ସି.ଆଇ.ଏସ.ଏଫର ଶାରୀରିକ ପରୀକ୍ଷା ଦେଉଥିବା ବେଳେ ଚାଲିଗଲା ଯୁବକଙ୍କ ଜୀବନ
ଅନୁଗୁଳ: ନାଲ୍କୋ ନଗରରେ ସି.ଆଇ.ଏସ.ଏଫର ଶାରୀରିକ ପରୀକ୍ଷା ଦେବା ବେଳେ ଯୁବକଙ୍କ ମୃତ୍ୟୁ। ଅନୁଗୁଳ ଜିଲ୍ଲା ନାଲ୍କୋ ନଗରଠାରେ ଷ୍ଟାପ ସିଲେକ୍ସନ କମିଶନ ଅଧୀନରେ ସି.ଆଇ.ଏସ.ଏଫ୍ର ଶାରୀରିକ ପରୀକ୍ଷା ଚାଲିଥିଲା। ଗତକାଲି ସକାଳ ୯.୩୦ ମିନିଟ୍ରେ ଦୌଡୁଥିବା ବେଳେ ହଠାତ୍ ଅସୁସ୍ଥ ହୋଇ…
