2025

ପାକିସ୍ତାନକୁ ୮୧ ପ୍ରତିଶତ ସାମରିକ କ୍ଷମତା ଚୀନରୁ ଆସେ: ଥରୁର

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଶଶି ଥରୁର ୱାଶିଂଟନ ଡିସିରେ ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ ଭାରତ-ପାକ୍ ବିବାଦରେ ଚୀନକୁ ଅଣଦେଖା କରିବା ଅସମ୍ଭବ, କାରଣ ପାକିସ୍ତାନର ୮୧% ସାମରିକ କ୍ଷମତା ଚୀନରୁ ଆସିଥାଏ। ଥରୁର ବର୍ତ୍ତମାନ ‘ଅପରେସନ୍ ସିନ୍ଦୁର’ ପରେ ଭାରତର…

କପ୍ତିପଦାରେ ଅତିରିକ୍ତ ତହସିଲଦାରଙ୍କୁ ମାଡ଼ ମାରିବା ଘଟଣା: ତଦନ୍ତରୁ କେହି ବର୍ତ୍ତିବେ ନାହିଁ କହିଲେ ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର: କପ୍ତିପଦାରେ ଅତିରିକ୍ତ ତହସିଲଦାରଙ୍କୁ ମାଡ଼ ମାରିବା ଘଟଣା। ପ୍ରତିକ୍ରିୟା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି, ଯିଏ ବି ଏହି କାଣ୍ଡ କରିଛି ତାକୁ ଖୋଜି ଖୋଜି ଦଣ୍ଡ ଦିଆଯିବ। ପାତାଳରେ ଥିଲେ ବି ଅପରାଧିଙ୍କୁ ଧରାଯିବ…

ଅନିୟମିତ କାର୍ଯ୍ୟ କରି ନିଲମ୍ୱିତ ହେଲେ ୫ ଜଣ କନେଷ୍ଟବଳ

ବାଲେଶ୍ୱର: ଅନିୟମିତ କାର୍ଯ୍ୟ କରି ନିଲମ୍ୱିତ ହେଲେ ୫ ଜଣ କନେଷ୍ଟବଳ । ବାଲେଶ୍ୱର ଏସପି ନିୟମ ଭାଙ୍ଗିଥିବା କନଷ୍ଟେବଳଙ୍କ ବିରୋଧରେ ଆକ୍ସନ ନେଇଛନ୍ତି । ନିଲମ୍ୱିତ ୫ କନଷ୍ଟେବଳ ବାଲେଶ୍ୱର ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିଲେ । ଜିଲ୍ଲାପାଳଙ୍କ…

୭ଟି ବିଭାଗରେ ୧୨୯୪ ଜଣଙ୍କୁ ନିଯୁକ୍ତି, ଏକ ବର୍ଷ ମଧ୍ୟରେ ନିଯୁକ୍ତି ମେଳା ମାଧ୍ୟମରେ ୨୭,୪୨୮ଟି ସରକାରୀ ପଦବୀ ପୂରଣ

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉପଦେଶ- ବାପା ମାଆଙ୍କ ଆଶୀର୍ବାଦରେ ଆପଣ ମାନେ ଚାକିରୀ ପାଇଛନ୍ତି, ତାଙ୍କ ସେବା ସବୁବେଳେ କରୁଥିବେ, ପରିବାର ଲୋକଙ୍କ ମନରେ କେବେହେଲେ କଷ୍ଟ ଦେବେନାହିଁ ଗରିବ ଲୋକମାନେ ବହୁ କଷ୍ଟରେ ଅଛନ୍ତି, ସେମାନଙ୍କୁ ଠିକ୍ ସମୟରେ ନ୍ୟାୟ…

ରଦ୍ଦ ହୋଇନି ସିମଲା ଚୁକ୍ତି : ପାକ୍ ବୈଦେଶିକ ମନ୍ତ୍ରାଳୟ

ଇସ୍ଲାମାବାଦ : ଗତକାଲି ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ କହିଥିଲେ ଯେ ଭାରତ ସହ ସ୍ବାକ୍ଷରିତ ସିମଲା ଚୁକ୍ତି ଏକ ମୃତ ଦଲିଲ ହୋଇଯାଇଛି । ଏହା ସହିତ ଦୁଇ ଦେଶ ୧୯୪୮ର ସ୍ଥିତିକୁ ଫେରିଯାଇଛନ୍ତି, ଯେତେବେଳେ ଜାତିସଂଘ ନିୟନ୍ତ୍ରଣ…

ସୁନ୍ଦରଗଡ଼ ବିସ୍ଫୋରକ ଲୁଟ୍ ମାମଲା: ବାଙ୍କୋ ପଥର ଖଣି ମାଲିକଙ୍କୁ ଖଣି ବିଭାଗର ନୋଟିସ୍‌

ସୁନ୍ଦରଗଡ଼: ମାଓବାଦୀ ବିସ୍ଫୋରକ ଲୁଟ୍ ଘଟଣାରେ ସୁନ୍ଦରଗଡ଼ ଜିଲ୍ଲା କେ.ବଲାଙ୍ଗ ଥାନା ବାଙ୍କୋ ପଥର ଖଣି ମାଲିକଙ୍କୁ ଖଣି ବିଭାଗ ପକ୍ଷରୁ ଜାରି ହେଲା ନୋଟିସ। ପଥର ଖଣି ମାଲିକ ନିରଜ ପାଣ୍ଡେଙ୍କୁ ଦୁଇ ଦିନ ଭିତର ହାଜର ହେବା ପାଇଁ…

ଜି-୭ ଶିଖର ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ: ନିମନ୍ତ୍ରଣ କଲେ କାନାଡ଼ା ପ୍ରତିପକ୍ଷ

ନୂଆଦିଲ୍ଲୀ: ଜି-୭ ଶିଖର ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏନେଇ ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ସମ୍ମିଳନୀରେ ଯୋଗ ଦେବାକୁ କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ଣ୍ଣିଂ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଫୋନ୍ କରି ନିମନ୍ତ୍ରଣ କରିଛନ୍ତି। ଏହାପରେ ମୋଦୀଙ୍କ…

ଆର୍‌ଆଇଇରେ ନାମଲେଖା ଆବେଦନ ଆରମ୍ଭ, ୨୯ରେ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର: ଶିକ୍ଷକ ଶିକ୍ଷାରେ କ୍ୟାରିଅର କରିବାକୁ ଚାହାଁନ୍ତି କି ? ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ (ଆର୍‌ଆଇଇ)ରେ ଶିକ୍ଷକ ଶିକ୍ଷା ନାମଲେଖା ଆବେଦନ ଆରମ୍ଭ ହୋଇଛି। ୧୭ ତାରିଖ ପର୍ଯ୍ୟନ୍ତ ଆବେଦନ ସୁଯୋଗ ମିଳିବ। ୨୯…

ବୁଲେଟକୁ ଧକ୍କା ଦେଲା ଟ୍ୟାଙ୍କର, ମାମୁଁ ସହ ୨ ଭାଣିଜୀ ମୃତ

ବ୍ରହ୍ମପୁର : ମାମୁଁଙ୍କ ସାଙ୍ଗରେ ବୁଲେଟରେ ଖୁସିରେ ଯାଉଥିଲେ ଦୁଇ ଭାଣିଜୀ । ନୂଆ ଡ୍ରେସକିଣିବେ କିନ୍ତୁ ମୃତ୍ୟୁର ଦୂତ ଯେପରି ଛକି ଜଗିଥିଲା ଦିଗପହଣ୍ଡି ରାସ୍ତା ଉପରେ । ହଠାତ ଏକ ଟ୍ୟାଙ୍କର ସହିତ ବୁଲେଟର ମୁହାଁମୁହିଁ ଧକ୍କା ହୋଇଥିଲା…

ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବେ ମିଳୁଥିବା ସମ୍ମାନ ନିମାପଡ଼ା-ଗୋପବାସୀଙ୍କର: ପ୍ରଭାତୀ ପରିଡ଼ା

ନିମାପଡ଼ା: ‘ଉତ୍କର୍ଷ ନିମାପଡ଼ା ସମ୍ମିଳନୀ’ର ଦ୍ୱିତୀୟ ଅଧିବେଶନରେ ବର୍ଷକର କାମ ବାବଦରେ ରିପୋର୍ଟ କାର୍ଡ ପ୍ରଦାନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ନିମାପଡ଼ା ବିଧାୟିକା ପ୍ରଭାତୀ ପରିଡ଼ା । ସେ ଏହି ଅବସରରେ କହିଛନ୍ତି, “ଦେଶ ବିଦେଶରେ ଓଡ଼ିଶାର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ…