2025

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି

ଭୁବନେଶ୍ୱର: ରାଜ୍ୟରେ ଅନୁଭୂତ ହେଉଛି ଅସହ୍ୟ ଗ୍ରୀଷ୍ମ ପ୍ରବାହ । ତେବେ ଏହି ତାତିରୁ ରାଜ୍ୟବାସୀଙ୍କୁ ମିଳିବ ସାମାନ୍ୟ ଆଶ୍ୱସ୍ତି । ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ। ଏହାର ପ୍ରଭାବରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି ।…

ରୋମାଣ୍ଟିକ ଅନ୍ଦାଜରେ ଡ୍ୟାନ୍ସ କଲେ ପିନାକୀ ଓ ମହୁଆ, ଭାଇରାଲ୍ ହେଉଛି ଭିଡିଓ

ଜର୍ମାନୀରେ ସାଂସଦ ମହୁଆ ମୋଇତ୍ରାଙ୍କ ସହ ସାଂସଦ ପିନାକୀ ମିଶ୍ରଙ୍କ ବାହାଘର ହୋଇଛି । ଏନେଇ ସାଂସଦ ମହୁଆ ମୋଇତ୍ରାଙ୍କ ସହ ବାହାଘରକୁ ନେଇ କନଫର୍ମ କରିଥିଲେ ପୁରୀର ପୂର୍ବତନ ସାଂସଦ ପିନାକୀ ମିଶ୍ର । କହିଲେ ଯାହା ଜଗନ୍ନାଥଙ୍କ ଇଚ୍ଛା…

ମାଓବାଦୀ ଗତିବିଧି ଉପରେ ନଜର ରଖୁଛି ଡ୍ରୋନ

ଭୁବନେଶ୍ୱର: ସମ୍ବଲପୁରର ଚାରମାଲ ଏବଂ ନାକଟିଦେଉଳ ଅଞ୍ଚଳରେ ଡ୍ରୋନ୍ ବ୍ୟବହାର କରି ଏକ ବିଶାଳ ମାଓ ବିରୋଧୀ ଅଭିଯାନ ଚାଲିଛି। ଛତିଶଗଡ଼ର ଏହି ବିଦ୍ରୋହୀମାନେ ସ୍ଥାନୀୟ ଜଙ୍ଗଲରେ ଆଶ୍ରୟ ନେଇଥିବା ସମ୍ପର୍କରେ ରିପୋର୍ଟ ପାଇ ସ୍ୱତନ୍ତ୍ର ଅପରେସନ୍ ଗ୍ରୁପ୍ ଏବଂ ଜିଲ୍ଲା…

ଜି-୭ ସମ୍ମିଳନୀ ବେଳେ ମୋଦୀଙ୍କ ରାଜନୀତି ଶେଷ କରିଦେବୁ : ଖଲିସ୍ତାନୀ

କାନାଡା: କାନାଡାର ଜଣେ ସାମ୍ବାଦିକ ମୋଚା ବାଜିରଗାନଙ୍କ ଉପରେ ଖଲିସ୍ତାନୀମାନେ ଆକ୍ରମଣ କରିଛନ୍ତି। ଏହା ସହିତ ସେମାନେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧମକ ଦେଇଛନ୍ତି। ଆଶ୍ଚର୍ଯ୍ୟ କଥା ହେଉଛି କାନାଡା ନିଜ ସାମ୍ବାଦିକଙ୍କ ଉପରେ ଖଲିସ୍ତାନୀମାନଙ୍କ ଆକ୍ରମଣକୁ ଦେଖୁଥିଲା କିନ୍ତୁ…

ଭୁବନେଶ୍ୱରରେ ହେବ ନାହିଁ ଏଲିଭେଟେଡ଼ ମେଟ୍ରୋ : ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର : ଭୁବନେଶ୍ୱରରେ ହେବ ନାହିଁ ଏଲିଭେଟେଡ଼ ମେଟ୍ରୋ । ଏଥିପାଇଁ ନୂଆ ଆଲାଇନ ମେଣ୍ଟ ତିଆରି କରିବ ନଗର ଉନ୍ନୟନ ବିଭାଗ । ତେବେ ଏଥିପାଇଁ ସର୍ଭେ ହେବା ପାଇଁ ସମୟ ଲାଗିବ । ଏଲିଭେଟେଡ଼ ମେଟ୍ରୋ ହେଲେ ଭୁବନେଶ୍ୱର…

ସ୍ନାନଯାତ୍ରା ଓ ରଥଯାତ୍ରାରେ ଭକ୍ତଙ୍କ ସୁରକ୍ଷା ପାଇଁ ହେଲା ମକ୍ ଡ୍ରିଲ

ପୁରୀ: ମହାପ୍ରଭୁଙ୍କ ସ୍ନାନଯାତ୍ରାକୁ ଆଉ ମାତ୍ର ଦୁଇ ଦିନ । ଏହା ପରେ ଆରମ୍ଭ ହେବ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ସେନେଇ ପ୍ରସ୍ତୁତି ଜୋରଦାର କରାଯାଇଛି । ପୂର୍ବବର୍ଷ ତୁଳନାରେ ଚଳିତ ବର୍ଷ ସ୍ନାନଯାତ୍ରାରେ ଅଧିକ ଭକ୍ତ ସମାବେଶ ହେବା…

ସମସ୍ତ ମୁସଲମାନ ଆତଙ୍କବାଦୀ ବୋଲି ବାହାନା ଦେଖାଉଛି ଭାରତ: ବିଲାୱାଲ ଭୁଟ୍ଟୋ-ଜରଦାରୀ

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ-ଜରଦାରୀ କହିଛନ୍ତି ଯେ ଭାରତ ଦୁଇ ଦେଶ ମଧ୍ୟରେ ବିବାଦର ସମାଧାନ ପାଇଁ ଆଲୋଚନା ଏଡାଇବା ପାଇଁ ବାହାନା କରୁଛି। ଏହି ସମୟରେ ବିଲାୱାଲ ଭାରତ ବିଷୟରେ ଅନେକ ମିଛ କଥା କହିଥିଲେ।…

ବଡ଼ ଦାଣ୍ଡରେ ବିକ୍ରି ହେବନି ଆମିଷ କି ମଦ, ପୁରୀକୁ କରାଯିବ ପିଲିଗ୍ରିମ ସିଟି

ଭୁବନେଶ୍ୱର : ବଡ଼ ଦାଣ୍ଡରେ ବିକ୍ରି ହେବନି ଆମିଷ କି ମଦ । ଶ୍ରୀମନ୍ଦିର ଦୁଇ କିଲୋମିଟର ପରିଧି ଭିତରେ ରହିବନି ମଦ ଦୋକନ କି ବାର । ପୁରୀକୁ ପିଲିଗ୍ରିମ ସିଟି କରାଯିବ ବୋଲି କହିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ…

ମହାପ୍ରଭୁଙ୍କ ପାଇଁ ଖୋଲାଯିବ ଡିଜିଟାଲ ହୁଣ୍ଡି

ପୁରୀ:ଶ୍ରୀ ମନ୍ଦିର ପାଇଁ ଆରମ୍ଭ ହେବ ଡିଜିଟାଲ ହୁଣ୍ଡି । ଏନେଇ ସମର୍ପଣ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶର କୋଣ ଅନୁକୋଣରେ ଥିବା ବ୍ୟାଙ୍କର ବିଭିନ୍ନ ଶାଖାରେ ଡିଜିଟାଲ ହୁଣ୍ଡି ସ୍ଥାପନ ବ୍ୟବସ୍ଥା କରାଯିବ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଏହାକୁ କାର୍ଯ୍ୟକାରୀ କରିବାକୁ…

ସୁବର୍ଣ୍ଣପୁର ଜିଲ୍ଲାରେ ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ସୁବର୍ଣ୍ଣପୁର: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଯାଇ ଜିଲ୍ଲାରେ ୩୨୩ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ପ୍ରକଳ୍ପ ମୂଲ୍ୟର ୫୬ଟି ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଉଦ୍‍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ପ୍ରକଳ୍ପ ଗୁଡ଼ିକ…