ପ୍ରଥମ ଥର ପାଇଁ ଝାରସୁଗୁଡାରେ ସବୁ ବୁଥରେ ହେବ ୱେବ୍କାଷ୍ଟିଂ
ଭୁବନେଶ୍ବର: ଓଡିଶାରେ ପ୍ରଥମ ଥର ପାଇଁ ଝାରସୁଗୁଡାରେ ସବୁ ବୁଥରେ ହେବ େଓ୍ଵବ୍କାଷ୍ଟିଂ । ଝାରସୁଗୁଡା ଉପନିର୍ବାଚନରେ ଏହାକୁ କାର୍ଯ୍ୟକାରୀ କରାଯିବ । ଯାହାଦ୍ୱାରା ସିଧାସଳଖ ନିର୍ବାଚନ ଅଧିକାରୀ ଦେଖି ପାରିବେ । ଜିଲ୍ଳାରେ ୪୦ ପ୍ରତିଶତ ସମ୍ବେଦନଶୀଳ ବୁଥ ରହିଛି…
