2023

ଆଣ୍ଟାର୍କଟିକାରେ ବରଫ ତରଳିବା ଯୋଗୁଁ ଆସିପାରେ ବଡ଼ ସୁନାମୀ : ବୈଜ୍ଞାନିକଙ୍କ ସତର୍କବାଣୀ

ନୂଆଦିଲ୍ଲୀ : ସମଗ୍ର ବିଶ୍ବରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ପଡ଼ିବା ଆରମ୍ଭ ହୋଇଯାଇଛି । କିନ୍ତୁ ଆଗକୁ ବଡ଼ ବିପଦ ଆସୁଛି ବୋଲି ବୈଜ୍ଞାନିକମାନେ ସତର୍କ କରାଇଦେଇଛନ୍ତି । ଏକ ନୂତନ ଅଧ୍ୟୟନରେ ଦାବି କରାଯାଇଛି ଯେ ଜଳବାୟୁ ପରିବର୍ତ୍ତନ ଯୋଗୁଁ…

ବ୍ୟକ୍ତିଗତ ଶତ୍ରୁତାରୁ ନବ ଦାସଙ୍କୁ ହତ୍ୟା: ୫୪୩ ପୃଷ୍ଠାର ଚାର୍ଜସିଟ ଦାଖଲ କଲା କ୍ରାଇମବ୍ରାଞ୍ଚ

ଝାରସୁଗୁଡ଼ା: ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ଝାରସୁଗୁଡ଼ା ଜେଏମଏଫସି କୋର୍ଟରେ କ୍ରାଇମବ୍ରାଞ୍ଚ ପ୍ରିଲିମନାରି ଚାର୍ଜସିଟ ଦାଖଲ କରିଥିବା ଜଣାଯାଇଛି। ଏହା ୫୪୩ ପୃଷ୍ଠା ସମ୍ବଳିତ ବୋଲି ଜଣାଯାଇଛି। ଏଥିରେ ପୁଲିସ ଏଏସ୍ଆଇ ଗୋପାଳକୃଷ୍ଣ ଦାସଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ସେ…

ଗରମ ଖିରି ହଣ୍ଡାରେ ପଡି ୪ ବର୍ଷର ଶିଶୁ ଗୁରୁତର

ନୂଆପଡା ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ରାନିମୁଣ୍ଡା ଗାଁରେ ଏକ ଅଭାବନୀୟ ଘଟଣା । ଭୋଜି ରନ୍ଧା ଚାଲିଥିବା ବେଳେ ଗରମ ଖିରି ହଣ୍ଡାରେ ପଡି ଶିଶୁ ଗୁରୁତର । ସୂଚନା ଅନୁଯାୟୀ ଗାଁର ହୁତେଶ କୁମାର ହେର୍ଣ୍ଣାଙ୍କ ଚାରି…

ଜମି କିଣାବିକା ପାଇଁ ବଦଳିଲା ନିୟମ: ରେଜିଷ୍ଟ୍ରେସନ ପୂର୍ବରୁ ଅନଲାଇନରେ କରିବାକୁ ହେବ ସ୍ଲଟ ବୁକିଂ

ଭୁବନେଶ୍ୱର: ଜମି କିଣାବିକା ପାଇଁ ବଦଳିଲା ନିୟମ । ଭିଡ଼ ସମସ୍ୟା ଦୂର କରିବା ପାଇଁ ଏଣିକି ଅନ୍ ଲାଇନ୍ ସ୍ଲଟ୍ ବୁକିଂ କରିବାକୁ ହେବ । ମିଳିଥିବା ସମୟ ଅନୁଯାୟୀ ଜମି ପଞ୍ଜିକରଣ କରାଯିବ । ଆଇଜିଆଇ ବା ଇନ୍ସପେକ୍ଟର…

ପେଟ୍ରୋଲ ପମ୍ପରେ ଭଙ୍ଗାରୁଜା କରି ଧରାପଡ଼ିଲେ ୪ ଛାତ୍ର

ଭୁବନେଶ୍ବର: ଲାଇନ୍‌ରେ ନ ଆସି ବେଲାଇନ୍‌ରେ ଆସିଲେ। ପେଟ୍ରୋଲ ଦେବାକୁ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ କହିଲେ। ଲାଇନ୍‌ରେ ନଆସିଲେ ପେଟ୍ରୋଲ ଦେଇହେବନି ବୋଲି କହିବାରୁ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଦଳବଳ ସହ ଆସି ଆକ୍ରମଣ କଲେ। ଗତ ୨୩ ରାତିରେ ଭୁବନେଶ୍ୱର…

ଶିମିଳିପାଳରେ ଫରେଷ୍ଟ ଗାର୍ଡଙ୍କୁ ହତ୍ୟା ଘଟଣାରେ ୩ ଗିରଫ

ଶିମିଳିପାଳ ଅଭୟାରଣ୍ୟରେ ଫରେଷ୍ଟ ଗାର୍ଡ ବିମଳ କୁମାର ଜେନାଙ୍କୁ ଗୁଳି କରି ହତ୍ୟା ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ମୟୂରଭଞ୍ଜ ପୁଲିସର ସ୍ଵତନ୍ତ୍ର ଟିମ୍ ଶିମିଳିପାଳ ଅଭୟାରଣ୍ୟର ବିଭିନ୍ନ ସ୍ଥାନରେ ଚଢାଉ କରି ଆଜି ଏହି ୩ ଅଭିଯୁକ୍ତଙ୍କୁ…

ଭୁବନେଶ୍ବର ଏମ୍‌ସରେ ଦଲାଲି କରୁଥିବା ପଶ୍ଚିମବଙ୍ଗର ୨ ବ୍ୟକ୍ତି ଗିରଫ

ଭୁବନେଶ୍ବର: ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍‌ସ) ଭୁବନେଶ୍ବରରେ ଦଲାଲି କରୁଥିବା ପଶ୍ଚିମବଙ୍ଗର ଦୁଇ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ଏହି ୨ ଅଭିଯୁକ୍ତ ଖଣ୍ଡଗିରି ଅଞ୍ଚଳରେ ଘର ଭଡ଼ା ନେଇ ରୋଗୀଙ୍କୁ ଟାର୍ଗେଟ କରୁଥିଲେ। ସାହାଯ୍ୟ କରିବା ଆଳରେ…

୨୦୨୩ ଶେଷ ପୂର୍ବରୁ ଭୁବନେଶ୍ୱରରେ ମେଟ୍ରୋ ଟ୍ରେନ କାମ ଆରମ୍ଭ ହେବ

ଭୁବନେଶ୍ବର: ୨୦୨୩ ଶେଷ ପୂର୍ବରୁ ଭୁବନେଶ୍ୱରରେ ମେଟ୍ରୋ ଟ୍ରେନ କାମ ଆରମ୍ଭ ହେବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଉଷା ଦେବୀ। ସେ କହିଛନ୍ତି, ଦିଲ୍ଲୀ ମେଟ୍ରୋ ରେଳ…

ବେଡ୍‌ ଅଭାବରୁ ଖରାରେ ଘଣ୍ଟାଘଣ୍ଟା ଠିଆ ହେଲେ ଥାଲାସେମିଆ ରୋଗୀ

କେନ୍ଦୁଝର: କେନ୍ଦୁଝର ଆନନ୍ଦପୁର ମେଡ଼ିକାଲରେ ବିକଳ ଚିତ୍ର । ଥାଲାସେମିଆ ରୋଗରେ ପୀଡିତ ୪୦ରୁ ଊର୍ଦ୍ଧ୍ଵ ଶିଶୁ ରକ୍ତ ପ୍ୟାକେଟ ଧରି ଠିଆ ହୋଇଥିଲେ ଘଣ୍ଟା ଘଣ୍ଟା । ଖରାରେ ଶିଝୁଥିଲେ ପିଲା ଓ ତାଙ୍କ ମାଆ ବାପା। କାରଣ ରକ୍ତ…

ସରିଲା ସମ୍ୱଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା

ସମ୍ବଲପୁର: ସରିଲା ବିବାହ, ଏବେ ଘର ବାହୁଡ଼ା। ଆଜି ମନ୍ଦିର ପ୍ରବେଶ କରିବେ ଦେବ ଦମ୍ପତି। ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରାରେ ଆଜି ହେଉଛି ଶେଷ ଦିନ l ଜନସମୁଦ୍ରରେ ଚାଲିଛି ଯୁଗଳ ଦର୍ଶନ। ଗତକାଲି ରାତିରେ ମହାଦେବ ଓ…