ସମାଲୋଚିତ ହେବାରୁ ସଂଖ୍ୟାଲଘୁ ଯୁବକ ସହିତ ଝିଅ ବାହାଘର ବାତିଲ କଲେ ଉତ୍ତରାଖଣ୍ଡ ‘ବିଜେପି’ ନେତା

ନୂଆଦିଲ୍ଲୀ: ହିନ୍ଦୁ ସଙ୍ଗଠନ ସବୁ ଚାପ ପକାଇବାରୁ ଉତ୍ତରାଖଣ୍ଡର ଜଣେ ‘ବିଜେପି’ ନେତା ସଂଖ୍ୟାଲଘୁ ଯୁବକ ସହିତ ସ୍ଥିର ‌ହୋଇଥିବା ତାଙ୍କ ଝିଅ ବାହାଘର ବାତିଲ କରି ଦେଇଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ପିଟିଆଇ’ ରିପୋର୍ଟ କରିଛି। ଦୁହିଁଙ୍କର ବାହାଘର…

ଉତ୍ତର ମେକ୍ସିକୋ କାର୍‌ ସୋ’ରେ ଗୁଳିକାଣ୍ଡ: ୧୦ ପ୍ରତିଯୋଗୀ ନିହତ; ୯ ଆହତ

ସାନ୍‌ ଡିଏଗୋ: ବନ୍ଧୁକଧାରୀମାନେ ଗୁଳି ଚଳାଇବାରୁ ଶନିବାର ଅପରାହ୍ଣରେ ଉତ୍ତରାଞ୍ଚଳ ମେକ୍ସିକୋର ବାହା କାଲିଫର୍ଣ୍ଣିଆ‌ରେ ଆୟୋଜିତ କାର୍‌ ସୋ’ରେ ଭାଗ ନେଇଥିବା ୧୦ ଡ୍ରାଇଭର୍‌ଙ୍କର ମୃତ୍ୟୁ ଘଟିବା ସହିତ ଆଉ ୯ଜଣ ଆହତ ହୋଇଥିବା କଥା ‘ଷ୍ଟେଟ୍‌ ଆଟର୍ଣ୍ଣି ଜେନେରାଲ୍‌’ କାର୍ଯ୍ୟାଳୟ…

ପଞ୍ଜାବର ଅମୃତସରରେ ପାକିସ୍ତାନୀ ଡ୍ରୋନ୍‌କୁ ଗୁଳି ମାରି ଖସାଇଲା ‘ବିଏସ୍ଏଫ୍‌’

ନୂଆଦିଲ୍ଲୀ: ପଞ୍ଜାବର ଅମୃତସରରେ ଗୋଟାଏ ପାକିସ୍ତାନୀ ଡ୍ରୋନ୍‌କୁ ଗୁଳିମାରି ଖସାଇବା ସହିତ ନିଶାଦ୍ରବ୍ୟ ଅଛି ବୋଲି ସନ୍ଦେହ ହେଉଥିବା ଗୋଟାଏ ବ୍ୟାଗ୍‌ ଉଦ୍ଧାର କରିଥିବା କଥା ଶନିବାର ଦିନ ‘ବର୍ଡର୍‌ ସିକ୍ୟୁରିଟି ଫୋର୍ସ’ର (ବିଏସ୍‌ଏଫ୍‌) ଯବାନମାନେ କହିଛନ୍ତି। ଏହା ହେଉଛି ଗତ…

ୟୁକ୍ରେନୀୟ ସହର ବାକ୍‌ମୁଟ୍‌ ଦଖଲ କରିଥିବା କହିଲା ରୁଷ୍‌; ଦାବି ଅଗ୍ରାହ୍ୟ କଲା କିବ୍

ମସ୍କୋ: ୟୁକ୍ରେନର ପୂର୍ବାଞ୍ଚଳ ଅନ୍ତର୍ଗତ ପ୍ରମୁଖ ସହର ବାକ୍‌ମୁଟ୍‌କୁ ତାଙ୍କର ସୈନିକମାନେ ଦଖଲ କରିଥିବା କଥା ରୁଷୀୟ ଘରୋଇ ସେନା ‘ୱାଗ୍‌ନର୍‌  ଗ୍ରୁପ୍‌’ର ମୁଖ୍ୟ ଶନିବାର ଦିନ କହିଥିବା ବେଳେ ଲଢ଼େଇ ଚାଲିଛି କହି କିବ୍‌ ତାଙ୍କ ଦାବିକୁ ଅଗ୍ରାହ୍ୟ କରିଛି।…

ଚୀନ୍‌କୁ ଭାରତର କଡ଼ା ଜବାବ, ଶ୍ରୀନଗରରେ ଅଭୂତପୂର୍ବ ସୁରକ୍ଷା

ଶ୍ରୀନଗର: ଭାରତ କାଶ୍ମୀରରେ ଜି-୨୦ ସମ୍ମଳିନୀର ଆୟୋଜନ କରିଥିବାରୁ ଏହାକୁ ଚୀନ୍ ପୁଣି ଥରେ କଡ଼ା ବିରୋଧ କରିଛି। ତୁର୍କୀ ଓ ସାଉଦି ଆରବ ମଧ୍ୟ ସମ୍ମିଳନୀରେ ଯୋଗ ଦେବାକୁ ନାମ ପଞ୍ଜୀକରଣ କରାଇ ନାହାନ୍ତି। ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର…

ଜି-୭ ସମ୍ମିଳନୀରେ ଚୀନ୍‌ ଉପରେ ଚାପ, ମୋଦୀଙ୍କ ୧୦ ସୂତ୍ରୀ ଆହ୍ବାନ

ନୂଆଦିଲ୍ଲୀ: ଜାପାନର ହିରୋସିମାରେ ଆଜି ଜି-୭ ବୈଠକ ହୋଇଛି। ଜ-୭ ରାଷ୍ଟ୍ର ତଥା ଆମେରିକା, ଜାପାନ, ଜର୍ମାନୀ, ବ୍ରିଟେନ, ଫ୍ରାନ୍ସ, ଇଟାଲି ଏବଂ କାନାଡ଼ାର ନେତାମାନେ ଆଜି ଏହି ସମ୍ମିଳନୀରେ ଏକଜୁଟ ହୋଇଛନ୍ତି। ସମ୍ମିଳନୀରେ ଜି-୭ ରାଷ୍ଟ୍ରମାନେ ଚୀନ୍‌ ଉପରେ ଚାପ…

ଆମ ସଂଘୀୟ ବ୍ୟବସ୍ଥା: ପ୍ରଧାନମନ୍ତ୍ରୀଙ୍କ ସହ କିଛି ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କ ତିକ୍ତ

ମୋଦୀଙ୍କ କଥା ପଡ଼ିଲେ ମଝିମଝିକିଆ ବୋଲି କିଛି ନାହିଁ। ସେ ହୁଏତ ବହୁତ ଭଲ; ନହେଲେ ପୂରା ଖରାପ। ସଂଘ ପରିବାର ଓ ତାଙ୍କ ଫ୍ୟାନ୍‌ମାନେ (ଯୋଉମାନଙ୍କୁ ଅନ୍ଧଭକ୍ତ ବୋଲି ବିରୋଧୀ ଟାହିଟାପରା କରନ୍ତି) ମୋଦୀଙ୍କୁ ବିଶ୍ବଗୁରୁ କହିଲେଣି। ଅନ୍ୟ ପକ୍ଷରେ,…

ଗୁଜରାଟରେ ସୁନା, ରୁପା ମହଙ୍ଗା

ଅହମ୍ମଦାବାଦ: ଗତକାଲି ୨୦୦୦ ଟଙ୍କିଆକୁ ପ୍ରତ୍ୟାହାର କରାଯିବ ବୋଲି ଘୋଷଣା କରାଯିବା ପରେ ଆଜି ଗୁଜରାଟରେ ସୁନା ଓ ରୁପା ମହଙ୍ଗା ହୋଇଛି। କିଛି ବ୍ୟବସାୟୀ ୧୦ ଗ୍ରାମ ସୁନାକୁ ୭୦ ହଜାର ଟଙ୍କାରେ ବିକ୍ରି କରୁଛନ୍ତି। ଗତକାଲି ସେହି ଦାମ୍…

ଚିପଲିମା ଗସ୍ତରେ ମହାନଦୀ ଟ୍ରିବ୍ୟୁନାଲ ଟିମ୍‌

ମହାନଦୀ ଜଳ ବିବାଦର ସମାଧାନ ପାଇଁ ଚିପଲିମା ଗସ୍ତରେ ଟ୍ରିବ୍ୟୁନାଲ ଟିମ୍‌ । ଟ୍ରିବ୍ୟୁନାଲ ତାର ତୃତୀୟ ପର୍ଯ୍ୟାୟର ଆଜି ଦ୍ୱିତୀୟ ଦିନ କ୍ଷେତ୍ର ପରିଦର୍ଶନ କରିବ । ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଏହି ଟିମ ହୀରାକୁଦ ବନ୍ଧ ସମେତ…

ପୋଖରୀରେ ବୁଡ଼ି ଶିକ୍ଷକଙ୍କ ମୃତ୍ୟୁ

ଟାଙ୍ଗି: ପୋଖରୀରେ ବୁଡ଼ି ଶିକ୍ଷକଙ୍କ ମୃତ୍ୟୁ। ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଟାଙ୍କୁଳ ଗ୍ରାମର ଖେଳ ଶିକ୍ଷକ ଭଵତୋଷ ପରିମାଣିକଙ୍କ ପୋଖରୀରେ ବୁଡି  ଅକାଳ ବିୟୋଗ ହୋଇଛି | ସେ ନିଜ ଗ୍ରାମ ଟାଙ୍କୋଳରେ  ଥିବା ପୋଖରୀକୁ  ଗାଧୋଇବାକୁ ଯାଇଥିବା ବେଳେ ଭାରସାମ୍ୟ…