ମୋ ବସ-ADMଙ୍କ ଗାଡି ଦୁର୍ଘଟଣା ଘଟଣା: ସିସିଟିଭି ଫୁଟେଜ ସହ ସ୍ପଷ୍ଟୀକରଣ ରଖିଲା କ୍ରୁଟ୍

କଟକ ଅତିରିକ୍ତ ଜିଲ୍ଲାପାଳଙ୍କ ଗାଡି ଓ ମୋ ବସ ଦୁର୍ଘଟଣା ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖିବା ସହ ସିସିଟିଭି ଫୁଟେଜ ଜାରି କରିଛନ୍ତି ମୋ ବସ କର୍ତ୍ତୃପକ୍ଷ(କ୍ରୁଟ) । ଦୁର୍ଘଟଣାରେ ମୋ ବସ ଡ୍ରାଇଭରଙ୍କର କୌଣସି ତ୍ରୁଟି ନଥିବା ଦର୍ଶାଇ କ୍ରୁଟ ଦୁର୍ଘଟଣା…

ଓଡ଼ିଶା ଆସିବେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ!

ଭୁବନେଶ୍ବର: ଆଗାମୀ ଶୁକ୍ରବାର ଓଡ଼ିଶା ଆସିପାରନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ସେ ତାଙ୍କ ଓଡ଼ିଶା ଗସ୍ତ କାଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାର ସମ୍ଭାବନା ରହିଛି।  ଯଦି ଉଭୟ ନେତାଙ୍କ ମଧ୍ୟରେ ଭେଟଘାଟ ହୁଏ ତେବେ କଣ ଆଲୋଚନା ହେବ…

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା: ସିସୋଦିଆଙ୍କ ଅନ୍ତରୀଣ ଜାମିନ ପ୍ରସଙ୍ଗରେ ‘ସିବିଆଇ’ର ଜବାବ ଲୋଡ଼ିଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଅନ୍ତରୀଣ ଜାମିନ ଆବେଦନ ପ୍ରସଙ୍ଗରେ ଆଜି ଦିଲ୍ଲୀ ହାଇକୋର୍ଟ ‘ସିବିଆଇ’ର ଜବାବ ଲୋଡ଼ିଛନ୍ତି। ଉଲ୍ଲେଖଯୋଗ୍ୟ, ଦିଲ୍ଲୀ ଅବକାରୀ ନୀତି ମାମଲା ସହିତ ସମ୍ପୃକ୍ତ ଥିବା ‘ମନି ଲଣ୍ଡରିଙ୍ଗ୍‌’ ମାମଲାରେ ଦିଲ୍ଲୀର ଏକ ଅଦାଲତ…

‘ ଆମ ମାମଲାକୁ ଚାପି ଦେବାକୁ ଆପ୍ରାଣ ଚେଷ୍ଟା କରିଥିଲେ କ୍ରୀଡ଼ା ମନ୍ତ୍ରୀ ’

ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (ଡବ୍ଲୁଏଫ୍ଆଇ) ମୁଖ୍ୟ ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂ ନିଜ ପଦରୁ ଇସ୍ତଫା ଦେବାକୁ ଘୋଷଣା କରିଥିବା ସତ୍ତ୍ୱେ ଆନ୍ଦୋଳନରୁ ଓହରି ନାହାନ୍ତି ରେସଲରମାନେ । ବ୍ରିଜ ଭୂଷଣଙ୍କ ଗିରଫଦାରୀ ଦାବି କରି…

ବାପା ଝିଅକୁ ଆଦର କରିବା ଭଳି ବିନେଶ ଫୋଗାଟ୍‌ଙ୍କୁ କୋଳେଇ ପକାଇଥିଲି: ବ୍ରଜଭୂଷଣ ଶରଣ ସିଂହ

ନୂଆଦିଲ୍ଲୀ: ଜଣେ ବାପା ଝିଅକୁ ଆଦର କରିବା ଭଳି ଥରେ ବିନେଶ ଫୋଗାଟ୍‌ଙ୍କୁ କୋଳାଇ ପକାଇଥିଲେ ବୋଲି ‘ରେସ୍‌ଲିଙ୍ଗ୍‌ ଫେଡେରେସନ୍‌ ଅଫ୍‌ ଇଣ୍ଡିଆ’ର ମୁଖ୍ୟ ବ୍ରଜଭୂଷଣ ଶରଣ ସିଂହ ଗୋଟାଏ ଟେଲିଭିଜନ୍‌ କାର୍ଯ୍ୟକ୍ରମରେ କହିଥିବା ଭିଡିଓ ସମ୍ପ୍ରତି ଭାଇରାଲ୍‌ ହେଉଛି। ଟେଲିଭିଜନ୍‌…

ଗାଜାର ହମାସ୍‌ କ୍ୟାମ୍ପ୍‌ରେ ଆକ୍ରମଣ କଲା ଇସ୍ରାଏଲୀୟ ଜେଟ୍‌

ଜେରୁଜେଲମ୍‌: ଇସ୍ରାଏଲୀୟ ହାଜତରେ ଜଣେ ପାଲେଷ୍ଟାଇନୀୟ ଅନଶନକାରୀଙ୍କ ମୃତ୍ୟୁ ଯୋଗୁଁ ସଂଘର୍ଷ ତୀବ୍ରତର ହୋଇଥିବା ବେଳେ  ଆଜି ପ୍ରତ୍ୟୁଷରୁ ଗାଜାର ହମାସ୍‌ରେ ଇସ୍ରାଏଲ୍‌ ଲଢୁଆ ବିମାନଦ୍ବାରା ଆକ୍ରମଣ ଆରମ୍ଭ କରିଥିବା କଥା ନିଉଜ୍‌ ଏଜେନ୍‌ସି ‘ଏପିଏଫ୍‌’ ରିପୋର୍ଟ କରିଛି। ଗାଜାରୁ ଇସ୍ରାଏଲୀୟ…

କର୍ଣ୍ଣାଟକ ନିର୍ବାଚନ: କଂଗ୍ରେସ ‘ଇସ୍ତାହାର’ ପୋଡ଼ି ପକାଇଲେ ବଜରଙ୍ଗ ଦଳ କର୍ମୀ

ନୂଆଦିଲ୍ଲୀ: ଭୋଟ୍‌ ପାଇ କ୍ଷମତାକୁ ଆସିଲେ କର୍ଣ୍ଣାଟକରେ ‘ବଜରଙ୍ଗ ଦଳ’ ଓ ସେ ପ୍ରକାରର ସଙ୍ଗଠନଗୁଡ଼ିକୁ ନିଷିଦ୍ଧ ଘୋଷଣା କରିବ ବ‌ୋଲି ପ୍ରତିଶ୍ରୁତି ଦେଇଥିବା କଂଗ୍ରେସ ପାର୍ଟି ବିରୁଦ୍ଧରେ ମଙ୍ଗଳବାର ଦିନ ‘ବଜରଙ୍ଗ ଦଳ’ ପ୍ରତିବାଦ ପ୍ରଦର୍ଶନ କରିଛି। ପ୍ରତିଶ୍ରୁତି ପ୍ରତ୍ୟାହାର…

‘ଦ କେରଳ ଷ୍ଟୋରି’କୁ ସେନ୍ସର ବୋର୍ଡ ଦେଲା ‘ଏ’ ସାର୍ଟିଫିକେଟ୍, ରୋକ୍‌ ଲଗାଇବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଫିଲ୍ମ ନିର୍ଦ୍ଦେଶକ ସୁଦୀପ୍ତ ସେନଙ୍କ ହିନ୍ଦୀ ଚଳଚ୍ଚିତ୍ର ‘ଦ କେରଳ ଷ୍ଟୋରି’ର ବିଜ୍ଞାପନ (ଟିଜର) ପ୍ରକାଶ ପାଇବା ଦିନଠାରୁ ଏହାକୁ ନେଇ ବିବାଦ ଦେଖାଦେଇଛି। ମେ ୫ ତାରିଖରେ ଏହାର ଉନ୍ମୋଚନ ହେବାକୁ ଥିବାବେଳେ ସେନ୍ସର ବୋର୍ଡ ଏହାକୁ ଦେଇଛି…

ବକିଙ୍ଗ୍‌ହାମ୍‌ ରାଜପ୍ରାସାଦ ପରିସରକୁ ‘ସଟ୍‌ଗନ୍‌ କ୍ୟାଟ୍ରିଜ୍‌’ ଫିଙ୍ଗିଥିବା ବ୍ୟକ୍ତି ଗିରଫ

ଲଣ୍ଡନ୍‌: ବକିଙ୍ଗ୍‌ହାମ୍‌ ରାଜପ୍ରାସାଦ ପ୍ରାଙ୍ଗଣକୁ ସନ୍ଦିଗ୍ଧ ‘ସଟ୍‌ଗନ୍‌ କ୍ୟାଟ୍ରିଜ୍‌’ (ଗୁଳି) ଫିଙ୍ଗିଥିବା ଜଣେ ବ୍ୟକ୍ତିଙ୍କୁ ମଙ୍ଗଳବାର ସନ୍ଧ୍ୟାରେ ପ୍ରାସାଦ ବାହାରେ ଗିରଫ କରାଯାଇଥିବା କଥା ପୁଲିସ କହିଛି ବୋଲି ‘ବିବିସି’ ରିପୋର୍ଟ କରିଛି। ମେଟ୍ରୋପଲିଟାନ୍‌ ପୁଲିସର ମୁଖ୍ୟ ସୁପରିଣ୍ଟେଣ୍ଡେଣ୍ଟ୍‌ ଜୋସେଫ୍‌ ମ୍ୟାକ୍‌ଡୋନାଲଡ୍‌…

ମୁହଁ ଖୋଲିଲେ ଅଜିତ ପାୱାର, କହିଲେ- ନିଜ ନିଷ୍ପତ୍ତିର ପୁନଃ ବିଚାର କରିବେ ଶରଦ ପାୱାର

ଗତକାଲି ହଠାତ୍‌ ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି(ଏନସିପି) ସଭାପତି ପଦରୁ ଇସ୍ତଫା ସମ୍ପର୍କରେ ଘୋଷଣା କରିଥିବା ଶରଦ ପାୱାର ଏହା ଉପରେ ପୁନଃ ବିଚାର କରିବାକୁ ରାଜି ହୋଇଛନ୍ତି। ତେବେ ଏଥିନିମନ୍ତେ ସେ ୨,୩ ଦିନ ସମୟ ମାଗିଛନ୍ତି। ଏପରି କହିଛନ୍ତି ଏନସିପି…