ଆଇଏଏସ୍‌ ସ୍ତରରେ ଅଦଳବଦଳ; ଭୂପେନ୍ଦ୍ର ସିଂ ପୁନିଆଁଙ୍କୁ ଦକ୍ଷତା ବିକାଶ ବିଭାଗର ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ବର : ନୂଆ ବର୍ଷ ଆରମ୍ଭରୁ ପାୱାର କରିଡରରେ ହେଲାଣି ହଲଚଲ। ପ୍ରାୟ ୫ ମାସ ତଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ପାଇଥିବା ଅରିନ୍ଦମ ଡାକୁଆଙ୍କ ବଦଳି ହୋଇଛି। ତେବେ ତାଙ୍କ ସ୍ଥାନରେ କିଏ ଏହି…

ଦିଲ୍ଲୀରେ ଗଡିବ ନାହିଁ ଓଡ଼ିଶାର ପ୍ରଜ୍ଞାପନ ମେଢ

ଭୁବନେଶ୍ବର : ଦିଲ୍ଲୀରେ ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସରେ ଗଡିବ ନାହିଁ ଓଡ଼ିଶାର ପ୍ରଜ୍ଞାପନ ମେଢ । ଓଡ଼ିଶା ପକ୍ଷରୁ ଦିଆଯାଇଥିବା ମଡେଲକୁ କେନ୍ଦ୍ର ଖାରଜ କରିଛି । ଏଥର ଓଡ଼ିଶା ପକ୍ଷରୁ ମାଣିଆବନ୍ଧ ଶାଢୀ ହସ୍ତଶିଳ୍ପ ଓ ମନ୍ଦିରମାଳିନୀ ଭୁବନେଶ୍ବର…

ପ୍ରବାସୀ ଭାରତୀୟ ଦେଖିବେ ଓଡ଼ିଶା କଳା ଓ ସଂସ୍କୃତିର ଝଲକ

ଭୁବନେଶ୍ବର : ଭୁବନେଶ୍ୱରରେ ଜମିବ ୭ ହଜାରରୁ ଅଧିକ ପ୍ରବାସୀ ଭାରତୀୟଙ୍କ ଭିଡ଼। ସେଥିପାଇଁ ସଜେଇ ହେଉଛି ମନ୍ଦିର ମାଳିନୀ ସହର ଭୁବନେଶ୍ୱର। ସବୁଠି ଦେଖିବାକୁ ମିଳିଛି ଓଡ଼ିଶା କଳା ଓ ସଂସ୍କୃତିର ଝଲକ। ଏହି ମହା ଆୟୋଜନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଶୁକ୍ରବାରଠୁ ପୁନର୍ବାର ଶ୍ରୀମନ୍ଦିର ରତ୍ନଭଣ୍ଡାରର ମରାମତି କାର୍ଯ୍ୟ, ଡିସେମ୍ବର ୨୫ରୁ ଥିଲା ସ୍ଥଗିତ

ପୁରୀ ୨।୧: ନବବର୍ଷରେ ମହାପ୍ରଭୁଙ୍କର ଆଶୀର୍ବାଦ ଲାଭ ଶ୍ରୀମନ୍ଦିରକୁ ଭକ୍ତଙ୍କର ଆଗମନ ଜାରି ରହିଛି। ଆଜି ନବବର୍ଷର ଦ୍ବିତୀୟ ଦିବସରେ ମହାପ୍ରଭୁଙ୍କର ଦର୍ଶନ ପାଇଁ ମଧ୍ୟ ପ୍ରବଳ ଭକ୍ତଙ୍କ ଭିଡ଼ ଲାଗି ରହିଛି। ତେବେ ଆଜିଠାରୁ ଶ୍ରୀମନ୍ଦିର ଚାରି ଦ୍ଵାରରେ ପ୍ରବେଶ କରି…

ଅଦିନିଆ ବର୍ଷାରେ ଚାଷୀଙ୍କ କ୍ଷତି ଭରଣା ଦାବି, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ବର ୨।୧: ଅଦିନିଆ ବର୍ଷାରେ ଚାଷୀଙ୍କ କ୍ଷତି ଭରଣା ଦାବି କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ନିର୍ଦ୍ଧାରିତ ସମୟ ମଧ୍ୟରେ ସରକାର ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ନବୀନ ।…

ଆସନ୍ତାକାଲିଠୁ କୃଷି ଓଡ଼ିଶା-୨୦୨୫ ଆରମ୍ଭ, ଯୋଗ ଦେବେ ୧୦ ହଜାର କୃଷକ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କର କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ଵାରା ଆସନ୍ତା କାଲିଠାରୁ ୩ ଦିନ ପର୍ଯ୍ୟନ୍ତ ଭୁବନେଶ୍ୱର ବରମୁଣ୍ଡା, ବିଜୁପଟ୍ଟନାୟକ ଖେଳ ପଡ଼ିଆରେ “କୃଷି ଓଡ଼ିଶା - ୨୦୨୫”ର ଆୟୋଜନ ହେବାକୁ ଯାଉଛି । ଏହି ସମାରୋହ ଆସନ୍ତାକାଲି…

ଆଦିବାସୀ ମେଳା ୨୦୨୫ ପ୍ରସ୍ତୁତି, ଲେଜର୍ ଶୋରେ ଆଦିବାସୀ ପରମ୍ପରା ଓ ସ୍ଵାଧୀନତା ସଂଗ୍ରାମର ଝଲକ୍

ଭୁବନେଶ୍ଵର: ଆରମ୍ଭ ହେବାକୁ ଯାଉଛି ରାଜ୍ୟସ୍ତରୀୟ ଆଦିବାସୀ ମେଳା ୨୦୨୫ । ଏନେଇ ରାଜଧାନୀରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ସହର ମଧ୍ୟରେ ଆଦିବାସୀ ଗ୍ରାମର ଭ୍ରମ ସୃଷ୍ଟି କରିବ ଚଳିତ ବର୍ଷର ଆଦିବାସୀ ମେଳା । ପ୍ରଥମ କରି ଓଡ଼ିଶାରେ…

୨୬ଶହ କିଲୋମିଟର ଗ୍ରାଣ୍ଡ ରିଙ୍ଗରୋଡ, ବାଲେଶ୍ଵର- ସମ୍ବଲପୁର- ଗଞ୍ଜାମ- ଜୟପୁରକୁ କରିବ ସଂଯୋଗ

କଟକ: ଓଡ଼ିଶାରେ ନିର୍ମାଣ ହେବ ଗ୍ରାଣ୍ଡ ରିଙ୍ଗରୋଡ। ୨୬ଶହ କିଲୋମିଟର ଗ୍ରାଣ୍ଡ ରିଙ୍ଗରୋଡ ତିଆରି ପାଇଁ ସରକାରଙ୍କ ଯୋଜନା। ୨୬ଶହ କିଲୋମିଟର ଗ୍ରାଣ୍ଡ ରିଙ୍ଗରୋଡକୁ ୨୪ଘଣ୍ଟାରେ ପରିକ୍ରମା କରିହେବ । ବାଲେଶ୍ଵର-ସମ୍ବଲପୁର-ଗଂଜାମ-ଜୟପୁରକୁ ସଂଯୋଗ କରି ହେବ ଗ୍ରାଣ୍ଡ ରିଙ୍ଗରୋଡ। ମୋଟୁରୁ ମୟୁରଭଞ୍ଜ…

ସ୍ୱାଧୀନତା ସଂଗ୍ରାମୀ ମହୋତ୍ସବ ମଞ୍ଚରୁ ନବୀନଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ସ୍ୱାଧୀନତା ସଂଗ୍ରାମୀ ମହୋତ୍ସବ ମଞ୍ଚରୁ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଲୋକଙ୍କ କାମ କରିବା ଓ ବିକାଶ ଧାରାକୁ ଆଗକୁ ନେବା ପାଇଁ ବିଜେପି ସରକାର ଯାହା ପ୍ରତିଶ୍ରୁତି ଦେଇଥିଲେ ପୂରଣ କରୁଛନ୍ତି।…

ଓଡ଼ିଶାରେ ନୂଆ ରାଜ୍ୟପାଳ ହରିବାବୁ କମ୍ଭମପତି; ରାଜଭବନ ପକ୍ଷରୁ ଦିଆଗଲା ଗାର୍ଡ ଅଫ୍ ଅନର

ଭୁବନେଶ୍ବର : ଓଡ଼ିଶାରେ ପହଞ୍ଚିଲେ ନୂଆ ରାଜ୍ୟପାଳ ହରିବାବୁ କମ୍ଭମପତି। ଭୁବନେଶ୍ୱର ବିମାନ ବନ୍ଦରରେ ପଞ୍ଚିବା ପରେ ନୂଆ ରାଜ୍ୟପାଳଙ୍କୁ ସ୍ୱାଗତ କରିଥିଲେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରୀ ମଣ୍ଡଳର ସଦସ୍ୟ। ରାଜଭବନ ପକ୍ଷରୁ ରାଜ୍ୟପାଳଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ…