ ଟ୍ରାଜେଡିର କାରଣ କଣ ? ଆଜି ଗ୍ରାଉଣ୍ଡରେ ସରଜମିନ ତଦନ୍ତ କରିଛି ସିବିଆଇ । ଆଜି ଦୁର୍ଘଟଣାସ୍ଥଳରେ ଖୋଳତାଡ କରିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ୫ ଜଣିଆ ଟିମ୍ । ଏଥିସହ ବାହାନଗା ଷ୍ଟେସନ ଓ ସିଗନାଲ୍ ରୁମ୍,…