January 23, 2025

ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମ ପରେ ଆରମ୍ଭ ହେବ ମେଟ୍ରୋ କାମ: ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର

ଭୁବନେଶ୍ବର: ବିକଶିତ ଓଡ଼ିଶା-୨୦୩୬ ପରିକଳ୍ପନା ସତ କରିବାକୁ ଓଡ଼ିଶାକୁ ବାରମ୍ବାର ଗସ୍ତ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପଞ୍ଚମ ଥର ପାଇଁ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସୁଛନ୍ତି। ଆଜି ଏଭଳି ଟିପ୍ପଣୀ ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର…

କାଲି ମୋହନ ସରକାରଙ୍କ ବଜେଟ୍‌ ଚର୍ଚ୍ଚା

ଭୁବନେଶ୍ବର: ଆଥିର୍କ ବର୍ଷ ୨୦୨୫-୨୬ ପାଇଁ ଆସନ୍ତା ଫେବ୍ରୁଆରି ୧୩ ତାରିଖ ଠାରୁ ଓଡ଼ିଶା ସରକାରଙ୍କର ବଜେଟ୍‌ ଅଧିବେଶନ ଆରମ୍ଭ ହେବ। ରାଜ୍ୟ ସରକାର ଫେବ୍ରୁଆରି ୧୭ ତାରିଖ ଦିନ ସାଧାରଣ ବଜେଟ୍‌ ଉପସ୍ଥାପନ କରିବେ। ବିକଶିତ ଓଡ଼ିଶାର ଶ୍ଲେଗାନ ଦେଉଥିବା…

୭୨ ଗ୍ରାମ୍‌ ବ୍ରାଉନସୁଗାର ଜବତ, ଜଣେ ଗିରଫ

ଜଳେଶ୍ୱର : ବାଲେଶ୍ବର ଜିଲ୍ଲା ଜଳେଶ୍ୱର ଅବକାରୀ ସେଟ ଲାଇଟ୍ ୟୁନିଟ ପକ୍ଷରୁ ଆଜି କମର୍ଦ୍ଦା ଥାନା ଅଧିନସ୍ଥ ବାରମାଇଲ ପେଟ୍ରୋଲ ପମ୍ପ ନିକଟରେ ଚଢ଼ାଉ କରି ୭୨ ଗ୍ରାମ୍‌ ବ୍ରାଉନସୁଗାର ଜବତ କରାଯାଇଛି। ଏହି ମାମଲାରେ ଜଣକୁ ଗିରଫ କରାଯାଇଛି।…

ବିଧାନସଭାରେ ବିଶୃଙ୍ଖଳା ବରଦାସ୍ତ କରାଯିବନି: ବାଚସ୍ପତି, ବିଜେଡି କହିଲା ନାଲି ଆଖି ଚଳିବନି

ଭୁବନେଶ୍ବର : ଚଳିତ ବିଧାନସଭା ଅଧିବେଶନରେ ବିରୋଧୀଙ୍କ ବିଶୃଙ୍ଖଳାକୁ ଆଉ ବରଦାସ୍ତ କରାଯିବନି । ବାଚସ୍ପତି ସୁରମା ପାଢ଼ୀଙ୍କ ଏଭଳି ଚେତାବନୀ ପରେ ଚିହିଁକି ଉଠିଛି ବିଜେଡି । ଆଉ ବିରୋଧୀ ଦଳ ବିଜେଡିର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଓ…

୧୫୭ ନୁହେଁ ୫ ହଜାର ପୁରୁଷ ‘ସୁଭଦ୍ରା’ ଯୋଜନାରେ ଆବେଦନ କରିଛନ୍ତି : ପ୍ରମିଳା ମଲ୍ଲିକ

ଭୁବନେଶ୍ବର ୨୩।୧: ପୁରୁଷ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିବା ନେଇ ବର୍ଷିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ସେ କହିଛନ୍ତି, ଉପ ମୁଖ୍ୟମନ୍ତ୍ରୀ ମହୋଦୟା କହିଛନ୍ତି ୧୫୭ ସୁଭଦ୍ରା ପୁରୁଷ ହିତାଧିକାରୀ ସୁଭଦ୍ରା ଟଙ୍କା ନେଇଛନ୍ତି ।…

ବାଣ ନିଆଁରେ ଛପର ଜଳିଗଲା, ଯଜ୍ଞ ମଣ୍ଡପ ନଖୁଣ ରହିଲା

କଟକ : ବାରଙ୍ଗ: ଦାଢାପାଟଣା ଗ୍ରାମରେ ଯଜ୍ଞର ପୂର୍ଣ୍ଣାହୂତି ଚାଲିଥିବା ବେଳେ ବାଣର ନିଆଁ ପଡ଼ି ବଡ଼ ଅଘଟଣ ଘଟିବାରୁ ଅଳ୍ପକେ ବର୍ତ୍ତିଯାଇଛି। ଭାଗ୍ୟବଶତଃ ମଣ୍ଡପ ଉପର ଟେଣ୍ଟ ଛପର ସଂମ୍ପୂର୍ଣ୍ଣ ଜିଳି ପାଉଁଶ ହୋଇଯାଇଥିବା ବେଳେ କେହି ମୃତ କିମ୍ବା…

ମଣ୍ଡିରୁ ଧାନ ଉଠାଇବାରେ ଅବହେଳା କଲେ କାର୍ଯ୍ୟାନୁଷ୍ଠାନ!

ଛତ୍ରପୁର: ମଣ୍ଡିରୁ ଧାନ ଉଠାଇବାରେ ବିଳମ୍ୱ ଓ ଅବହେଳା କାରଣରୁ ପ୍ରଦର୍ଶନ କରିଥିବା ହେତୁ ଜିଲ୍ଲା ପ୍ରଶାସନ ପକ୍ଷରୁ ୬ ଘଣ୍ଟା ମଧ୍ୟରେ କାରଣ ଦର୍ଶାଅ ନୋଟିସ୍ ଜାରି। ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଳକର ୪ ଜଣ, ଗଞ୍ଜାମ ବ୍ଳକର ୪…

ଟ୍ରମ୍ପଙ୍କ ଧମକ ପରେ ନରମିଲା ରୁଷ, କହିଲା ଆଲୋଚନା ପାଇଁ ପ୍ରସ୍ତୁତ

ମସ୍କୋ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ଷମତାକୁ ଆସିବା ପରେ ଯୁଦ୍ଧ ଶେଷ କରିବାକୁ ରୁଷକୁ କହିଛନ୍ତି। ଏହାପରେ ରୁଷର ବୟାନ ଆସିଛି । ରୁଷ୍ ମଧ୍ୟ ଏବେ ଯୁଦ୍ଧ ଶେଷ କରିବାକୁ ପ୍ରସ୍ତୁତ ବୋଲି କହିଥିବା ବେଳେ ଏଭଳି…

ରାଜପାଲ ଯାଦବଙ୍କ ସମେତ ୪ କଳାକାରଙ୍କୁ ହତ୍ୟା ଧମକ, ପାକିସ୍ତାନରୁ ଆସିଲା ଇମେଲ

ମୁମ୍ବାଇ ୨୩।୦୧; ୪ ବଲିଉଡ ଷ୍ଟାରଙ୍କୁ ହତ୍ୟା ଧମକ ମିଳିଛି । ପାକିସ୍ତାନରୁ ଇ-ମେଲ ଜରିଆରେ ହତ୍ୟା ଧମକ ଦିଆଯାଇଥିବା ସୂଚନା ରହିଛି । କପିଲଙ୍କ ସମେତ କମେଡିଆନ ରାଜପାଲ ଯାଦବ, ସୁଗନ୍ଧା ମିଶ୍ରା ଓ ଡାନ୍ସ କୋରିଓଗ୍ରାଫର ରେମୋ ଡିସୁଜାଙ୍କୁ…

ସୁରକ୍ଷାକର୍ମୀଙ୍କୁ ସଫଳତା, ମାଲକାନଗିରି ସୀମାନ୍ତରୁ ମାଓବାଦୀଙ୍କ ବଡ଼ ଅସ୍ତ୍ରାଗାର ଠାବ

ମାଲକାନଗିରି ୨୩।୦୧ : ସୁରକ୍ଷାକର୍ମୀଙ୍କୁ ସଫଳତା । ମାଲକାନଗିରି ଛତିଶଗଡ ସୀମାନ୍ତ ସୁକୁମା ଜିଲ୍ଲାରେ ମାଓବାଦୀଙ୍କ ଅସ୍ତ୍ରଶସ୍ତ୍ର ତିଆରି କାରଖାନା ଠାବ ହୋଇଛି। ଏହାସହ ଏକ ଅସ୍ତ୍ର ଶସ୍ତ୍ର ତିଆରି ଉପକରଣ ମଧ୍ୟ ଜବତ କରିଛନ୍ତି ସୁରକ୍ଷା କର୍ମୀ । ଖବର…