January 30, 2025

କ୍ରିକେଟ୍‌ ଦେଖି ଘରକୁ ଫେରୁଥିଲେ, ବ୍ରିଜ୍‌ ଉପରେ ୩ବାଇକ୍‌ ଆରୋହୀଙ୍କ ମୃତ୍ୟୁ

ପଦ୍ମପୁର: ମହୁଲପାଲି ବ୍ରିଜରେ ବାଇକ ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।ବଦେନବାହାଲ ଗାଁରୁ କ୍ରିକେଟ ମ୍ୟାଚ ଦେଖି ଫେରିବାବେଳେ ଘଟିଥିବା ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୩ ଜଣଙ୍କ ଜୀବନ ଯାଇଛି । ଭାରସାମ୍ୟ ହରାଇ ବାଇକ ସହ ଘୋଷାଡ଼ି ହୋଇପଡ଼ିବାରୁ…

ଡିଜିଟାଲ ଆରେଷ୍ଟର ଦେଖାଇ ନେଇଗଲେ ୩୪ ଲକ୍ଷ

ବ୍ରହ୍ମପୁର : ସାଇବର ଗ୍ୟାଙ୍ଗ ସବୁବର୍ଗର ଯୁବତୀଯୁବକଙ୍କଠାରୁ ଆରମ୍ଭ କରି ଉଚ୍ଚଶିକ୍ଷିତ ଲୋକଙ୍କୁ ମଧ୍ୟ ଠକିବାକୁ ପଛେଇନାହାନ୍ତି। ଏଥିପାଇଁ ସେମାନେ ନୂଆନୂଆ ତରିକା ଅପଣାଉଛନ୍ତି। ପୋଲିସ ମଧ୍ୟ ସେମାନଙ୍କ ଟେର ପାଇପାରୁନି। ପୋଲିସ ପକ୍ଷରୁ ଏନେଇ ଯେତେ ସଚେତନ କଲେ ମଧ୍ୟ…

‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ଗାଇଡଲାଇନକୁ ନେଇ ତେଜିଲା ରାଜନୀତି

ଭୁବନେଶ୍ୱର,୩୦।୧: ଗୁରୁବାର ଗ୍ରାମୀଣ ବିକାଶକୁ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ପଦକ୍ଷେପ ଅଧୀନରେ ନୂତନ ନିର୍ଦ୍ଦେଶାବଳୀ ଜାରି କରିବା ପରେ ଓଡ଼ିଶାରେ ରାଜନୈତିକ ପାଣିପାଗ ଉଷ୍ମ ହୋଇଛି। ସରକାରରେ ପରିବର୍ତ୍ତନ ପରେ ପୂର୍ବ ସରକାରଙ୍କ…

ଭୁବନେଶ୍ବରରେ ମୋହନ ଭାଗବତ

ଭୁବନେଶ୍ବର: ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ(ଆରଏସଏସ) ପ୍ରମୁଖ ମୋହନ ଭାଗବତ ଭୁବନେଶ୍ବରରେ ପହଞ୍ଚିଛନ୍ତି। ସେ ୫ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ସଂଘର ବିଭିନ୍ନ କାର୍ଯ୍ୟକ୍ରମରେ ସେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟରେ ବିଜେପି ସଭାପତିଙ୍କ ନାମ ଘୋଷଣା ହେବା ପୂର୍ବରୁ…

ପ୍ରଦର୍ଶନୀରେ ଟୁଲକିଟ ଓ ଯନ୍ତ୍ରାଂଶ ବିତରଣ କଲା କେଭିଆଇସି

କଟକ: ଭାରତ ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରାଳୟ ପକ୍ଷରୁ ଖଦି ଓ ଗ୍ରାମୋଦ୍ୟୋଗ କମିସନ (କେଭିଆଇସି)ଙ୍କ ପକ୍ଷରୁ ଗ୍ରାମୋଦ୍ୟୋଗ ବିକାଶ ଯୋଜନା (ଜିଭିବାଇ) ଯୋଜନା ଅନ୍ତର୍ଗତ କଟକସ୍ଥିତ ଜବାହରଲାଲ ଇନଡୋର ଷ୍ଟାଡିୟମରେ ହିତାଧିକାରୀମାନଙ୍କୁ ଯନ୍ତ୍ରାଂଶ ଓ ଟୁଲକିଟ…

୧୫ ଫେବ୍ରୁଆରି ପର୍ଯ୍ୟନ୍ତ ବଢ଼ିଲା ରାସନ କାର୍ଡ ଇ-କେୱାଇସି ସମୟ ସୀମା: ଯୋଗାଣ ମନ୍ତ୍ରୀ

ଭୁବନେଶ୍ଵର: ରାଜ୍ୟରେ ରାସନ କାର୍ଡ ଇ-କେୱାଇସି ଅପଡେଟ୍ ୧୫ ଫେବ୍ରୁଆରି ପର୍ଯ୍ୟନ୍ତ ବଢ଼ିଛି ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ପ୍ରଦାନ କରିଛନ୍ତି। ପୂର୍ବରୁ ଜାନୁଆରି ୩୧ ସୁଦ୍ଧା ଇ-କେୱାଇସି ଅପଡେଟ୍ ଲାଗି ଶେଷ ତାରିଖ ଭାବେ ସରକାର…

ନନ୍ଦନକାନନରେ ନୂଆ ଅତିଥି; ପ୍ରାଣୀ ଉଦ୍ୟା‌ନରେ ସିମ୍ପାଞ୍ଜିଙ୍କ ସଂଖ୍ୟା ୮କୁ ବୃଦ୍ଧି

ବାରଙ୍ଗ: ରାଜଧାନୀ ଭୁବନେଶ୍ବର ଉପକଣ୍ଠରେ ଥିବା ପର୍ଯ୍ୟଟକମାନଙ୍କ ପାଇଁ ଆକର୍ଷଣୀୟ ପର୍ଯ୍ୟଟନ କେନ୍ଦ୍ର ‘ନନ୍ଦନକାନନ ପ୍ରାଣୀ ଉଦ୍ୟାନ’କୁ ଗୁରୁବାର ଏକ ନୂଆ ଅତିଥି ଆସିଛି। ପର୍ଯ୍ୟଟକମାନଙ୍କୁ ଖୁସି ବାଣ୍ଟୁଥିବା ପ୍ରାଣୀ ଉଦ୍ୟାନର ୭ବର୍ଷ ୪ମାସର ସିମ୍ପାଞ୍ଜି ‘ଦୁର୍ଗା’ ଏକ ସନ୍ତାନ ଜନ୍ମ…

‘କୁଷ୍ଠରୋଗ ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମାଗଣାରେ ଔଷଧ ବଣ୍ଟନ କରାଯାଉଛି’

ଭୁବନେଶ୍ବର: କୁଷ୍ଠରୋଗ ପାଇଁ ଆଧୁନିକ ତଥା ନିର୍ଭରଯୋଗ୍ୟ ଚିକିତ୍ସା ବ୍ୟବସ୍ଥା ଥିଲେ ହେଁ, ସଂକ୍ରମିତ ବ୍ୟକ୍ତି ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ସାମାଜିକ ବାସନ୍ଦ ଭୟରେ ଚିକିତ୍ସା ଠାରୁ ଦୂରେଇ ରହୁଥିବା ଯୋଗୁଁ ଧୀରେଧୀରେ ସଂକ୍ରମଣ ବଢ଼ି ଆକ୍ରାନ୍ତ ବ୍ୟକ୍ତି ଦିବ୍ୟାଙ୍ଗ ପାଲଟି…

ଗାନ୍ଧୀଙ୍କ ପୂଣ୍ୟତିଥିରେ ପୁଷ୍ପ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଲେ ମୋଦୀ

ନୂଆଦିଲ୍ଲୀ: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପୁଣ୍ୟତିଥି ଅବସରରେ ମଙ୍ଗଳବାର ଦିନ ରାଜଘାଟରେ ପୁଷ୍ପ ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହା ସହ ମୋଦୀ ଏକ ଏକ୍ସ ପୋଷ୍ଟ୍‌ରେ ଲେଖିଛନ୍ତି, ‘‘ପୂଜ୍ୟ ବାପୁଙ୍କ ପୁଣ୍ୟତିଥିରେ ତାଙ୍କୁ ଶ୍ରଦ୍ଧାଞ୍ଜଳି। ତାଙ୍କ ଆଦର୍ଶ…

ସ୍ବିଡେନରେ ପବିତ୍ର କୋରାନ ପୋଡ଼ିଥିବା ବ୍ୟକ୍ତିକୁ ଗୁଳିକରି ହତ୍ୟା

ଷ୍ଟକହୋମ୍ : ସ୍ୱିଡେନରେ ସାଲୱାନ ମୋମିକା ନାମକ ଜଣେ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଏହି ବ୍ୟକ୍ତି ଜଣକ ୨୦୨୩ରେ ଏକାଧିକ ଥର ଇସଲାମ ଧର୍ମର ପବିତ୍ର ଧର୍ମଗ୍ରନ୍ଥ କୋରାନର ନକଲ ପୋଡ଼ି ଦେଇଥିଲେ। ଧର୍ମପୁସ୍ତକ ପୋଡ଼ିବା ପ୍ରସଙ୍ଗ…